ଜେଲ୍‌ ଭିତରେ ପୁନମ୍‌ ପାଣ୍ଡେ

ମୁମ୍ବାଇ: ଜେଲ୍‌ ଭିତରେ ଅଭିନେତ୍ରୀ ପୁନମ ପାଣ୍ଡେ। ସେ ଅଭିନେତ୍ରୀରୁ ପାଲଟିଲେ କଏଦୀ। ତାଙ୍କୁ କରାଗଲା ବନ୍ଦି। ନିଜ ବିବାହ ଠାରୁ ଆରମ୍ଭ କରି ହନିମୁନରେ ସ୍ୱାମୀଙ୍କ ମାରପିଟ୍‌ ଓ ପରେ ତାଙ୍କୁ ଜେଲ୍‌ ପଠାଇବାକୁ ନେଇ ଚର୍ଚ୍ଚାରେ ରହିଥିବା ପୁନମ୍‌ ଏବେ ‘ଲକ୍‌ ଅପ୍‌’ରେ ବନ୍ଦି ହୋଇଛନ୍ତି। ଆଉ ତାଙ୍କ ‘ଲକ୍‌ ଅପ୍‌’ର ଜେଲର୍‌ ପାଲଟିଛନ୍ତି କଙ୍ଗନା ରଣାୱତ। କଙ୍ଗନାଙ୍କ ଅପ୍‌କମିଂ ରିଆଲିଟି ଶୋ’ ‘ଲକ୍‌ ଅପ୍‌’ର ତୃତୀୟ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି ପୁନମ୍‌ […]

Punam pandey

Punam pandey

Madhupriya Mistry
  • Published: Wednesday, 23 February 2022
  • Updated: 23 February 2022, 01:59 PM IST

Sports

Latest News

ମୁମ୍ବାଇ: ଜେଲ୍‌ ଭିତରେ ଅଭିନେତ୍ରୀ ପୁନମ ପାଣ୍ଡେ। ସେ ଅଭିନେତ୍ରୀରୁ ପାଲଟିଲେ କଏଦୀ। ତାଙ୍କୁ କରାଗଲା ବନ୍ଦି। ନିଜ ବିବାହ ଠାରୁ ଆରମ୍ଭ କରି ହନିମୁନରେ ସ୍ୱାମୀଙ୍କ ମାରପିଟ୍‌ ଓ ପରେ ତାଙ୍କୁ ଜେଲ୍‌ ପଠାଇବାକୁ ନେଇ ଚର୍ଚ୍ଚାରେ ରହିଥିବା ପୁନମ୍‌ ଏବେ 'ଲକ୍‌ ଅପ୍‌'ରେ ବନ୍ଦି ହୋଇଛନ୍ତି। ଆଉ ତାଙ୍କ 'ଲକ୍‌ ଅପ୍‌'ର ଜେଲର୍‌ ପାଲଟିଛନ୍ତି କଙ୍ଗନା ରଣାୱତ।

କଙ୍ଗନାଙ୍କ ଅପ୍‌କମିଂ ରିଆଲିଟି ଶୋ' 'ଲକ୍‌ ଅପ୍‌'ର ତୃତୀୟ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି ପୁନମ୍‌ ପାଣ୍ଡେ। ଅନେକ ଖବରକୁ ନେଇ ବହୁ ଦିନ ଧରି ପୁନମ ପାଣ୍ଡେ ଚର୍ଚ୍ଚାରେ ରହିଆସିଛନ୍ତି। ଏଭଳି ସ୍ଥିତିରେ କଙ୍ଗନା ରଣାୱତଙ୍କ ଏହି ଜେଲ୍‌ରେ ରହିବା ପାଇଁ ପୁନମ୍‌ ପାଣ୍ଡେ ପୂରାପୁରି ପ୍ରସ୍ତୁତ। ବର୍ତ୍ତମାନ ଯାଏଁ କଙ୍ଗନାଙ୍କ ଏହି ଜେଲ୍‌ରେ ପୁନମ୍‌ଙ୍କ ବ୍ୟତୀତ ଅଭିନେତ୍ରୀ ନିଶା ରାୱଲ ଓ ବିବାଦୀୟ କମେଡିଆନ୍‌ ମୁନୱର ଫାରୁକି ରହିବେ ବୋଲି ସ୍ପଷ୍ଟ ହୋଇଛି।

Controversy Queen Poonam Pandey is the third contestant of Lock Upp - Television News

ଏକତା କପୁରଙ୍କ ଏହି ରିଆଲିଟି ଶୋ'ରେ ଭାଗ ନେବା ପୂର୍ବରୁ ପୁନମ ପାଣ୍ଡେ ୨୦୧୩ରେ ଫିଲ୍ମ 'ନଶା' ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ପୁନମ୍‌ ଏହି ଶୋ'ରେ ନିଶ୍ଚିତ ରୂପେ ଗ୍ଲାମରର ତଡକା ଲଗାଇବେ। ଏଥିସହ ଜୋରଦାର ହଙ୍ଗାମା ମଧ୍ୟ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ରିଆଲିଟି ଶୋ' ଲକ୍‌ଅପ୍‌କୁ ନେଇ ପୁନମ୍‌ କହିଛନ୍ତି, 'ଏହି ଶୋ'ରେ ଭାଗ ନେବାକୁ ଯାଉଥିବା ନେଇ ମୁଁ ବେଶ୍‌ ଉତ୍ସାହିତ ଅଛି। ମୁଁ ଜାଣିନି ସେଠାରେ କ'ଣ ହେବ। ଏହି ଲକ୍‌ ଅପ୍‌ରେ କୌଣସି ଲଗ୍‌ଜୁରୀ ନାହିଁ। ଏଥିପାଇଁ ମୁଁ ଜାଣିନି ଏଥିରେ ମୁଁ କିଭଳି ସର୍ଭାଇବ୍‌ କରିଛି। କିନ୍ତୁ ମୁଁ ଏହାକୁ ନେଇ ବେଶ୍‌ ଉତ୍ସାହିତ ଥିବା ସହ ନର୍ଭସ ମଧ୍ୟ ଅଛି।'

Kangana Ranaut releases first poster of Lock Upp, here's the list of celebs who are likely to get locked in her jail | Entertainment News,The Indian Express

ସୂଚନା ମୁତାବକ, ଏହି ଶୋ'କୁ ବଲିଉଡର କୁଇନ୍‌ କଙ୍ଗନା ରଣାୱତ ହୋଷ୍ଟ କରିବେ। ଏଥିରେ ୧୬ ଜଣ ବିବାଦୀୟ ସେଲେବ୍ରିଟି ପ୍ରତିଯେଗୀ ଭାବେ ଭାଗ ନେଇ ମାସ ମାସ ଧରି ଜେଲ୍‌ରେ ବନ୍ଦି ଭାବେ ଜୀବନ କାଟିବେ। ଆସନ୍ତା ଫେବ୍ରୁଆରୀ ୨୭ରୁ ଏହି ଶୋ'ର ଟେଲିକାଷ୍ଟ ହେବ। ଅଲ୍ଟ ବାଲାଜୀ ଓ ଓଟିଟି ପ୍ଲାଟଫର୍ମ ଏମ୍‌ଏକ୍ସ ପ୍ଲେଅରରେ ୨୪ ଘଣ୍ଟା ଲାଇଭ୍‌ ଷ୍ଟ୍ରିମିଂ ହେବ। ଦର୍ଶକଙ୍କୁ ପ୍ରତିଯୋଗୀମାନଙ୍କ ସହ ସିଧା ସଳଖ କଥା ହେବା ପାଇଁ ସୁଯୋଗ ମଧ୍ୟ ମିଳିବ।

https://youtu.be/H_Oh7xH2jBc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story