‘କୁମକୁମ ଭାଗ୍ୟ’କୁ ବାଏ ବାଏ କହିଲେ ଶବ୍ବୀର ଅହଲୁୱାଲିଆ

ମୁମ୍ବାଇ: ଆଉ ‘କୁମକୁମ ଭାଗ୍ୟ’ ସିରିଏଲରେ ନଜର ଆସିବେନି ଅଭିଷେକ ମେହରା । ଘରେ ଘରେ ଏହି ନାମରେ ପରିଚିତ ହୋଇଥିବା ଶବ୍ବୀର ଅହଲୁୱାଲିଆ ‘କୁମକୁମ ଭାଗ୍ୟ’ ସହ ପ୍ରାୟ ୭ ବର୍ଷର ସମ୍ପର୍କ ଛିନ୍ନ କରିବାକୁ ଯାଉଛନ୍ତି। ଏହି ଖବର ଶବ୍ବୀରଙ୍କ ଫ୍ୟାନଙ୍କୁ ଉଦାସ କରିଛି । ଜୀବନରେ ଆଗକୁ ବଢ଼ିବାକୁ ଛୋଟ ପରଦାର ମୋଷ୍ଟ ହ୍ୟାଣ୍ଡସମ୍‌ ଓ ଟ୍ୟାଲେଣ୍ଟେଡ ଆକ୍ଟର ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏକତା କପୁରଙ୍କ ପପୁଲାର ଶୋ’ ‘କୁମକୁମ ଭାଗ୍ୟ’ […]

shabir-ahluwalia

shabir-ahluwalia

Niharika Rout
  • Published: Tuesday, 15 February 2022
  • Updated: 15 February 2022, 01:32 PM IST

Sports

Latest News

ମୁମ୍ବାଇ: ଆଉ ‘କୁମକୁମ ଭାଗ୍ୟ’ ସିରିଏଲରେ ନଜର ଆସିବେନି ଅଭିଷେକ ମେହରା । ଘରେ ଘରେ ଏହି ନାମରେ ପରିଚିତ ହୋଇଥିବା ଶବ୍ବୀର ଅହଲୁୱାଲିଆ ‘କୁମକୁମ ଭାଗ୍ୟ’ ସହ ପ୍ରାୟ ୭ ବର୍ଷର ସମ୍ପର୍କ ଛିନ୍ନ କରିବାକୁ ଯାଉଛନ୍ତି। ଏହି ଖବର ଶବ୍ବୀରଙ୍କ ଫ୍ୟାନଙ୍କୁ ଉଦାସ କରିଛି । ଜୀବନରେ ଆଗକୁ ବଢ଼ିବାକୁ ଛୋଟ ପରଦାର ମୋଷ୍ଟ ହ୍ୟାଣ୍ଡସମ୍‌ ଓ ଟ୍ୟାଲେଣ୍ଟେଡ ଆକ୍ଟର ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି।

ଏକତା କପୁରଙ୍କ ପପୁଲାର ଶୋ’ ‘କୁମକୁମ ଭାଗ୍ୟ’ ଛାଡ଼ିବାକୁ ଶବ୍ବୀର ନିଷ୍ପତ୍ତି ନେଇ ସାରିଥିବା ବେଳେ ଏହାକୁ ନେଇ ଏବେ ଗ୍ଲାମର ଦୁନିଆରେ ଚର୍ଚ୍ଚା। ହେଲା ଏହାର ପ୍ରଭାବ ଉଭୟ ଏକତା ଓ ଶବ୍ବୀରଙ୍କ ସମ୍ପର୍କ ଉପରେ ପଡ଼ିବ ନାହିଁ ବୋଲି ଜଣାଯାଇଛି। ଏନେଇ ଏକତାଙ୍କ ସଂସ୍ଥା ପକ୍ଷରୁ ଅଫିସିଆଲି କିଛି କୁହାଯାଇ ନ ଥିବା ବେଳେ ଶବ୍ବୀର ବି ମୁହଁ ଖୋଲିବାକୁ ନାରାଜ ।

[caption id="attachment_713820" align="aligncenter" width="650"]family sabbir with family[/caption]

ସୂଚନା ଅନୁଯାୟୀ, ଶବ୍ବୀର ଏକ ମେଗା ସିରିଏଲରେ ମୁଖ୍ୟ ଚରିତ୍ର ପାଇଥିବା ବେଳେ ଆସନ୍ତା ମାର୍ଚ୍ଚ ବେଳକୁ ଏହା ଅନଲାଇନ୍‌ ହେବ । ଏଥିନିମନ୍ତେ କଥାବାର୍ତ୍ତା ସରିଥିବା ବେଳେ ଶବ୍ବୀର ପ୍ରୋଜେକ୍ଟ ସାଇନ୍‌ କରି ନ ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story