ଅନ୍‌ଲାଇନ୍‌ ଠକେଇ: 'ଅଙ୍ଗୁରୀ ଭାବି'ଙ୍କ ଆକାଉଣ୍ଟରୁ ଗାଏବ୍‌ ହୋଇଗଲା ଟଙ୍କା

ମୁମ୍ବାଇ: ବଢ଼ି ଚାଲିଛି ସାଇବର ଠକଙ୍କ ଦୌରାତ୍ମ୍ୟ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ ବଡ ବଡ ସେଲେବ୍ରିଟି ମଧ୍ୟ ଏହି ଠକେଇର ଶିକାର ହେଉଛନ୍ତି। ଏବେ ଏହି ସାଇବର ଠକଙ୍କ ପାଲରେ ପଡିଛନ୍ତି ଟେଲି ଅଭିନେତ୍ରୀ। ‘ଭାବିଜୀ ଘର ପର ହୈ’ ଫେମ୍‌ ଶୁଭାଙ୍ଗୀ ଅତ୍ରେ ଓରଫ ଅଙ୍ଗୁରୀ ଭାବି ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ଟାଇମ୍ସ ଅଫ୍‌ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାର୍‌ରେ ସେ କହିଛନ୍ତ, ସେପ୍ଟେମ୍ବର ୮ […]

shubhangi-atre

shubhangi-atre

Madhupriya Mistry
  • Published: Saturday, 10 September 2022
  • Updated: 10 September 2022, 04:09 PM IST

Sports

Latest News

ମୁମ୍ବାଇ: ବଢ଼ି ଚାଲିଛି ସାଇବର ଠକଙ୍କ ଦୌରାତ୍ମ୍ୟ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ ବଡ ବଡ ସେଲେବ୍ରିଟି ମଧ୍ୟ ଏହି ଠକେଇର ଶିକାର ହେଉଛନ୍ତି। ଏବେ ଏହି ସାଇବର ଠକଙ୍କ ପାଲରେ ପଡିଛନ୍ତି ଟେଲି ଅଭିନେତ୍ରୀ। 'ଭାବିଜୀ ଘର ପର ହୈ' ଫେମ୍‌ ଶୁଭାଙ୍ଗୀ ଅତ୍ରେ ଓରଫ ଅଙ୍ଗୁରୀ ଭାବି ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି।

ଟାଇମ୍ସ ଅଫ୍‌ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାର୍‌ରେ ସେ କହିଛନ୍ତ, ସେପ୍ଟେମ୍ବର ୮ ତାରିଖରେ ସେ ଏକ ଜଣାଶୁଣା ଫ୍ୟାଶନ୍‌ ଆପ୍‌ରେ ନିଜ ପାଇଁ ଅନ୍‌ଲାଇନ୍‌ରେ କିଛି ଜିନିଷ ଅର୍ଡର କରିଥିଲେ। ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ରେ ସେ ଘରର ଠିକଣା ପଚାରିଥିଲେ। ଏଥିସହ ତିନି ବର୍ଷ ହେଲା ଏହି ଅନ୍‌ଲାଇନ୍‌ ଆପ୍‌ରେ ସପିଂ କରୁଥବାରୁ ତାଙ୍କର ଅଭିଜ୍ଞତା କିଭଳି ରହିଛି ବୋଲି ସେପଟୁ ବ୍ୟକ୍ତି ଜଣଙ୍କ ତାଙ୍କୁ ପଚାରିଥିଲେ। ପ୍ରଥମେ ଦୁଇ ଜଣ ଝିଅ ତାଙ୍କ ସହ କଥା ହୋଇଥିଲେ। ଏହାପରେ ଦୁଇ ଜଣ ପୁଅ ଫୋନ୍‌ କଲ୍‌ ସହ ଯୋଡି ହୋଇଥିଲେ।

କଥାବାର୍ତ୍ତା ହେବା ପରେ ଶୁଭାଙ୍ଗିଙ୍କୁ ଏକ ପ୍ରଡକ୍ଟ ଫ୍ରିରେ ଦେବା ପାଇଁ କହିଥିଲେ। ଠିକ୍‌ ଲାଗିବା ପରେ ଶୁଭାଙ୍ଗି ଏଥିପାଇଁ ହଁ କରିଥିଲେ। ଏହାପରେ କିଛି ପ୍ରଡକ୍ଟ ଚୟନ କରିବା ପାଇଁ ଅପ୍‌ସନ୍‌ ଦିଆ ଯାଇଥିଲା। ପ୍ରଡକ୍ଟ ବାଛିବା ପରେ ତା'ର କେବଳ ଜିଏସ୍‌ଟି ଭରିବା ପାଇଁ ତାଙ୍କୁ କୁହାଯାଇଥିଲା। ସେ ଜିଏସ୍‌ଟି ବାବଦକୁ ଟଙ୍କା ଭରିଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ମୋଟା ଆକାରର ଟଙ୍କା ଗାଏବ୍‌ ହୋଇଯାଇଥିଲା। ବାରମ୍ବାର ତାଙ୍କ ଆକାଉଣ୍ଟରୁ ଟ୍ରାଞ୍ଜେକସନ୍‌ ହୋଇଥିବା ଅଭିନେତ୍ରୀ ଅଭିଯୋଗ କରିଛନ୍ତି।

ଶୁଭାଙ୍ଗି ଏନେଇ ସେପ୍ଟେମ୍ବର ୯ ତାରିଖରେ ମୁମ୍ବାଇ ସାଇବର୍‌ ପୁଲିସରେ ଏକ ଏତଲା ଦେଇଛନ୍ତି। ଏଥିସହ ତାଙ୍କ ଭଳି ଯେପରି ଆଉ କେହି ଏହି ସାଇବର ଠକେଇର ଶିକାର ନହୁଅନ୍ତୁ ସେଥିପାଇଁ ସେ ନିଜ ଫ୍ୟାନ୍‌ମାନଙ୍କୁ ସଚେତନ ମଧ୍ୟ କରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story