ଟେଲି ଅଭିନେତ୍ରୀ ଶ୍ରେନୁଙ୍କୁ କରୋନା

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଶ୍ରେନୁ ପାରିଖ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରେନୁ ତାଙ୍କ ଫ୍ୟାନ୍ସଙ୍କୁ ସୋଶାଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ସେ ଲେଖିଛନ୍ତି, ‘ସମସ୍ତଙ୍କଠାରୁ କିଛି ସମୟ ପାଇଁ ଦୂର ହୋଇଯାଇଛି। କରୋନାରେ ମୋତେ ମଧ୍ୟ ଛାଡ଼ିଲା ନାହିଁ। କିଛି ଦିନ ହେବ ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ଏବେ ହସ୍ପିଟାଲରେ ଚିକିତ୍ସା ଚାଲିଛି। ମୋର ଓ ମୋ ପରିବାର ଲୋକଙ୍କ […]

shrenu

shrenu

Puspanjali Panda
  • Published: Thursday, 16 July 2020
  • Updated: 16 July 2020, 05:29 PM IST

Sports

Latest News

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଶ୍ରେନୁ ପାରିଖ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରେନୁ ତାଙ୍କ ଫ୍ୟାନ୍ସଙ୍କୁ ସୋଶାଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି।

ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ସେ ଲେଖିଛନ୍ତି, 'ସମସ୍ତଙ୍କଠାରୁ କିଛି ସମୟ ପାଇଁ ଦୂର ହୋଇଯାଇଛି। କରୋନାରେ ମୋତେ ମଧ୍ୟ ଛାଡ଼ିଲା ନାହିଁ। କିଛି ଦିନ ହେବ ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ଏବେ ହସ୍ପିଟାଲରେ ଚିକିତ୍ସା ଚାଲିଛି। ମୋର ଓ ମୋ ପରିବାର ଲୋକଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ସମସ୍ତ କରୋନା ଯୋଦ୍ଧାଙ୍କୁ ମୁଁ ସମ୍ମାନ ଜଣାଉଛି। ଯିଏ ଏପରି ସମୟରେ ରୋଗୀଙ୍କ ସହିତ ଦୟାପୂର୍ବକ ବ୍ୟବହାର କରୁଛନ୍ତି।'

https://www.instagram.com/p/CCpkpfFnrAh/?utm_source=ig_web_copy_link

ଅଭିନେତ୍ରୀ ଶ୍ରେନୁ ପାରିଖ ସିରିଏଲ 'ଇସ ପ୍ୟାର କୋ କ୍ୟା ନାମ ଦୁଁ', 'ଏକ ବାର ଫିର', 'ଏକ ଭ୍ରମ ସର୍ବଗୁର୍ଣ୍ଣ ସମ୍ପର୍ଣ୍ଣ' ଓ 'ଇସ୍କବାଜ' ସିରିଏଲରେ ଅଭିନୟ କରି ଟେଲିଭିଜନରେ ଲୋକପ୍ରିୟ ହୋଇଛନ୍ତି।

https://www.instagram.com/p/CCIl1-7nWvY/?utm_source=ig_web_copy_link

ସୂଚନାଯୋଗ୍ୟ, କେବଳ ଶ୍ରେନୁଙ୍କୁ ନୁହେଁ ଏକତା କପୁରଙ୍କ ଟିଭି ଶୋ' କସୌଟି ଜିନ୍ଦଗୀ'ର ଅଭିନେତା ପାର୍ଥ ସମଥାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story