Advertisment

ଟେଲି ଅଭିନେତ୍ରୀ ଶ୍ରେନୁଙ୍କୁ କରୋନା

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଶ୍ରେନୁ ପାରିଖ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରେନୁ ତାଙ୍କ ଫ୍ୟାନ୍ସଙ୍କୁ ସୋଶାଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ସେ ଲେଖିଛନ୍ତି, ‘ସମସ୍ତଙ୍କଠାରୁ କିଛି ସମୟ ପାଇଁ ଦୂର ହୋଇଯାଇଛି। କରୋନାରେ ମୋତେ ମଧ୍ୟ ଛାଡ଼ିଲା ନାହିଁ। କିଛି ଦିନ ହେବ ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ଏବେ ହସ୍ପିଟାଲରେ ଚିକିତ୍ସା ଚାଲିଛି। ମୋର ଓ ମୋ ପରିବାର ଲୋକଙ୍କ […]

ଅଦ୍ୟତନ ହୋଇଛି
ଟେଲି ଅଭିନେତ୍ରୀ ଶ୍ରେନୁଙ୍କୁ କରୋନା

shrenu

Advertisment

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଶ୍ରେନୁ ପାରିଖ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରେନୁ ତାଙ୍କ ଫ୍ୟାନ୍ସଙ୍କୁ ସୋଶାଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି।

Advertisment

ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ସେ ଲେଖିଛନ୍ତି, 'ସମସ୍ତଙ୍କଠାରୁ କିଛି ସମୟ ପାଇଁ ଦୂର ହୋଇଯାଇଛି। କରୋନାରେ ମୋତେ ମଧ୍ୟ ଛାଡ଼ିଲା ନାହିଁ। କିଛି ଦିନ ହେବ ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ଏବେ ହସ୍ପିଟାଲରେ ଚିକିତ୍ସା ଚାଲିଛି। ମୋର ଓ ମୋ ପରିବାର ଲୋକଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ସମସ୍ତ କରୋନା ଯୋଦ୍ଧାଙ୍କୁ ମୁଁ ସମ୍ମାନ ଜଣାଉଛି। ଯିଏ ଏପରି ସମୟରେ ରୋଗୀଙ୍କ ସହିତ ଦୟାପୂର୍ବକ ବ୍ୟବହାର କରୁଛନ୍ତି।'

https://www.instagram.com/p/CCpkpfFnrAh/?utm_source=ig_web_copy_link

ଅଭିନେତ୍ରୀ ଶ୍ରେନୁ ପାରିଖ ସିରିଏଲ 'ଇସ ପ୍ୟାର କୋ କ୍ୟା ନାମ ଦୁଁ', 'ଏକ ବାର ଫିର', 'ଏକ ଭ୍ରମ ସର୍ବଗୁର୍ଣ୍ଣ ସମ୍ପର୍ଣ୍ଣ' ଓ 'ଇସ୍କବାଜ' ସିରିଏଲରେ ଅଭିନୟ କରି ଟେଲିଭିଜନରେ ଲୋକପ୍ରିୟ ହୋଇଛନ୍ତି।

Advertisment

https://www.instagram.com/p/CCIl1-7nWvY/?utm_source=ig_web_copy_link

ସୂଚନାଯୋଗ୍ୟ, କେବଳ ଶ୍ରେନୁଙ୍କୁ ନୁହେଁ ଏକତା କପୁରଙ୍କ ଟିଭି ଶୋ' କସୌଟି ଜିନ୍ଦଗୀ'ର ଅଭିନେତା ପାର୍ଥ ସମଥାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

COVID-19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe