ବିିବାହ ପୂର୍ବରୁ ତୁନିଶାଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ସିଜାନ୍‌?

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ମାମଲାରେ ପୁଲିସ ତୁନିଶାଙ୍କ କୋ-ଷ୍ଟାର୍ ସିଜାନ୍ ଖାନଙ୍କୁ ଗିରଫ କରି ଚାରି ଦିନିଆ ରିମାଣ୍ଡରେ ନେଇଛି। ତୁନିଶା ଓ ସିଜାନଙ୍କ ସମ୍ପର୍କ କିଭଳି ଥିଲା, ତାକୁ ନେଇ ମଧ୍ୟ ଖୁଲାସା କରୁଛି ପୁଲିସ। ପ୍ରକୃତରେ ସିଜାନ୍ ଓ ତୁନିଶା ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ କିଛି ଦିନ ତଳେ ଉଭୟଙ୍କ ବ୍ରେକ୍‌ଅପ୍ ହୋଇଥିଲା। ତେବେ ବ୍ରେକ୍‌ଅପ୍‌ର […]

Tunisha Sharma

Tunisha Sharma

Madhupriya Mistry
  • Published: Monday, 26 December 2022
  • Updated: 26 December 2022, 01:22 PM IST

Sports

Latest News

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ମାମଲାରେ ପୁଲିସ ତୁନିଶାଙ୍କ କୋ-ଷ୍ଟାର୍ ସିଜାନ୍ ଖାନଙ୍କୁ ଗିରଫ କରି ଚାରି ଦିନିଆ ରିମାଣ୍ଡରେ ନେଇଛି। ତୁନିଶା ଓ ସିଜାନଙ୍କ ସମ୍ପର୍କ କିଭଳି ଥିଲା, ତାକୁ ନେଇ ମଧ୍ୟ ଖୁଲାସା କରୁଛି ପୁଲିସ।

ପ୍ରକୃତରେ ସିଜାନ୍ ଓ ତୁନିଶା ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ କିଛି ଦିନ ତଳେ ଉଭୟଙ୍କ ବ୍ରେକ୍‌ଅପ୍ ହୋଇଥିଲା। ତେବେ ବ୍ରେକ୍‌ଅପ୍‌ର କାରଣ ଭିନ୍ନ ଧର୍ମ ଓ ବୟସ ଅନ୍ତର ଯୋଗୁଁ ହୋଇଥିବା ସିଜାନ୍ ପୁଲିସକୁ କହିଛନ୍ତି। ଏଥିସହ ଏହା ପୂର୍ବରୁ ମଧ୍ୟ ତୁନିଶା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିସାରିଥିବା ଅଭିନେତା ସିଜାନ୍ କହିଛନ୍ତି।

तुनिशा शर्मा-शीजान खान

ପୁଲିସ ସୂଚନା ମୁତାବକ, ପଚରାଉଚରା ବେଳେ ସିଜାନ୍ ପୁଲିସକୁ କହିଛନ୍ତି, ମୃତ୍ୟୁର କିଛି ଦିନ ପୂର୍ବରୁ ତୁନିଶା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳେ ସିଜାନ ଅଭିନେତ୍ରୀଙ୍କୁ ବଞ୍ଚାଇ ଦେଇଥିଲେ। ସିଜାନ ଏ ବିଷୟରେ ତୁନିଶାଙ୍କ ମା’ଙ୍କୁ ଜଣାଇଥିଲେ ଏବଂ ତାଙ୍କୁ ତୁନିଶାଙ୍କ ଯତ୍ନ ନେବାକୁ କହିଥିଲେ।

ପୁଲିସ ସିଜାନ ଖାନ ଦେଇଥିବା ଏହି ବୟାନର ଯାଞ୍ଚ କରୁଛି। ଏଥିସହ ଉଭୟଙ୍କ ବ୍ରେକ୍‌ଅପ୍ ପଛର ପ୍ରକୃତ କାରଣ କ’ଣ ଥିଲା ସେ ନେଇ ମଧ୍ୟ ତଦନ୍ତ ଜାରି ରଖିଛି ପୁଲିସ। ଅନ୍ୟପକ୍ଷରେ ପଚରାଉଚରା ବେଳେ ତୁନିଶାଙ୍କ ସହ ସମ୍ପର୍କ ଥିବା ନେଇ ସ୍ୱୀକାର କରିଛନ୍ତି ସିଜାନ୍।

ଧର୍ମ ଏବଂ ବୟସକୁ ଦର୍ଶାଇ ସମ୍ପର୍କରୁ ଓହରିଯିବା ବିଷୟରେ ମଧ୍ୟ କୁହାଯାଇଛି। ବର୍ତ୍ତମାନ ପୁଲିସ ଜାଣିବାକୁ ଚାହୁଁଛି ଯେ ସିଜାନ ଚାହୁଁଥିଲେ କି ତୁନିଶା ତାଙ୍କ ଧର୍ମ ପରିବର୍ତ୍ତନ କରନ୍ତୁ ଏବଂ ତା’ପରେ ସେ ତାଙ୍କୁ ବିବାହ କରିବେ।

ତୁନିଶାଙ୍କୁ ୨୦ ବର୍ଷ ହୋଇଥିବା ବେଳେ ସିଜାନଙ୍କ ବୟସ ୨୮ ବର୍ଷ ଥିବା କୁହାଯାଉଛି। ସିଜାନ୍ ଏକା ସହ ଅନେକ ଝିଅଙ୍କ ସହ ସମ୍ପର୍କ ରଖିବା ଓ ସେମାନଙ୍କୁ ପ୍ରତାରଣା ଦେଇଥିବା ନେଇ ତୁନିଶାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତୁନିଶାଙ୍କ ମା’ଙ୍କ କହିବା ଅନୁସାରେ, ଉଭୟ ୬ ମାସ ପୂର୍ବେ ହିଁ ପରସ୍ପର ସହ ରିଲେସନ୍‌ରେ ଥିଲେ। ୧୫ ଦିନ ପୂର୍ବେ ଅଭିନେତାଙ୍କ ବ୍ରେକ୍‌ଅପ୍ ହୋଇଥିଲା। ଏଥିପାଇଁ ଡିପ୍ରେସନ୍‌ରେ ଥିଲେ ତୁନିଶା। ଏହାକୁ ନେଇ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story