Advertisment

ସୀମା ଟପିଲେ ଉର୍ଫି, କ୍ୟାମେରା ଆଗରେ ହେଲେ ଟପ୍‌ଲେସ୍‌

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଟେଲି ଅଭିନେତ୍ରୀ ଉର୍ଫି ଜାବେଦ। ସର୍ବଦା ନିଜ ଡେସିଂ ସେନ୍ସକୁ ନେଇ ଚର୍ଚ୍ଚାରେ ରହୁଥିବା ଉର୍ଫି ଏବେ ସବୁ ସୀମା ଟପି ଯାଇଛନ୍ତି। କ୍ୟାମେରା ସାମ୍ନାରେ ଟପ୍‌ ଲେସ୍‌ ହୋଇ ଶେଆର କରିଛନ୍ତି ଫଟୋ। ଉର୍ଫିଙ୍କ ଏହି ନଗ୍ନ ଫଟୋ ଏବେ ସୋଶାଲ ମିଡିଆରେ ନିଆଁ ଲଗାଇ ଦେଇଛି। ରଣବୀର ସିଂହଙ୍କୁ ମଧ୍ୟ ପଛରେ ପକାଇଲେ ଉର୍ଫି। ରଣବୀରଙ୍କ ଠାରୁ ଆଉ ପାଦେ ଆଗକୁ ଯାଇ ନିଜ ବୋଲ୍ଡ ଓ ଟପ୍‌ ଲସ୍‌ […]

ଅଦ୍ୟତନ ହୋଇଛି
ସୀମା ଟପିଲେ ଉର୍ଫି, କ୍ୟାମେରା ଆଗରେ ହେଲେ ଟପ୍‌ଲେସ୍‌

Urfi Javed

Advertisment

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଟେଲି ଅଭିନେତ୍ରୀ ଉର୍ଫି ଜାବେଦ। ସର୍ବଦା ନିଜ ଡେସିଂ ସେନ୍ସକୁ ନେଇ ଚର୍ଚ୍ଚାରେ ରହୁଥିବା ଉର୍ଫି ଏବେ ସବୁ ସୀମା ଟପି ଯାଇଛନ୍ତି। କ୍ୟାମେରା ସାମ୍ନାରେ ଟପ୍‌ ଲେସ୍‌ ହୋଇ ଶେଆର କରିଛନ୍ତି ଫଟୋ। ଉର୍ଫିଙ୍କ ଏହି ନଗ୍ନ ଫଟୋ ଏବେ ସୋଶାଲ ମିଡିଆରେ ନିଆଁ ଲଗାଇ ଦେଇଛି।

Advertisment

ରଣବୀର ସିଂହଙ୍କୁ ମଧ୍ୟ ପଛରେ ପକାଇଲେ ଉର୍ଫି। ରଣବୀରଙ୍କ ଠାରୁ ଆଉ ପାଦେ ଆଗକୁ ଯାଇ ନିଜ ବୋଲ୍ଡ ଓ ଟପ୍‌ ଲସ୍‌ ଫଟୋରେ ଲୋକଙ୍କୁ କରିଛନ୍ତି ଘାଇଲା। କ୍ୟାମେରା ଆଗରେ ଟପ୍‌ଲେସ୍‌ ହୋଇ ଉଠାଇଲେ ଫଟୋ। ଉର୍ଫି କେବଳ ଜିନ୍ସ ପିନ୍ଧିଛନ୍ତି ଓ ଲମ୍ବା କେଶରେ ନିଜର ଶରୀରକୁ ଘୋଡାଇ ଦେଇଛନ୍ତି।

Urfi Javed Goes Nude Again, Covers Exposed Breast With Hands in Viral Video. Fans React to Boldness - Watch

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉର୍ଫି ଜାବେଦ୍ ନାକରେ ନୋଜ୍‌ ପିନ୍‌ ପିନ୍ଧି ସେମି-ନଗ୍ନ ଲୁକ୍ରେ ଫଟୋ ସୁଟ୍ କରିଛନ୍ତି । ଉର୍ଫି ସିଲଭର ରଙ୍ଗର ନାକରେ ଏକ ବଡ଼ ଆକାରର ନୋଥ ପିନ୍ଧିଛନ୍ତି। ଏହି ସୁପର ସିଜଲିଂ ଲୁକ୍‌ରେ ଉର୍ଫି ତିନୋଟି ଭିନ୍ନ ଢ଼ଙ୍ଗରେ ଫଟୋ ଉଠାଇ ଶେଆର କରିଛନ୍ତି। ପ୍ରତିଟି ଫଟୋରେ ଉର୍ଫିଙ୍କ ପୋଜ୍‌ କିଲର୍‌ ରହିଛି। ସେ ନିଜର ଏହି ଲୁକ୍‌କୁ ନେଇ ଏବେ ଇଣ୍ଟରନେଟ୍ ସେନ୍‌ସେସନ୍‌ ପାଲଟି ଯାଇଛନ୍ତି।

Advertisment

ଉର୍ଫିଙ୍କ ଏହି ନୂଆ ଲୁକ୍‌ ସହ ତାଙ୍କ ମେକ୍‌ଅପ୍‌ ମଧ୍ୟ ବେଶ୍‌ ଖାସ୍‌ ଥିଲା। ନ୍ୟୁଡ୍‌ ଲିପଷ୍ଟିକ୍‌ ସାଙ୍ଗକୁ ଆଖିରେ ମସ୍କାରା ଓ ଆଇଲାଇନର୍‌ ଲଗାଇ ନିଜ ଲୁକ୍‌କୁ ସେ ପୂରା କରିନ୍ତି। ଉର୍ଫିଙ୍କ ଏହି ଟପ୍‌ଲେସ୍‌ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋଶାଲ ମିଡିଆ ୟୁଜର୍ସମାନେ ତାଙ୍କ ଫଟୋରେ କମେଣ୍ଟ ମଧ୍ୟ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, କେବଳ ଉର୍ଫି ହିଁ ଏହା କରିପାରନ୍ତି। ସେହିପରି ଆଉ କିଛି ୟୁଜର୍ସ ଉର୍ଫିଙ୍କୁ ତାଙ୍କର ଏହି ଟପ୍‌ଲେସ ଫଟୋ ପାଇଁ ଟ୍ରୋଲ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe