କାଲି ରାତିରେ ସିଦ୍ଧାର୍ଥଙ୍କ ସହିତ କ'ଣ ଘଟିଥିଲା?

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଆଜି ହୃଦ୍‌ଘାତରେ ପରଲୋକ ହୋଇଛି। ତାଙ୍କୁ ମାତ୍ର ୪୦ ବର୍ଷ ହୋଇଥିଲା। ପୂର୍ବରୁ ତାଙ୍କର କିଛି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିଲା। ତେଣୁ ହଠାତ୍ ତାଙ୍କ ମୃତ୍ୟୁ ଖବର ପାଇବା ପରେ କେହି ବିଶ୍ୱାସ କରିପାରି ନଥିଲେ। ସିଦ୍ଧାର୍ଥଙ୍କୁ ଆଜି ସକାଳେ ମୁମ୍ବାଇର କୁପର ହସ୍ପିଟାଲ୍‌କୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ଆଡ୍‌ମିଟ୍ କରିବା ପୂର୍ବରୁ ତାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାକୁ ଆସିବା ପୂର୍ବରୁ ତାଙ୍କ ମୃତ୍ୟୁ ଘଟି […]

Sidhartha

Sidhartha

Jitendra Garnayak
  • Published: Thursday, 02 September 2021
  • Updated: 02 September 2021, 05:06 PM IST

Sports

Latest News

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଆଜି ହୃଦ୍‌ଘାତରେ ପରଲୋକ ହୋଇଛି। ତାଙ୍କୁ ମାତ୍ର ୪୦ ବର୍ଷ ହୋଇଥିଲା। ପୂର୍ବରୁ ତାଙ୍କର କିଛି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିଲା। ତେଣୁ ହଠାତ୍ ତାଙ୍କ ମୃତ୍ୟୁ ଖବର ପାଇବା ପରେ କେହି ବିଶ୍ୱାସ କରିପାରି ନଥିଲେ।

ସିଦ୍ଧାର୍ଥଙ୍କୁ ଆଜି ସକାଳେ ମୁମ୍ବାଇର କୁପର ହସ୍ପିଟାଲ୍‌କୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ଆଡ୍‌ମିଟ୍ କରିବା ପୂର୍ବରୁ ତାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାକୁ ଆସିବା ପୂର୍ବରୁ ତାଙ୍କ ମୃତ୍ୟୁ ଘଟି ସାରିଥିଲା ବୋଲି ଡାକ୍ତରମାନେ କହିଥିଲେ। ତେବେ କାଲି ରାତିରେ ତାଙ୍କ ସହିତ କିଛି ଘଟିଥିଲା କି? କେମିତି ଥିଲା ତାଙ୍କ ଅବସ୍ଥା? ସେ କିଛି ଅଲଗା ଅନୁଭବ କରିଥିଲେ କି? ଏମିତି କିଛି ପ୍ରଶ୍ନ ଏବେ ସମସ୍ତଙ୍କ ମନାରେ ଉଙ୍କି ମାରୁଛି।

ସୂଚନା ଅନୁଯାୟୀ, ସିଦ୍ଧାର୍ଥ ଗତକାଲି ରାତିରେ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ। ତେବେ ଏହା ବାବଦରେ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଅନ୍ୟପକ୍ଷରେ ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସିଦ୍ଧାର୍ଥ ରାତି ପ୍ରାୟ ସାଢ଼େ ୩ଟା ବେଳେ ହଠାତ୍ ଉଠିପଡ଼ିଥିଲେ। ସେ ଭଲ ଅନୁଭବ କରୁ ନଥିଲେ। ସେ ତାଙ୍କ ମା'ଙ୍କୁ ଏ ସଂପର୍କରେ ଜଣାଇଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା ହେବା କଥା ବି କହିଥିଲେ। ଏହା ପରେ ତାଙ୍କ ମା' ତାଙ୍କୁ ପାଣି ପିଇବାକୁ ଦେଇଥିଲେ। ପାଣି ପିଇ ସିଦ୍ଧାର୍ଥ ଶୋଇପଡ଼ିଥିଲେ। ତେବେ ସକାଳେ ସେ ଆଉ ଉଠି ନଥିଲେ। ତାଙ୍କ ମା' ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସିଦ୍ଧାର୍ଥ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ଏହା ପରେ ସିଦ୍ଧାର୍ଥଙ୍କ ଭଉଣୀ ଓ ଭିଣୋଇ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ।

ପୁଲିସ୍ କହିଛନ୍ତି ଯେ ସିଦ୍ଧାର୍ଥଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ଚିହ୍ନ ନଥିଲା। ତାଙ୍କ ମୃତଦେହର ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦର ଭିଡିଓ ରେକର୍ଡିଂ କରାଯିବ। ସନ୍ଧ୍ୟା ୬ଟା ଭିତରେ ଏହି କାର୍ଯ୍ୟ ସଂପନ୍ନ ହୋଇଯିବ। ସିଦ୍ଧାର୍ଥଙ୍କ ପରିବାର ଲୋକେ ତାଙ୍କ ମୃତ୍ୟୁ ନେଇ ସେମିତି କିଛି ସନ୍ଦେହ ପ୍ରକାଶ କରି ନଥିବା ବେଳେ ପୁଲିସ୍ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story