ବଲିଉଡ୍‌ ପାଇଁ ଏମିତି କିଛି ସ୍ମୃତିର ସ୍ୱାକ୍ଷର ଛାଡ଼ିଛି ୨୦୧୮

ବିଟାଉନ୍‌ ପାଇଁ ଖଟା ଓ ମିଠାର ଫେଣ୍ଟାଫେଣ୍ଟି ସ୍ୱାଦ ଆଣିଥିଲା ୨୦୧୮। #me too ଭଳି କ୍ୟାମ୍ପେନ୍‌ର ଝଡ଼ରେ ପଦାକୁ ଫିଟି ଆସିଥିଲା ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଅନ୍ୟ ଏକ ଅନ୍ଧାରୀ ରାସ୍ତା ତ’ କିଛି ଲିଜେଣ୍ଡ୍‌ସ୍‌ଙ୍କ ଅକାଳ ବିୟୋଗରେ ଏକଦମ୍‌ ସ୍ତବ୍ଧ ହୋଇ ପଡ଼ିଥିଲା ମାୟାନଗରୀ ଏବଂ ଏହାର ପ୍ରଶଂସକ ମହଲ। ବର୍ଷ ଶେଷକୁ କିଛି ଚର୍ଚ୍ଚିତ ସେଲିବ୍ରେଟିଙ୍କ ବିବାହର ଧୂମ୍‌ରେ ଉତ୍ସବ ମୁଖର ହୋଇ ଉଠିଥିଲା ବଲିଉଡ୍‌, କିନ୍ତୁ ଏହା ପୂର୍ବରୁ ବିଭିନ୍ନ ବାଦ […]

or

or

Sangita Sahoo
  • Published: Sunday, 30 December 2018
  • Updated: 30 December 2018, 07:16 PM IST

Sports

Latest News

ବିଟାଉନ୍‌ ପାଇଁ ଖଟା ଓ ମିଠାର ଫେଣ୍ଟାଫେଣ୍ଟି ସ୍ୱାଦ ଆଣିଥିଲା ୨୦୧୮। #me too ଭଳି କ୍ୟାମ୍ପେନ୍‌ର ଝଡ଼ରେ ପଦାକୁ ଫିଟି ଆସିଥିଲା ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଅନ୍ୟ ଏକ ଅନ୍ଧାରୀ ରାସ୍ତା ତ’ କିଛି ଲିଜେଣ୍ଡ୍‌ସ୍‌ଙ୍କ ଅକାଳ ବିୟୋଗରେ ଏକଦମ୍‌ ସ୍ତବ୍ଧ ହୋଇ ପଡ଼ିଥିଲା ମାୟାନଗରୀ ଏବଂ ଏହାର ପ୍ରଶଂସକ ମହଲ। ବର୍ଷ ଶେଷକୁ କିଛି ଚର୍ଚ୍ଚିତ ସେଲିବ୍ରେଟିଙ୍କ ବିବାହର ଧୂମ୍‌ରେ ଉତ୍ସବ ମୁଖର ହୋଇ ଉଠିଥିଲା ବଲିଉଡ୍‌, କିନ୍ତୁ ଏହା ପୂର୍ବରୁ ବିଭିନ୍ନ ବାଦ ବିବାଦ, ନ୍ୟାୟିକ ଲଢ଼େଇ, ବିଛେଦ ଓ ବ୍ରେକ୍‌ ଅପ୍‌କୁ ନେଇ ବର୍ଷତମାମ୍‌ ବେଶ୍ ଚର୍ଚ୍ଚାରେ ଥିଲା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀ। ଜାଣିବା, ୨୦୧୮ରେ ବଲିଉଡ୍‌ର ଚିଛି ଚର୍ଚ୍ଚିତ ଓ ବିବାଦୀୟ ଘଟଣା ଓ ପ୍ରସଙ୍ଗ।

.#MeToo  ଝଡ଼:

୨୦୧୮ରେ ବଲିଉଡ୍‌ ପାଇଁ ଢେର୍‌ ସାରା ଅପଖ୍ୟାତି ଆଣିଥିଲା ଇଣ୍ଡଷ୍ଟ୍ରୀରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗ ସମ୍ବଳିତ ଅଭିଯାନ #MeToo।

me-tooଏହି କ୍ୟାମ୍ପେନ୍‌ର ଜାଲରେ ଏକପ୍ରକାର ଛନ୍ଦି ହୋଇ ପଡ଼ିଥିଲେ ବି' ଚାଉନ୍‌ର ସଂଖ୍ୟାଧିକ ବରିଷ୍ଠ ହସ୍ତୀ। ବର୍ଷୀଆନ୍‌ ଅଭିନେତା ନାନା ପାଟେକର୍‌ଙ୍କ ବିରୋଧରେ ତନୁଶ୍ରୀ ଦତ୍ତଙ୍କ ଅଭିଯୋଗ ତାତିକୁ ବଢ଼ାଇ ଦେଇଥିଲା। ସେହିପରି 'ସଂସ୍କାରୀ ବାବୁଜୀ' ରୂପେ ଜଣାଶୁଣା ବରିଷ୍ଠ ଅଭିନେତା ଆଲୋକ ନାଥ୍‌, ରଜତ କପୁର, ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ, ଶୋ' ମ୍ୟାନ୍‌ ସୁଭାଷ ଘାଇ, ଯତୀନ ଦାସ୍‌, ସାଜିଦ୍ ଖାନ୍‌, ବିକାଶ ବହଲ୍‌, କୈଳାସ ଖେର୍‌, ଫିଲ୍ମ ନିର୍ମାତା ଭୂଷଣ କୁମାର ଓ ଅଭିନେତା ପୀୟୁଷ ମିଶ୍ରାଙ୍କ ବିରୋଧରେ ବି ଯୌନ ଶୋଷଣର ଅଭିଯୋଗ ବଲିଉଡ୍‌ରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ପରଲୋକରେ ଲିଜେଣ୍ଡ୍‌ସ୍‌:

୨୦୧୮ରେ କିଛି ଲିଜେଣ୍ଡ୍‌ସ୍‌ଙ୍କ ଅକାଳ ବିୟୋଗ ବି' ଟାଉ‌ନ୍‌ ପାଇଁ ଅପୂରଣୀୟ କ୍ଷତି ଓ ନୈରାଶ୍ୟ ଆଣି ଦେଇଥିଲା।

sridevi

ଚାଲିଗଲେ ଚାନ୍ଦିନୀ- ବଲିଉଡ୍ ‘ଡିଭା’ ତଥା ‘ଚାନ୍ଦିନୀ’ ଗର୍ଲ ଶ୍ରୀଦେବୀଙ୍କ ପରଲୋକ ୨୦୧୮ରେ ଭାରତୀୟ ସିନେ ପ୍ରେମୀ ଓ ଶିଳ୍ପ ପାଇଁ ସବୁଠୁ ଦୁଃଖଦ ଖବର ଥିଲା।  ମାତ୍ର ୫୪ବର୍ଷରେ ହୃଦ୍‌ଘାତରେ ଶ୍ରୀଦେବୀଙ୍କର ମୃତ୍ୟୁ ଘଟିଥିଲା। ଦୁବାଇରେ ଏକ ବିବାହ ଭୋଜିକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ଶ୍ରୀଦେବୀଙ୍କ ମୃତ୍ୟୁ ଖବର ତାଙ୍କ ପ୍ରଶଂକଙ୍କୁ ଖୁବ୍‌ ମର୍ମାହତ କରିଥିଲା।

ଆରପାରିରେ ମା': ହିନ୍ଦୀ ସିନେ ଜଗତର ବରିଷ୍ଠ ଅଭିନେତ୍ରୀ ତଥା ରୂପେଲି ପରଦାର 'ମା' ରୂପେ ପରିଚିତ ରିମା ଲାଗୁଙ୍କ ପରଲୋକ ଇଣ୍ଡଷ୍ଟ୍ରି ପାଇଁ ଏ ବର୍ଷର ଆଉ ଏକ ଅଭାବନୀୟ ଘଟଣା ଥିଲା। ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ମୁମ୍ବାଇର କୋକିଲାବେନ୍‌ ହସ୍‌ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା। ଉଭୟ ସିନେମା ଓ ଟେଲି ଜଗତରେ ବଳିଷ୍ଠ ଅଭିନୟ ଦ୍ୱାରା ସେ ନିଜସ୍ୱ ଛାପ ଛାଡ଼ିଥିଲେ।

ପରଲୋକରେ 'ଶମ୍ମି ଅଣ୍ଟି': ଦୀର୍ଘ ଦିନର ଅସୁସ୍ଥତା ପରେ ବଲିଉଡ୍‌ର ବରିଷ୍ଠ ଅଭିନେତ୍ରୀ ଶମ୍ମିଙ୍କର ୮୯ ବର୍ଷ ବୟସରେ ମୁମ୍ବାଇରେ ମୃତ୍ୟୁ ଘଟିଥିଲା। ୧୦୦ରୁ ଅଧିକ ଫିଲ୍ମ ଏବଂ ଟିଭି ଶୋ’ରେ ଅଭିନୟ କରିଥିବା ଶମ୍ମିଙ୍କୁ ବଲିଉଡ୍‌ରେ ପ୍ରାୟ ସମସ୍ତେ ‘ଶମ୍ମି ଆଣ୍ଟି’ ବୋଲି ସମ୍ବୋଧନ କରୁଥିଲେ।

୨୦୧୮ରେ ବଲିଉଡ୍‌ ହରାଇଥିବା ଆଉ କିଛି ସେଲିବ୍ରିଟି ହେଉଛନ୍ତି ଅଭିନେତ୍ରୀ ସୁଜାତା କୁମାର, ରିତା ଭାଦୁରୀ, ଫିଲ୍ମ ନିର୍ମାତା ଅର୍ଜୁନ୍‌ ହିଙ୍ଗୋରାନୀ, ଅଭିନେତା ନରେନ୍ଦ୍ର ଝା, ଅଭିନେତ୍ରୀ ଆଭା ମୁଖର୍ଜି, ଶ୍ରୀ ବଲ୍ଲଭ ଭ୍ୟାସ୍‌ ଓ ରାଜ କିଶୋର।

ବର୍ଷର ହିଟ୍‌ ଫିଲ୍ମ

ଚଳିତ ବର୍ଷ ବଲିଉଡ୍‌ରେ ରିଲିଜ୍‌ ହୋଇଥିବା ଫିଲ୍ମ ମଧ୍ୟରୁ ବକ୍ସ ଅଫିସ୍‌ରେ ଖୁବ୍‌ ଭଲ ବ୍ୟବସାୟ କରିଥିଲେ ହାତଗଣତି କେତୋଟି ମାତ୍ର ମୁଭି।

 ବକ୍ସ ଅଫିସ୍‌ରେ ଭଲ ଓ ଅଧିକ କଲେକ୍ସନ୍‌ କରିଥିବା ଫିଲ୍ମ ଭିତରେ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ତଥା ରଣବୀର୍ କପୁର୍ ଅଭିନୀତ 'ସଞ୍ଜୁ' ସହ 'ପ୍ୟାଡ୍‌ମ୍ୟାନ୍‌', 'ସୋନୁକୁ ଟିଟୁ କି ସ୍ୱିଟୀ', 'ରାଜି', 'ରେଡ୍‌', 'ହିଟ୍‌କୀ', 'ବାଗୀ-୨', 'ପରମାଣୁ', 'ଭିରେ ଦି ୱେଡିଂ', 'ଧଡକ୍‌', 'ସ୍ତ୍ରୀ', 'ବଧାଇ ହୋ', 'ସୁଇ ଧାଗା' ଓ 'ଅନ୍ଧାଧୁନ୍‌',।

film4ଫ୍ଲପ୍‌ ଫିଲ୍ମ  

ବର୍ଷତମାମ୍‌ ଢେର୍ ଚର୍ଚ୍ଚା ସତ୍ତ୍ୱେ ବକ୍ସ ଅଫିସ୍‌ରେ ସେମିତି କିଛି ଭଲ କମାଲ୍‌ ଦେଖାଇ ପାରି ନ ଥିବା ପ୍ରମୁଖ ଫିଲ୍ମ ଗୁଡିକ ହେଉଛି, ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌, ରେସ୍‌-୩, ଲଭ୍‌ୟାତ୍ରୀ, ମୁଲ୍କ ଓ ଗୋଲ୍ଡ୍।

୧୮ର ନୂଆ ଏଣ୍ଟ୍ରି

 ୨୦୧୮ରେ ବଲିଉଡ୍‌ରେ ଡେବ୍ୟୁ କରିଥିବା ଅଭିନେତାମାନେ ହେଲେ ଇଶାନ୍‌ ଖଟ୍ଟର,  ଆୟୁଶ୍‌ ଶର୍ମା, ଦଲ୍‌କିର୍‌ ସଲ୍‌ମାନ୍‌, କରଣ ଦେଓଲ୍‌, ଉତ୍କର୍ଷ ଶର୍ମା ଓ ଅଦ୍‌ନାନ୍‌ ସାମୀ। ତେବେ ଅଭିନେତାଙ୍କ ତୁଳନାରେ ଏ ବର୍ଷ କିଛି ଷ୍ଟାର୍‌ ଡଟର୍‌ମାନଙ୍କ ପରଦା ଏଣ୍ଟ୍ରିକୁ ନେଇ ବଲିଉଡ୍‌ରେ ବେଶ୍ ଅଧିକ ଚର୍ଚ୍ଚା ହୋଇଥିଲା।

saraଏ ବର୍ଷ କ୍ୟାରିଅର୍ ଆରମ୍ଭ କରିଥିବା ଷ୍ଟାର୍‌ ଡଟର୍‌ଙ୍କ ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚିତ ଥିଲେ ସୈଫ୍‌-ଅମ୍ରିତା ତନୟା ସାରା ଅଲି ଖାନ୍ ଓ ବୋନି କପୁର୍‌-ଶ୍ରୀଦେବୀ ଲାଡ୍‌ଲି ଜାହ୍ନବୀ କପୁର୍‌। ଏମାନଙ୍କ ବ୍ୟତୀତ ଅଙ୍କିତା ଲୋଖଣ୍ଡେ, ମୌନୀ ରୟ, ୱାରିନା ହୁସୈନ୍‌, ସଞ୍ଜନା ସିଙ୍ଘି, ବିନୀତା ସାନ୍ଧୁ ଓ ମିଥିଲା ପାରକର୍‌ ମଧ୍ୟ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିଥିଲେ।

ଚର୍ଚ୍ଚିତ ଅଫାୟାର୍‌ସ୍‌ 

arjunସବୁ ବର୍ଷ ପରି କଳାକାରଙ୍କ ପ୍ରେମ ସମ୍ପର୍କକୁ ନେଇ ୨୦୧୮ରେ ମଧ୍ୟ ବଲିଉଡ୍‌ରେ ଚର୍ଚ୍ଚା ଜୋର ଧରିଥିଲା। ଆଲିଆ ଭଟ୍ଟ୍ - ରଣବୀର କପୁର, ଶ୍ରଦ୍ଧା ରପୁର - ରୋହନ ସ୍ରେଷ୍ଟା, ଅଥିଆ ସେଟ୍ଟୀ - ଡ୍ରାକ୍ସ, ଟାଇଗର୍‌ ଶ୍ରଫ୍‌ - ଦିଶା ପଟ୍ଟାନୀ, ସିଦ୍ଧାର୍ଥ ମଲ୍‌ହୋତ୍ରା - କାଏରା ଅଦ୍‌ଭାନୀ, ଅର୍ଜୁନ୍‌ କପୁର - ମଲାଇକା ଅରେରା ଏବଂ ଜହ୍ନବୀ କପୁର୍‌ - ଇଶାନ୍‌ ଖଟ୍ଟରଙ୍କ ପ୍ରେମକୁ ନେଇ ବର୍ଷ ସାରା କିଛି ନା କିଛି ଚର୍ଚ୍ଚା ଅବଶ୍ୟ ଚାଲିଥିଲା।

ବିଚ୍ଛେଦ ଓ ବ୍ରେକ୍‌ ଅପ୍‌

୨୦୧୮ରେ ବିବାହ ବିଚ୍ଛେଦ ହୋଇଥିବା ବଲିଉଡ୍‌ର ସେଲିବ୍ରିଟି ଯୋଡ଼ିଙ୍କ ମଧ୍ୟରେ ଥିଲେ ଜୁହି ପରାମର ଓ ସଚିନ୍‌ ଶ୍ରଫ୍‌, ମେହର ଜେସିୟା ଓ ଅର୍ଜୁନ୍‌ ରାମ୍‌ପାଲ୍‌।

ସେହିପରି ୨୦୧୮ରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇ ପରସ୍ପର ଠାରୁ ଦୂରେଇ ଯାଇଥିବା କଳାକାରଙ୍କ ଭିତରେ ଥିଲେ ନେହା କକ୍କର - ହିମାନ୍ସ କୋହଲୀ, ଏଲି ଅବ୍ରାହମ୍‌ ଓ ହାର୍ଦ୍ଦିକ୍‌ ପାଣ୍ଡ୍ୟା, ୟାମୀ ଗୌତମ ଓ ପୁଲ୍‌କିତ୍‌ ସମ୍ରାଟ୍‌, ସୁଶାନ୍ତ ସିଂହ ରାଜ୍‌ପୁତ୍‌ ଓ କ୍ରିତି ସେନନ୍‌।

ବାପା ମା’ ହେଲେ

୨୦୧୮ରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର କିଛି କଳାକାର ବାପା ମା’ ହୋଇଛନ୍ତି। ସୁନିଧି ଚୌହାନା, ନେହା ଧୁପିଆ, ଶାହିଦ୍ କପୁର୍‌-ମୀରା ରାଜ୍‌ପୁତ, ଶ୍ରୟଶ୍‌ ତଲ୍‌ପଡ଼େ, ରୋହିତ୍‌ ଧୱନ୍‌ ଓ  ଲିସା ରୟ ପ୍ରମୁଖଙ୍କ ନାଁ ଏହି ତାଲିକାରେ ଯୋଡ଼ି ହୋଇଥିଲା।

nehaଧନୀ ତାଲିକାରେ ବଲିଉଡ୍‌ ସେଲିବ୍ରିଟି

ଚଳିତ ବର୍ଷ ଫୋର୍ବସ୍‌ ପକ୍ଷରୁ ପ୍ରକାଶିତ ସବୁଠାରୁ ଧନୀ ଭାରତୀୟ ସେଲିବ୍ରିଟି ତାଲିକାରେ ଏକ ନମ୍ବର ସ୍ଥାନରେ 'ଦବଙ୍ଗ୍‌ ଖାନ୍‌' ସଲ୍‌ମାନ୍‌ ରହିଥିଲେ।

11

ସଲମାନ୍‌ଙ୍କ ବାର୍ଷିକ ଆୟ ଥିଲା ୨୫୩.୨୫ କୋଟି । ସେହିପରି ୧୮୫ କୋଟି ଆୟ କରି ଅକ୍ଷୟ କୁମାର, ୧୧୨.୮ କୋଟି ଆୟ କରି ଦୀପିକା ପାଦୁକୋନ୍‌, ଆମୀର ଖାନ୍‌ (୯୭.୫୦ କୋଟି), ଅମିତାଭ ବଚ୍ଚନ(୯୬.୧୭ କୋଟି), ରଣବୀର ସିଂହ(୮୪.୭ କୋଟି) ଓ ଅଜୟ ଦେବଗନ୍‌(୭୪.୫୦ କୋଟି) ପ୍ରମୁଖ ଏହି ତାଲିକାରେ ରହିଥିଲେ। ଫୋର୍ବସ୍‌ ପକ୍ଷରୁ ପ୍ରକାଶିତ ବିଶ୍ୱର ମୋଷ୍ଟ୍‌ ପାୱାର୍‌ଫୁଲ୍‌ ୧୦୦ ମହିଳା ତାଲିକାରେ  ମନୋରଞ୍ଜନ ଦୁନିଆରୁ ମାତ୍ର ଜଣେ  ପ୍ରିୟଙ୍କା ଚୋପ୍ରା ସ୍ଥାନ ପାଇଥିଲେ।

filmଫିଲ୍ମ ଫେୟାର୍‌ ଆୱାର୍ଡ

୨୦୧୮ରେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ଆୱାର୍ଡ ଜିତିଥିଲେ ଇର୍ଫାନ୍ ଖାନ୍‌। ସେହିପରି ବିଦ୍ୟା ବାଲାନ୍‌ଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର। ଫିଲ୍ମ ଫେୟାର୍‌ ପୁରସ୍କାର ପାଇଥିବା ଅନ୍ୟ ଫିଲ୍ମ ଓ ଅଭିନେତା, ଅଭିନେତ୍ରୀମାନେ ଥିଲେ; ବେଷ୍ଟ୍‌ ଫିଲ୍ମ - ହିନ୍ଦୀ ମିଡିୟମ୍‌, ବେଷ୍ଟ୍‌ ଫିଲ୍ମ(କ୍ରିଟିକ୍ସ ଆୱାର୍ଡ୍‌)- ନିଉଟନ୍‌, ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ (କ୍ରିଟିକ୍ସ)- ଜାଏରା ୱାସିମ୍‌ ଓ  ରାଜ୍‌କୁମାର ରାଓ, ଶ୍ରେଷ୍ଠ ନିର୍ଦ୍ଦେଶକ-  ଅଶ୍ୱିନୀ ଲେଅର୍‌ ତିୱାରୀ, ଶ୍ରେଷ୍ଠ କଣ୍ଠଶିଳ୍ପୀ- ଅରଜିତ୍‌ ସିଂହ ଓ  ମେଘନା ମିଶ୍ର।

biopic1ବାୟୋପିକ୍‌ ଫିଲ୍ମ

୨୦୧୮ରେ ରିଲିଜ୍‌ ହୋଇଥିବା ବାୟୋପିକ୍‌ ଫିଲ୍ମ ମଧ୍ୟରେ ଥିଲା 'ପଦ୍ମାୱତ', 'ପ୍ୟାଡ୍‌ମ୍ୟାନ୍‌', 'ପରମାଣୁ-ଦ ଷ୍ଟୋରୀ ଅଫ୍‌ ପୋଖ୍‌ରନ୍‌', ', 'ସଞ୍ଜୁ', 'ମଣିକର୍ଣ୍ଣିକା', 'ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର ଓ 'ସୁର୍‌ମା' ଆଦି।

amitavଏକାଠି ଅଭିନୟ କରିଥିଲେ ଏମାନେ: 

୨୦୧୮ରେ ସ୍କିନ୍‌ ଶେୟାର୍‌ କରିଥିଲେ ବଲିଉଡ୍‌ର କିଛି ନାମୀ ହସ୍ତୀ। ଏମାନଙ୍କ ମଧ୍ୟରେ ସର୍ବାଗ୍ରେ ଥିଲା ଅମିତାଭ୍‌ ବଚ୍ଚନ ଓ ଆମୀର ଖାନ୍‌ଙ୍କ ଯୋଡ଼ି। ଏ ଦୁହେଁ ପ୍ରଥମ ଥର ପାଇଁ ଫିଲ୍ମ 'ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌'ରେ ଏକତ୍ର ଅଭିନୟ କରିଥିଲେ ହେଁ ଏହା ବକ୍ସ ଅଫିସ୍‌ରେ ଆଶାନୁଯାୟୀ କଲେକ୍ସନ୍‌ ଦେଇ ପାରି ନଥିଲା। ସେହିପରି ଜହ୍ନବୀ କପୁର ଓ ଇଶାନ୍‌ ଖଟ୍ଟର, ସୁଶାନ୍ ସିଂହ ରାଜ୍‌ପୁତ୍‌ ଓ ସାରା ଅଲ୍ଲୀ ଖାନ୍‌, ଆୟୁଶ୍‌ ଶର୍ମା ଓ ୱାରିନା ହୁସୈନ୍‌, ମୌନୀ ରୟ ଓ ଅକ୍ଷୟ କୁମାର, ବରୁଣ ଧୱନ୍‌ ଓ ବନୀତା ସାନ୍ଧୁଙ୍କ ଯୋଡ଼ି ଏ ବର୍ଷ ପ୍ରଥମ ଥର ପାଇଁ ପରଦା ଉପରେ ଯୋଡ଼ି ଜମାଇଥିଲେ।

viralଭାଇରାଲ୍‌ 

ଚଳିତ ବର୍ଷର କିଛି ଫିଲ୍ମ ପର୍ସନାଲିଟି ଏବଂ ଷ୍ଟାର୍ କିଡ୍ସ୍‌ଙ୍କ ଫଟୋ ଓ ଭିଡିଓ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ଏମାନଙ୍କ ମଧ୍ୟରେ ପ୍ରମୁଖ ଥିଲା 'ତୈମୁର୍‌' କଣ୍ଢେଇ, ଶ୍ରୀଦେବୀଙ୍କ ଶୋକସଭାରେ ଜ୍ୟାକ୍‌ଲିନ୍‌ଙ୍କ ହସୁଥିବା ଫଟୋ, ଐଶ୍ୱର୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରଧ୍ୟାଙ୍କ ଲିପ୍‌ କିସିଂ ଫଟୋ, କୃଷ୍ଣସାର ହରୀଣ ଶିକାର ମାମଲାରେ ଫସିଥିବା ସଲମାନ୍‌ଙ୍କ ପୋଲିସ୍ ହେପାଜତରେ କୁଲ୍‌ ଅନ୍ଦାଜ୍‌ରେ ବସିଥିବା ଫଟୋ, ଆଲିଆ ଭଟ୍ଟ ଓ ତାଙ୍କ ମା’ଙ୍କ କ୍ରିସ୍‌ମାସ୍‌ ସେଲିବ୍ରେସନ୍‌ ପଟୋ, କରିସ୍ମା ତାଙ୍କ ବାପା ରଣଧିର୍‌ଙ୍କ ସହ ଶେୟାର କରିଥିବା କିଛି ଫଟୋ ଏବଂ ସୈଫ୍-କରୀନାଙ୍କ ପୁଅ ତୈମୁର୍‌ର ସ୍କୁଲ୍‌ ଯିବାବେଳର ପଟୋ। ଏହା ସହ ଶ୍ରୀଦେବୀଙ୍କ ମୃତ୍ୟୁର କିଛିଦିନ ପରେ ଝିଅ ଜାହ୍ନବୀ ତାଙ୍କ ଭଉଣୀମାନଙ୍କ ସହ ଜନ୍ମ ଦିନ ସେଲିବ୍ରେଟ୍‌ କରିବାର ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା।

ବିବାଦ, ବିତର୍କର ବଳୟରେ ଫିଲ୍ମ ଓ ବ୍ୟକ୍ତିତ୍ୱ 

film2ଚଳିତ ବର୍ଷ ସଞ୍ଜୟ ଲୀଲା ଭଂଶାଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିବାଦ ୨୦୧୮ରେ ଚରମ ସୀମାରେ ପହଞ୍ଚିଥିଲା। ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ଅଭିଯୋଗ କରି କରଣୀ ସେନା ପକ୍ଷରୁ ଆରମ୍ଭ ହୋଇଥିବା ଅନ୍ଦୋଳନ ସାରାଦେଶକୁ ବ୍ୟାପି ଥିଲା। ବହୁ ବାଦବିବାଦ ପରେ ସେନ୍ସର ବର୍ଡ ପଦ୍ମାବତୀ ଫିଲ୍ମର ନାଁ ବଦଳାଇ ରିଲିଜ୍ ପାଇଁ ଅନୁମତି ଦେଇଥିଲେ। ଆଉ ଶେଷକୁ ଫିଲ୍ମର ନାମ ବଦଳିଯାଇ ‘ପଦ୍ମାୱତ୍‌’ ରଖାଯାଇଥିଲା। ସେହି ଭଳି ବିବାଦ ତାଲିକାରେ ସାମିଲ୍‌ ହୋଇଥିଲା  ଫିଲ୍ମ ‘ଲଭ୍‌ୟାତ୍ରୀ’, ‘କେଦାରନାଥ’, ‘ଭିରେ ଦି ୱେଡିଂ’, ‘ମୋହଲ୍ଲା ଅସୀ’ ଓ ‘ଅୟାରୀ’।

ଫିଲ୍ମ ମଧ୍ୟ କିଛି ଜଣାଶୁଣା ଫିଲ୍ମ ବ୍ୟକ୍ତିତ୍ୱ ମଧ୍ୟ ୨୦୧୮ରେ ବିବାଦର ବଳୟରେ ଫସି ଯାଇଥିଲେ।

ଅଭିଯୋଗ ଜାଲରେ ଜିତେନ୍ଦ୍ର

ବଲିଉଡର ପୁରୁଖା ଅଭିନେତା ଜିତେନ୍ଦ୍ରଙ୍କ ନାଆଁରେ ତାଙ୍କର ଜଣେ କଜିନ୍ ଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ ଆଣିଥିଲେ ଯେ ପ୍ରାୟ ୪୭ ବର୍ଷ ତଳେ ଜିତେନ୍ଦ୍ର ତାଙ୍କୁ ଏକ ହୋଟେଲ କୋଠରୀରେ ଦୁଷ୍କର୍ମ କରିଥିଲେ। ତେବେ ଜିତେନ୍ଦ୍ର ଏଭଳି ଅଭିଯୋଗକୁ ଅସ୍ୱୀକାର କରିଥିଲେ।

ଭାରତ’କୁ ପ୍ରିୟଙ୍କାଙ୍କ ନା 

ବଲିଉଡ୍‌ ଦବଙ୍ଗ ଷ୍ଟାର୍‌ ସଲମାନ୍ ଖାନ୍‌ଙ୍କ ଫିଲ୍ମ ‘ଭାରତ’ରେ ପ୍ରଥମେ ନାୟିକା ଭାବେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ନିଆଯାଇଥିଲା। ହେଲେ ଫିଲ୍ମ ସୁଟିଂ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ପ୍ରିୟଙ୍କା ଚୋପ୍ରା ‘ଭାରତ’ ଛାଡ଼ିଥିଲେ। ଏହାକୁ ନେଇ ସଲମାନ୍ ଖୁବ୍‌ ରାଗି ଯାଇଥିଲେ।

ସଲମାନ୍ଙ୍କୁ ହତ୍ୟା ଧମକ

ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇ ସଲମାନ୍ ଖାନ୍‌ଙ୍କୁ ଯୋଧପୁରରେ ହତ୍ୟା କରିବାକୁ ଧମକ ଦେଇଥିଲା। ଏହି ଖବର ଏହି ବର୍ଷ କିଛି କମ୍ ହଟଚମଟ ସୃଷ୍ଟି କରି ନ ଥିଲା।

ପହଲାଜ୍ ନିହାଲନୀଙ୍କ 'ରଙ୍ଗିଲା ରାଜା'କୁ ସେନ୍‌ସର୍‌ କଇଁଚି

ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ (ସିବିଏଫସି)ର ପୂର୍ବତନ ଅଧ୍ୟକ୍ଷ ତଥା ଫିଲ୍ମ ନିର୍ମାତା ପହଲାଜ୍ ନିହାଲନୀ ତାଙ୍କ ନୂଆ ସିନେମା ‘ରଙ୍ଗିଲା ରାଜା’କୁ ନେଇ ଏହି ବର୍ଷ ବିବାଦରେ ରହିଥିଲେ। ଏହି ଫିଲ୍ମର ୨୦ଟି ସିନ୍‌ କଟ୍ ହେବା ପରେ ସେନ୍ସର୍‌ ବୋର୍ଡରେ ପାସ୍ କରିଥିଲା।

ଅୟାରି’କୁ ନେଇ ପ୍ରତିରକ୍ଷା ମନ୍ତ୍ରାଳୟର କେଁ

ସିଦ୍ଧାର୍ଥ ମଲହୋତ୍ରା ଷ୍ଟାରର୍‌ ମୁଭି ‘ଆୟାରି’ ରିଲିଜ୍ ହେବାର କିଛି ଦିନ ଆଗରୁ ବିବାଦରେ ଫସିଥିଲା। ଏହି ଫିଲ୍ମକୁ ପ୍ରତିରକ୍ଷା ମନ୍ତ୍ରାଳୟ ଦେଖିବା ପରେ ସେଥିରେ କେତେକ ପରିବର୍ତ୍ତନ ଲାଗି ନିର୍ଦ୍ଦେଶ ଦେଇଥିଲେ।

ଉଦିତା ଗୋସ୍ୱାମୀମୋହିତ ସୁରି କଲ୍ ରେକର୍ଡ ବିବାଦ

ବଲିଉଡ୍‌ ନାୟିକା ଉଦିତା ଗୋସ୍ୱାମୀ ତାଙ୍କ ସ୍ୱାମୀ ତଥା ନିର୍ଦ୍ଦେଶକ ମୋହିତ ସୁରିଙ୍କ କଲ ରେକର୍ଡ ଯାଞ୍ଚ କରିବାକୁ ନେଇ ବିବାଦରେ ଫସିଥିଲେ।

ସୋନାଙ୍କ ନଖରାମି

ବଲିଉଡ୍‌ର ଓଡ଼ିଆ କଣ୍ଠଶିଳ୍ପୀ ସୋନା ମହାପାତ୍ର ଏ ବର୍ଷ ବିବାଦ ଘେରକୁ ଆସିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’କୁ ସେ କଦର୍ଥ କରି ଗାଇବାକୁ ନେଇ ଓଡ଼ିଶାରେ ଝଡ଼ ସୃଷ୍ଟି ହୋଇଥିଲା। ଏ ନେଇ ସୋନାଙ୍କୁ ବିଭିନ୍ନ ମହଲରୁ ତୀବ୍ର ବିରୋଧ କରାଯାଇଥିଲା।

ଚର୍ଚ୍ଚିତ ବିବାହ:

ବର୍ଷ ସାରା ଯାବତୀୟ ନିନ୍ଦା, ଅପବାଦ ଓ ବିବାଦ ସତ୍ତ୍ୱେ ୨୦୧୮ରେ ବି' ଟାଉ‌ନ୍‌କୁ ଉତ୍ସବ ମୁଖର କରିଥିଲା କିଛି ଚର୍ଚ୍ଚିତ ସେଲିବ୍ରେଟିଙ୍କ ବିବାହର ସାହାନାଇ।

newବିରାଟ୍‌ - ଅନୁଷ୍କା: ଏବର୍ଷ ଦେଶର ସବୁଠୁ ଚର୍ଚ୍ଚିତ ବାହାଘରରୁ ଅନ୍ୟତମ ଥିଲା କ୍ରିକେଟର୍‌ ତଥା ଟିମ୍‌ ଇଣ୍ଡିଆ କ୍ୟାପ୍‌ଟେନ୍‌ ବିରାଟ କୋହଲିଙ୍କ ସହ ବଲିଉଡ୍‌ ବିୟୁଟି ଅନୁଷ୍କା ଶର୍ମାଙ୍କ ଶୁଭ ପରିଣୟ। ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଉଭୟେ ଇଟାଲୀରେ ପରସ୍ପରଙ୍କୁ ବିବାହ କରିଥିଲେ। ଏହି ଚର୍ଚ୍ଚିତ ବିବାହର ଫଟୋ ଓ ଭିଡିଓ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା।

ପ୍ରିନ୍ସ ନରୁଲା-ୟୁବିକା- ଚଳିତ ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ‘ବିଗ୍‌ ବସ୍‌’  ତଥା ଟିଭି ଜଗତର ରୋମାଣ୍ଟିକ୍‌ ଯୋଡ଼ି ପ୍ରିନ୍ସ ନରୁଲା ଓ ୟୁବିକା ଚୌଧୁରୀ।

ନେହା ଧୁପିଆ- ଅଙ୍ଗଦ: ଅଭିନେତ୍ରୀ ନେହା ଧୁପିଆ ଓ ଅଙ୍ଗଦ ବେଦୀଙ୍କ ବିବାହକୁ ନେଇ ଏ ବର୍ଷ ସୋଶାଲ୍ ମିଡିଓରେ ଖୁବ୍ ଚର୍ଚ୍ଚା ହୋଇଥିଲା। ବିଶେଷ କରି ବିବାହ ପୂର୍ବରୁ ନେହାଙ୍କ ଗର୍ଭଧାରଣ ଏହି ଚର୍ଚ୍ଚାକୁ ସରଗରମ କରିଥିଲା।

ସୋନମ୍‌  କପୁର- ବଲିଉଡ୍‌ ଡିଭା ତଥା ଫ୍ୟାସନ୍‌ ଆଇକନ୍‌ ଅଭିନେତ୍ରୀ ସୋନମ୍‌ କପୁର ନିଜ ବୟଫ୍ରେଣ୍ଡ୍‌, ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ଚଳିତ ବର୍ଷ ମୁମ୍ବାଇରେ ବିବାହ କରିଛନ୍ତି। ଅଭିତେନା ଅନୀଲ୍‌ କପୁର୍‌ଙ୍କ ଏହି କନ୍ୟାଙ୍କ ବିବାହ ୨୦୧୮ର ଚର୍ଚ୍ଚିତ ବାହାଘର ମଧ୍ୟରୁ ଅନ୍ୟତମ ଥିଲା।

ଦୀପିକା ପାଦୁକୋନ୍‌-  ବି' ଟାଉନ୍‌ର ଚର୍ଚ୍ଚିତ ପ୍ରେମୀ ଯୁଗଳ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ସହ ଅଭିନେତା ରଣବୀର୍‌ଙ୍କ ବାହାଘର ଏ ବର୍ଷର ଅନ୍ୟତମ ଚର୍ଚ୍ଚିତ ବାହାଘର ଥିଲା। ଦୀର୍ଘଦିନର ପ୍ରେମ ପରେ ଉଭୟେ ଇଟାଲୀର ‘ଲେକ୍ କୋମୋ’ରେ ବିବାହ କରିଥିଲେ। ରିଲ୍‌ ଲାଇଫ୍‌ରୁ ରିଅଲ ଲାଇଫ୍‌ ପାର୍ଟନର ହୋଇଥିବା ଦୀପିକା ଓ ରଣବୀର୍‌ ‘ପଦ୍ମାବତ୍’, ‘Goliyon Ki Raasleela Ram-Leela’, ‘ବାଜିରାଓ ମସ୍ତାନୀ’ ଆଦି ଫିଲ୍ମରେ ଏକାଠି କାମ କରିଥିଲେ।

ପ୍ରିୟଙ୍କା- ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କାଙ୍କ ବିବାହ ଥିଲା ଏ ବର୍ଷର  ଅନ୍ୟତମ ସ୍ୱତନ୍ତ୍ର ବାହାଘର। ପ୍ରିୟଙ୍କା ନିଜ ବିଦେଶୀ ବୟଫ୍ରେଣ୍ଡ ନିକ୍‌ ଜୋନସ୍‌ଙ୍କୁ ରାଜସ୍ଥାନ ଯୋଧପୁରର ଉମେଦ୍ ଭବନ ପ୍ୟାଲେସରେ ବିବାହ  କରିଥିଲେ। ଏହି ବିବାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗଦାନ ଥିଲା ଅନ୍ୟତମ ଆକର୍ଷଣ।

କପିଲ୍‌ ଶର୍ମା- ଟେଲି ଦୁନିଆର କମେଡ଼ି କିଙ୍ଗ୍ କପିଲ୍ ଶର୍ମା ତାଙ୍କର ପ୍ରଥମ ପ୍ରେମ ଗିନ୍ନି ଚତ୍‌ରଥ୍‌ଙ୍କ ସହ ଏଇ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ‘ଦୀପ୍‌ବୀର୍’ ଓ ‘ନିକ୍‌ୟଙ୍କା’ ଭଳି କପିଲ୍‌ ମଧ୍ୟ ଦୁଇଟି ଧର୍ମର ରୀତିନୀତି ଅନୁସାରେ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ପରିବାର ଲୋକଙ୍କ ନିଷ୍ପତ୍ତି ଅନୁଯାୟୀ କେବଳ ହିନ୍ଦୁ ରିତୀନୀତିରେ କପିଲ୍‌ ବିବାହ କରିଥିଲେ ।

ଈଶା ଅମ୍ବାନୀ- ମୁକେଶ ଓ ନୀତା ଅମ୍ୱାନୀଙ୍କ ଝିଅ ଈଶାଙ୍କ ବିବାହ ୨୦୧୮ରେ ଥିଲା ଦେଶର ସବୁଠାରୁ ବଡ଼ ବାହାଘର। ଦେଶର ସବୁଠାରୁ ବଡ଼ ଧନୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା, ପିରାମଲ୍‌ ଗ୍ରୁପ୍‌ ଚେୟାର୍‌ମ୍ୟାନ୍‌ ଅଜୟ ପିରାମଲ୍‌ଙ୍କ ପୁଅ ଆନନ୍ଦଙ୍କ ହାତ ଧରିଛନ୍ତି। ଏହି ବଡ଼ ଘରର ବାହାଘରରେ ସଙ୍ଗୀତଠାରୁ ଆରମ୍ଭ କରି ରିସେପସନ୍ ପର୍ଯ୍ୟନ୍ତ ସବୁଠି ବଲିଉଡ୍‌ ସେଲିବ୍ରିଟିଙ୍କୁ ଭିଡ଼ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story