Advertisment

‘ମୋ ଜୀବନରେ ଝଡ଼ ଆସିଛି’

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ବୟାନ ଏବେ ସବୁଠି ଅଲୋଚନାର ବିଷୟ ହୋଇଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବସନ୍ତ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଆହୁରି କହିଛନ୍ତି, ଜୀବନ ଅନିଶ୍ଚିତ।

author-image
Manoj Swain

‘ମୋ ଜୀବନରେ ଝଡ଼ ଆସିଛି। ମୁଁ ପୀଡ଼ିତା।’ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ବୟାନ ଏବେ ସବୁଠି ଅଲୋଚନାର ବିଷୟ ହୋଇଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବସନ୍ତ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଆହୁରି କହିଛନ୍ତି, ଜୀବନ ଅନିଶ୍ଚିତ। କେତେବେଳେ କ’ଣ ଘଟିବ କେହି ଜାଣି ନଥାନ୍ତି। ମୁଁ ଲାଜୁଆ, ଡରୁଆ ପ୍ରକୃତିର ଝିଅ। ମୋ ଜୀବନରେ ଝଡ ଆସିଲା। ଯାହା ଆଶା କରିନଥିଲି ସେୟା ହେଲା। 

Advertisment
Actress Varsha Priyadarshini Ollywood