ପ୍ରିୟଙ୍କା ଓ ତାଙ୍କ ଭାବି ସ୍ୱାମୀଙ୍କ ରୋଜଗାର କେତେ ? ନିର୍ବନ୍ଧ ପରେ ଚର୍ଚ୍ଚା ହେଉଛି ଏମିତି କଥା

ମୁମ୍ବାଇ: ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ଙ୍କ ମଧ୍ୟରେ ନିର୍ବନ୍ଧ ପରେ ଏବେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା। ଖୁବ୍‌ଶୀଘ୍ର ଉଭୟେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଉଭୟେ ପ୍ରିୟଙ୍କା ଏବଂ ନିକ୍‌ ନିଜ ନିଜ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣାଶୁଣା। ନିକ୍‌ ହେଉଛନ୍ତି ଆମେରିକାର ଗାୟକ। ଯଦି ଉଭୟଙ୍କ କ୍ୟାରିୟର ଓ ଆୟକୁ ନେଇ ଚର୍ଚ୍ଚା ହୁଏ ତେବେ ନିକ୍‌ ବହୁ ଆଗରେ ଅଛନ୍ତି। ଅବଶ୍ୟ ନିକ୍‌ଙ୍କ ତୁଳନାରେ ପ୍ରିୟଙ୍କା ମଧ୍ୟ […]

nick

nick

Tapas Behera
  • Published: Monday, 20 August 2018
  • Updated: 20 August 2018, 03:00 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ଙ୍କ ମଧ୍ୟରେ ନିର୍ବନ୍ଧ ପରେ ଏବେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା। ଖୁବ୍‌ଶୀଘ୍ର ଉଭୟେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଉଭୟେ ପ୍ରିୟଙ୍କା ଏବଂ ନିକ୍‌ ନିଜ ନିଜ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣାଶୁଣା। ନିକ୍‌ ହେଉଛନ୍ତି ଆମେରିକାର ଗାୟକ। ଯଦି ଉଭୟଙ୍କ କ୍ୟାରିୟର ଓ ଆୟକୁ ନେଇ ଚର୍ଚ୍ଚା ହୁଏ ତେବେ ନିକ୍‌ ବହୁ ଆଗରେ ଅଛନ୍ତି। ଅବଶ୍ୟ ନିକ୍‌ଙ୍କ ତୁଳନାରେ ପ୍ରିୟଙ୍କା ମଧ୍ୟ କିଛି କମ୍‌ ନୁହନ୍ତି। କିନ୍ତୁ ଯେହେତୁ ନିକ୍‌ ହଲିଉଡ୍‌ ଷ୍ଟାର ତାଙ୍କର ପାରିଶ୍ରମିକ ପ୍ରିୟଙ୍କାଙ୍କ ଠାରୁ ଯଥେଷ୍ଟ ଅଧିକ।

‘ଡେଲିମେଲ ଏଷ୍ଟିମେଟ୍‌ର’ ଏକ ରିପୋର୍ଟ ଅନୁଯାୟୀ ନିକ୍‌ଙ୍କର ବାର୍ଷିକ ଆୟ ପାଖାପାଖି ୨୫ ମିଲିୟନ୍‌। ଅର୍ଥାତ ନିକ୍‌ଙ୍କ ବାର୍ଷିକ ଆୟ ହେଉଛି ୧୭୧ କୋଟି ଟଙ୍କ। ୨୦୧୬ ଜୁନ୍‌ ୧ରୁ ୨୦୧୭ ଜୁନ୍‌ ୧ ମଧ୍ୟରେ ଏହି ରିପୋର୍ଟ ଆସିଥିବା ଜଣାପଡ଼ିଛି।

ଆଉ ସେହି ସମୟସୀମା ମଧ୍ୟରେ ପ୍ରିୟଙ୍କାଙ୍କ ଆୟ ଥିଲା ୬୪ କୋଟି। ଯଦି ଉଭୟଙ୍କ ଆୟକୁ ହିସାବକୁ ନିଆଯାଏ ତେବେ ଏହା ବାର୍ଷିକ ୨୦୦ କୋଟି ଟଙ୍କାରୁ ଅଧିକ ହେବ। ଏଠାରେ ସୂଚନାଯୋଗ୍ୟ ଯେ,ଗତ ୧୮ ଅଗଷ୍ଟରେ ନିକ୍‌ ଜୋନ୍‌ସ ଓ ପ୍ରିୟଙ୍କା ମଧ୍ୟରେ ନିର୍ବନ୍ଧ ହୋଇଥିଲା। କୁହାଯାଉଛି ଉଭୟଙ୍କ ବାହାଘର ଚଳିତ ଅକ୍ଟୋବର ମାସରେ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story