Advertisment

ଫିଲ୍ମ ମାଧ୍ୟମରେ ମାଇକେଲ ଜ୍ୟାକ୍ସନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ଟାଇଗର

ମୁମ୍ବାଇ: ଫିଲ୍ମ ‘ହିରୋପନ୍ଥି’ରୁ ବଲିଉଡରେ ଡେବ୍ୟୁ କରିଥିବା ଟାଇଗର ଶ୍ରଫ୍ ଖୁବ୍ ଶୀଘ୍ର ନଜର ଆସିବେ ଫିଲ୍ମ ‘ମୁନ୍ନା ମାଇକେଲ’ରେ। ଟାଇଗରଙ୍କ ଏହା ହେଉଛି ତୃତୀୟ ଫିଲ୍ମ। ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ନଜର ଆସିବେ ନିଦ୍ଧି ଅଗ୍ରୱାଲ। ନିଦ୍ଧିଙ୍କର ଏହା ହେଉଛି ପ୍ରଥମ ଫିଲ୍ମ। ଫିଲ୍ମରେ ନିଦ୍ଧି ଟାଇଗରଙ୍କ ସହ ଆକ୍ସନ ଏବଂ ଡ୍ୟାନ୍ସ କରିବାର ନଜର ଆସିବେ। ଫିଲ୍ମର ପ୍ରଥମ ପୋଷ୍ଟର ଟାଇଗର ଟ୍ୱିଟର ମାଧ୍ୟମରେ ସେୟାର କରିଛନ୍ତି। ନିଜର ଅଭିନୟ ଦ୍ୱାରା ଟାଇଗର […]

ଫିଲ୍ମ ମାଧ୍ୟମରେ ମାଇକେଲ ଜ୍ୟାକ୍ସନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ଟାଇଗର

munna-michel

Advertisment

ମୁମ୍ବାଇ: ଫିଲ୍ମ ‘ହିରୋପନ୍ଥି’ରୁ ବଲିଉଡରେ ଡେବ୍ୟୁ କରିଥିବା ଟାଇଗର ଶ୍ରଫ୍ ଖୁବ୍ ଶୀଘ୍ର ନଜର ଆସିବେ ଫିଲ୍ମ ‘ମୁନ୍ନା ମାଇକେଲ’ରେ। ଟାଇଗରଙ୍କ ଏହା ହେଉଛି ତୃତୀୟ ଫିଲ୍ମ। ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ନଜର ଆସିବେ ନିଦ୍ଧି ଅଗ୍ରୱାଲ। ନିଦ୍ଧିଙ୍କର ଏହା ହେଉଛି ପ୍ରଥମ ଫିଲ୍ମ। ଫିଲ୍ମରେ ନିଦ୍ଧି ଟାଇଗରଙ୍କ ସହ ଆକ୍ସନ ଏବଂ ଡ୍ୟାନ୍ସ କରିବାର ନଜର ଆସିବେ।

Advertisment

ଫିଲ୍ମର ପ୍ରଥମ ପୋଷ୍ଟର ଟାଇଗର ଟ୍ୱିଟର ମାଧ୍ୟମରେ ସେୟାର କରିଛନ୍ତି। ନିଜର ଅଭିନୟ ଦ୍ୱାରା ଟାଇଗର ଡ୍ୟାନ୍ସ କିଙ୍ଗ ମାଇକେଲ ଜ୍ୟାକ୍ସନକୁ ଶ୍ରଦ୍ଧାଞ୍ଜଳି ଦେବେ। ସୁଟିଂ ସମୟ ଯେତେ କଷ୍ଟ ବା ଜଟିଳ ହେଉ, ଏହା ମୋ ପାଇଁ ଏକ ସୁନ୍ଦର ଅନୁଭବ ବୋଲି ଟାଇଗର ଟ୍ୱିଟରରେ ସେୟାର କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe