Advertisment

‘ରଙ୍ଗବତୀ’କୁ ମିଳିଲାଣି ୩ ପଦ୍ମଶ୍ରୀ

ଲୋକପ୍ରିୟ ଗାୟିକା ଡ଼ କ୍ରିଷ୍ଣା ପଟେଲଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଗଲା ପରେ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ତାଙ୍କୁ ଭେଟି ଅଭିନନ୍ଦନ ଜଣାଉଛନ୍ତି। ଏଯାଏଁ ଏହି ଗୀତର ୩ ଜଣ ସ୍ରଷ୍ଟାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଲାଣି।

Padmashree Rangabati Odia Song
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe