Advertisment

ନିର୍ଦ୍ଦେଶକଙ୍କ ମୃତ୍ୟୁର ୨୫ ଦିନ ପରେ ଆଖିବୁଜିଲେ ସ୍ତ୍ରୀ

ସ୍ୱାମୀ ଯିବାର ୨୫ଦିନ ପରେ ସ୍ତ୍ରୀ ଜୟଲକ୍ଷ୍ମୀ ଆଖିବୁଜି ଦେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।

K.Vishwanath and wife jayalakshmi

K.Vishwanath and wife jayalakshmi

Advertisment

ପୁଣି ସାଉଥ ସିନେମାରୁ ଆସିଲା ଦୁଃଖଦ ଖବର। ଫେମସ ଫିଲ୍ମ ନିର୍ମାତା ବିଶ୍ୱନାଥଙ୍କ ପତ୍ନୀ ଜୟଲକ୍ଷ୍ମୀଙ୍କ ଦେହାନ୍ତ ହୋଇଛି। ସ୍ୱାମୀ ବିଶ୍ୱନାଥଙ୍କ ମୃତ୍ୟୁର ୨୫ ଦିନ ପରେ ଗତ ରବିବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଡକାଡକି ହୋଇ ଚାଲିଯାଇଛନ୍ତି ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଓ ତାଙ୍କ ସ୍ତ୍ରୀ। 

Advertisment

ହାଇଦ୍ରାବାଦ ସ୍ଥିତ ନିଜ ଘରେ ବିଜୟଲକ୍ଷ୍ମୀ ଶେଷ ନିଶ୍ୱାସ ତ୍ୟାଗ କରିଛି। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ବୟସ ଜନିଷ ସମସ୍ୟାରେ ସେ ପୀଡିତ ଥିଲେ। ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ରବିବାର ସେ ଜୀବନରେ ଯୁଦ୍ଧରେ ହାରି ଯାଇଥିଲେ।  

ସେପଟେ ଜୟଲକ୍ଷ୍ମୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଶୋକବ୍ୟକ୍ତ କରିଛନ୍ତି। ସ୍ୱାମୀ ଯିବାର ୨୫ଦିନ ପରେ ସ୍ତ୍ରୀ ଜୟଲକ୍ଷ୍ମୀ ଆଖିବୁଜି ଦେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।

Advertisment

ଜୟଲକ୍ଷ୍ମୀଙ୍କ ମୃତ୍ୟୁ ଖବର ଶୁଣି ସାଉଥ ମେଗାଷ୍ଟାର ଚିରଞ୍ଜିବୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସେ କିଛିଦିନ ପୂର୍ବରୁ ଜୟଲକ୍ଷ୍ମୀଙ୍କୁ ଭେଟି ତାଙ୍କ ସହିତ କଥା ହୋଇଥିଲା। ଏହି ଭେଟଘାଟ ବେଳର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା।

Tollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe