ମୁମ୍ବାଇ: ଦବଙ୍ଗ ଖାନ ସଲମାନ ତାଙ୍କ ଆଗାମୀ ଫିଲ୍ମ ‘ଟ୍ୟୁବଲାଇଟ’ର ସୁଟିଂ କରିବା ପାଇଁ ମନାଲିରେ ପହଞ୍ଚିଛନ୍ତି। ସଲମାନଙ୍କ ସହ ତାଙ୍କ ପୂରା ଟିମ୍ ମଧ୍ୟ ମନାଲି ଯାଇଛନ୍ତି। ଆଜିଠୁ ଫିଲ୍ମ ‘ଟ୍ୟୁବଲାଇଟ୍’ର ସୁଟିଂ ଆରମ୍ଭ ହେବ। ମନାଲିରେ ସୁଟିଂ ଦୁଇ ମାସ ପର୍ଯ୍ୟନ୍ତ ଚାଲିବ।
ଏହା ପୂର୍ବରୁ ‘ଟ୍ୟୁବଲାଇଟ୍’ ପ୍ରଥମ ପର୍ଯ୍ୟାୟ ସୁଟିଂ ଜାମ୍ମୁ-କାଶ୍ମୀରର ଲଦାଖରେ ସରିଯାଇଛି। ଫିଲ୍ମ ସୁଟିଂ ବେଳେ ସଲମମାନ୍ଙ୍କ ସହ ତାଙ୍କ ବାନ୍ଧବୀ ୟୁଲିଆ ଭନ୍ତୁରଙ୍କୁ ଦେଖିବାକୁ ମିଳିଥିଲା।
ଫିଲ୍ମ ‘ଟ୍ୟୁବଲାଇଟ୍’ରେ ସଲମାନ୍ ଫୌଜିଙ୍କ ୟୁନିଫର୍ମରେ ନଜର ଆସିବେ। କବୀର ଖାନ୍ ଏହାର ନିର୍ଦ୍ଦେଶନା ଦେଇଛନ୍ତି।
‘ଟ୍ୟୁବଲାଇଟ୍’ ଆସନ୍ତା ବର୍ଷ ଇଦ୍ରେ ପରଦାକୁ ଆସିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଜାନୁଆରୀ ୨ରୁ ତରଙ୍ଗ ପ୍ଲସ୍ରେ ନୂଆ ୱେବ୍ ସିରିଜ୍ ‘ଚିଟ୍ ଫଣ୍ଡ’ର ଷ୍ଟ୍ରିମିଂ
ୱେବ୍ ସିରିଜ୍ ’ଚିଟ୍ ଫଣ୍ଡ’ର କାହାଣୀ ରଞ୍ଜନ ଶତପଥୀ ଲେଖିଥିବା ବେଳେ ନିର୍ଦ୍ଦେଶକ ମୟଙ୍କ ଶତପଥୀ ଚିତ୍ରନାଟ୍ୟ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି।
Bollywood
ପୁଷ୍ପା-୨ ଦଳାଚକଟା: ଫେରିଲା ପିଲାର ଚେତା, ପରିବାରକୁ ମିଳିଲା ୨ କୋଟି
ଅଲ୍ଲୁ ଅର୍ଜୁନଙ୍କ ପରିବାର ତରଫରୁ ନାବାଳକର ପରିବାରକୁ ୧ କୋଟି ଟଙ୍କା ଦିଆଯାଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ଓ ନିର୍ମାତା ୫୦ ଲକ୍ଷ ଟଙ୍କା ଲେଖାଏଁ ଦେଇଛନ୍ତି।
Tollywood
‘ପୁଷ୍ପା ୨’ ଦଳାଚକଟା ଘଟଣା: ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଘୋଷଣା କଲେ ଅଲ୍ଲୁ ଅର୍ଜୁନଙ୍କ ବାପା
ବିବାଦ ଥମି ନଥିବାରୁ ଆଜି ଅଲ୍ଲୁ ଅର୍ଜୁନଙ୍କ ବାପା ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଟଙ୍କାର ଆର୍ଥିକ କ୍ଷତିପୂରଣ ଘୋଷଣା କରିଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ ଜଣେ ଫିଲ୍ମ ନିର୍ମାତା।
Entertainment
ଝିଅ ପାଇଁ ମଦ ଛାଡ଼ିଥିଲେ ବଲିଉଡର ଏହି ଜଣାଶୁଣା ଖଳନାୟକ
ସବୁବେଳେ ଭିଲିଆନ୍ ବା କମେଡିଆନ୍ ଭୂମିକାରେ ଆସୁଥିବା ଶକ୍ତି କପୁର “ବିଗ୍ ବସ୍ର ସିଜନ୍ 5” ରେ ଭାଗ ନେଇଥିଲେ।
Bollywood
ବଲିଉଡ ସିଙ୍ଗର୍ ସାନ୍ଙ୍କ ଘରେ ଲାଗିଲା ନିଆଁ
ଯେଉଁ ସମୟରେ ବିଲ୍ଡିଂରେ ନିଆଁ ଲାଗିଥିଲା ସେତେବେଳେ ବଲିଉଡ ସିଙ୍ଗର୍ ସାନ୍ ଘରେ ଥିଲେ।