tubelight-salman
ମୁମ୍ବାଇ: ଦବଙ୍ଗ ଖାନ ସଲମାନ ତାଙ୍କ ଆଗାମୀ ଫିଲ୍ମ ‘ଟ୍ୟୁବଲାଇଟ’ର ସୁଟିଂ କରିବା ପାଇଁ ମନାଲିରେ ପହଞ୍ଚିଛନ୍ତି। ସଲମାନଙ୍କ ସହ ତାଙ୍କ ପୂରା ଟିମ୍ ମଧ୍ୟ ମନାଲି ଯାଇଛନ୍ତି। ଆଜିଠୁ ଫିଲ୍ମ ‘ଟ୍ୟୁବଲାଇଟ୍’ର ସୁଟିଂ ଆରମ୍ଭ ହେବ। ମନାଲିରେ ସୁଟିଂ ଦୁଇ ମାସ ପର୍ଯ୍ୟନ୍ତ ଚାଲିବ।
ଏହା ପୂର୍ବରୁ ‘ଟ୍ୟୁବଲାଇଟ୍’ ପ୍ରଥମ ପର୍ଯ୍ୟାୟ ସୁଟିଂ ଜାମ୍ମୁ-କାଶ୍ମୀରର ଲଦାଖରେ ସରିଯାଇଛି। ଫିଲ୍ମ ସୁଟିଂ ବେଳେ ସଲମମାନ୍ଙ୍କ ସହ ତାଙ୍କ ବାନ୍ଧବୀ ୟୁଲିଆ ଭନ୍ତୁରଙ୍କୁ ଦେଖିବାକୁ ମିଳିଥିଲା।
ଫିଲ୍ମ ‘ଟ୍ୟୁବଲାଇଟ୍’ରେ ସଲମାନ୍ ଫୌଜିଙ୍କ ୟୁନିଫର୍ମରେ ନଜର ଆସିବେ। କବୀର ଖାନ୍ ଏହାର ନିର୍ଦ୍ଦେଶନା ଦେଇଛନ୍ତି।
‘ଟ୍ୟୁବଲାଇଟ୍’ ଆସନ୍ତା ବର୍ଷ ଇଦ୍ରେ ପରଦାକୁ ଆସିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/09/tubelight-salman.jpg)