କରୋନା ବଦଳାଇ ଦେଲା ଜୀବନର ଗତିପଥ, କଳାକାର ଏବେ ନିଶା ବେପାରୀ!

ବାଲେଶ୍ୱର (ରଣଜିତ ପାକଳ): କଳାକାରଟିଏ ବାସ୍ତବ ଦୁନିଆଠାରୁ ଦୂରେଇ ଯାଇ ରଙ୍ଗୀନ ରଙ୍ଗମଞ୍ଚରେ ମିଛି ମିଛିକା ଅଭିନୟ କରେ। ଆଲୁଅର ଖେଳରେ ନିଜକୁ ହଜାଇ ଦିଏ। ସେଥିପାଇଁ ସେମାନଙ୍କୁ କେତେବେଳେ ମିଳୁଥିଲା ତାଳି ତ ଆଉ କେତେବେଳେ ଗାଳି। ସେ ସବୁକୁ ପୁଞ୍ଜି କରି କଳାକାରଟିଏ ଜିଇଁବାର ସ୍ୱପ୍ନ ଦେଖେ। ହେଲେ ମାହାମାରୀ କରୋନା ସେମାନଙ୍କଠାରୁ ଛଡ଼ାଇ ନେଲା ମଞ୍ଚକୁ। ପେଟର ଯନ୍ତ୍ରଣା ବୁଝିବା ପାଇଁ କିଏ ରାସ୍ତା କଡ଼ରେ ପାନ ବିକିଲେଣି ତ ଆଉ କିଏ […]

Jatra

Jatra

Manoranjan Sial
  • Published: Friday, 23 July 2021
  • Updated: 23 July 2021, 04:56 PM IST

Sports

Latest News

ବାଲେଶ୍ୱର (ରଣଜିତ ପାକଳ): କଳାକାରଟିଏ ବାସ୍ତବ ଦୁନିଆଠାରୁ ଦୂରେଇ ଯାଇ ରଙ୍ଗୀନ ରଙ୍ଗମଞ୍ଚରେ ମିଛି ମିଛିକା ଅଭିନୟ କରେ। ଆଲୁଅର ଖେଳରେ ନିଜକୁ ହଜାଇ ଦିଏ। ସେଥିପାଇଁ ସେମାନଙ୍କୁ କେତେବେଳେ ମିଳୁଥିଲା ତାଳି ତ ଆଉ କେତେବେଳେ ଗାଳି। ସେ ସବୁକୁ ପୁଞ୍ଜି କରି କଳାକାରଟିଏ ଜିଇଁବାର ସ୍ୱପ୍ନ ଦେଖେ। ହେଲେ ମାହାମାରୀ କରୋନା ସେମାନଙ୍କଠାରୁ ଛଡ଼ାଇ ନେଲା ମଞ୍ଚକୁ। ପେଟର ଯନ୍ତ୍ରଣା ବୁଝିବା ପାଇଁ କିଏ ରାସ୍ତା କଡ଼ରେ ପାନ ବିକିଲେଣି ତ ଆଉ କିଏ ଚିକେନ୍‌ ସେଣ୍ଟର ଖୋଲିଛନ୍ତି। ଆଉ କିଏ ନିଶା ବେପାର ପରି ରାସ୍ତାକୁ ବାଛି ନେଇଛନ୍ତି। ସେମାନେ ଭଲ ଭାବେ ଜାଣିଛନ୍ତି ଏ ରାସ୍ତା କଣ୍ଟକିତମୟ, ତଥାପି ସେମାନେ ସେହି ରାସ୍ତାରେ ପାଦ ଥାପିଛନ୍ତି। ଆଜି ଏମିତି ରାସ୍ତାରେ ପାଦ ଥାପି ଦୁଇ ଜଣ କଳାକାର ଗିରଫ ହୋଇଛନ୍ତି। ଏପରି ଚିତ୍ର ଆସିଛ ବାଲେଶ୍ୱର ଜିଲ୍ଲାରୁ।

ଯାତ୍ରା ଦୁନିଆର ଚର୍ଚ୍ଚିତ ଚେହେରା ହେଉଛନ୍ତି ଜାମଝାଡି କିଶୋର କୁମାର ସାହୁ। ସେ ଅନେକ ଏ-କ୍ଲାସ୍‌ ଯାତ୍ରା ପାର୍ଟିରେ ସହ ଅଭିନେତା ଭାବେ ଅଭିନୟ କରିଛନ୍ତି। ଠିକ୍‌ ସେମିତି ଆଉ ଜଣେ ହେଉଛନ୍ତି ବିଜୟ ମହାଳିକ। ସେ ହେଉଛନ୍ତି ଯାତ୍ରା ଦୁନିଆର ନାଚ ମାଷ୍ଟର। ଜୀବନରେ ନିଜ ହାତରେ ଅନେକ ଡ୍ୟାନ୍ସର ଗଢ଼ିଛନ୍ତି। ଏବେ ଏମାନେ ପୁଲିସ ପଞ୍ଝାରେ ପଡ଼ିଛନ୍ତି। ନିଜେ ଅଭିନୟରେ ଭିଜୁଥିବା ଓ ଭିଜାଉଥିବା ଏହି କଳାକାରମାନଙ୍କୁ ଧରିଛି ବାଲେଶ୍ୱର ସଦର ଅବକାରୀ ବିଭାଗ ଓ ଅବକାରୀ ମୋବାଇଲ୍‌ ସ୍କାର୍ଡ। ଏଥିସହ ସେମାନଙ୍କ ଘରୁ ନକଲି ବିଦେଶୀ ମଦ ଓ ବିଦେଶୀ ମଦ ପ୍ରସ୍ତୁତକାରୀ ସାମଗ୍ରୀକୁ ଜବତ କରିଛି। ଏହି ଦୁଇ କଳାକାରଙ୍କ ସହ ମୃତ୍ୟୁଞ୍ଜୟ ମହାଳିକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଅଭିନେତା କିଶୋର କୁମାର ସାହୁଙ୍କ କହିବା ଅନୁସାରେ ବିଜୟ ମହାଳିକ ମୋତେ ଟଙ୍କା ମାଗିଥିଲେ। ଟଙ୍କା ଦେବା ପାଇଁ ଆସିଥିଲି। ମାତ୍ର ସେ ଘରେ ନଥିବାରୁ ତାଙ୍କ ଘରେ ବସିଥିଲି। ସେହି ସମୟରେ ସେଠାରେ ମଦ ପ୍ୟାକିଂ ହେଉଥିବା ଦେଖୁଥିଲି। ହଠାତ୍‌ ଅବକାରୀ ବିଭାଗ ଚଢ଼ଉ କରି ମୋତେ ଧରିଲା। ମଦ କେମିତି ପ୍ରସ୍ତୁତ ହେଉଥିଲା, ସେ ବିଷୟରେ ମୁଁ କିଛି ଜାଣିନାହିଁ ବୋଲ କିଶୋର କହିଛନ୍ତି। ମୁଁ ମଦ ବେପାର କରିନାହିଁ ବୋଲି ସେ କହିଛନ୍ତି।

ସେପଟେ ବିଜୟ ମହାଳିକ କହିଛନ୍ତି-“ଯାତ୍ରା ବନ୍ଦ ହୋଇଗଲା। ଚଳିବାରେ ବହୁ ଅସୁବିଧା ହେଲା। ଜଣେ ସାଙ୍ଗ ମଦ ବେପାର କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କ କଥାରେ ପଡ଼ି ମଦ ବେପାର ପରି ପେଷାକୁ ଆପଣାଇ ନେଲି। ପେଟ ପୋଷିବା ପାଇଁ ଏପରି କିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story