Advertisment

ଏମିତି  RESTAUARANT ଦେଖିଲେ ଖୁସି ହୋଇଯିବେ ପୁଲିସ ବାବୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ପୁଲିସ ଇନ୍‌ ବଲିଉଡ୍’। ସେ ଅମିତାଭ୍ ବଚ୍ଚନ ହୁଅନ୍ତୁ କି ଅଜୟ ଦେବ୍‌ଗନ୍, ଅକ୍ଷୟ କୁମାର ହୁଅନ୍ତୁ କି ସଲ୍‌ମାନ୍‌ ଖାନ୍‌। ହିନ୍ଦୀ ସିନେମାରେ ଜଣେ ନାୟକ ଯଦି ପୁଲିସ ଅଫିସର୍ ଭୂମିକାରେ ଅବତୀର୍ଣ୍ଣ ହେବେ ତେବେ ନିଶ୍ଚିତ ତାଙ୍କ ଜଲୱା ଦେଖିବାକୁ ମିଳିଥାଏ। ରେଷ୍ଟୁରାଣ୍ଟ୍‌ କାନ୍ଥରେ ଚିତ୍ରିତ ଲେଡି ପୁଲିସ୍‌ ଅଫିସର୍‌ଙ୍କୁ ଦେଖୁଛନ୍ତି… ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କେନ୍ଦୁଝର ଜିଲ୍ଲା ପୁଲିସ ଲେନ୍‌ରେ ରହିଛି ଏଭଳି ଏକ ମୁକ୍ତାକାଶ ରେଷ୍ଟୁରାଣ୍ଟ୍ […]

ଅଦ୍ୟତନ ହୋଇଛି
ଏମିତି  RESTAUARANT ଦେଖିଲେ ଖୁସି ହୋଇଯିବେ ପୁଲିସ ବାବୁ

r1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ପୁଲିସ ଇନ୍‌ ବଲିଉଡ୍’। ସେ ଅମିତାଭ୍ ବଚ୍ଚନ ହୁଅନ୍ତୁ କି ଅଜୟ ଦେବ୍‌ଗନ୍, ଅକ୍ଷୟ କୁମାର ହୁଅନ୍ତୁ କି ସଲ୍‌ମାନ୍‌ ଖାନ୍‌। ହିନ୍ଦୀ ସିନେମାରେ ଜଣେ ନାୟକ ଯଦି ପୁଲିସ ଅଫିସର୍ ଭୂମିକାରେ ଅବତୀର୍ଣ୍ଣ ହେବେ ତେବେ ନିଶ୍ଚିତ ତାଙ୍କ ଜଲୱା ଦେଖିବାକୁ ମିଳିଥାଏ।

Advertisment

publive-image

ରେଷ୍ଟୁରାଣ୍ଟ୍‌ କାନ୍ଥରେ ଚିତ୍ରିତ ଲେଡି ପୁଲିସ୍‌ ଅଫିସର୍‌ଙ୍କୁ ଦେଖୁଛନ୍ତି...

ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କେନ୍ଦୁଝର ଜିଲ୍ଲା ପୁଲିସ ଲେନ୍‌ରେ ରହିଛି ଏଭଳି ଏକ ମୁକ୍ତାକାଶ ରେଷ୍ଟୁରାଣ୍ଟ୍ ଯାହାର ଚାରି କାନ୍ଥରେ ଦେଖିବାକୁ ମିଳିବ ପୁଲିସ ଅଫିସରଙ୍କ ରୋଲରେ ଆସିଥିବା ବଲିଉଡ୍‌ ସୁପରଷ୍ଟାରଙ୍କ ଛବି।

publive-image

ସୂଚନା ଅନୁସାରେ ପୁଲିସ ଅଫିସରମାନଙ୍କୁ ଉତ୍ସାହିତ କରିବା ତଥା ସେମାନଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବା ପାଇଁ ଏହାକୁ ଏଭଳି ଢଙ୍ଗରେ ଉପସ୍ଥାପନ କରାଯାଇଛି। ଏହି ନିଆରା ରେଷ୍ଟୁରାଣ୍ଟ୍ର ନାଁ ହେଉଛି ‘କପ୍‌ସ ବଲିଉଡ୍‌ କ୍ୟାଣ୍ଟିନ୍‌’  ଏବଂ ଏହାର ଥିମ୍‌ ହେଉଛି, ‘ପୁଲିସ୍‌ ଇନ୍‌ ବଲିଉଡ୍‌’।

Advertisment

publive-image

ଅଜୟ ଦେବ୍‌ଗନ୍ ଏବଂ କରୀନା କପୁରଙ୍କ ପୁଲିସ୍‌ ବେଶ ରେଷ୍ଟୁରାଣ୍ଟ୍ କାନ୍ଥରେ...

publive-image

କପ୍‌ସ ବଲିଉଡ୍‌ କ୍ୟାଣ୍ଟିନ୍‌...

publive-image

ବିଗ୍‌ ବି ଅମିତାଭ୍‌ ବଚ୍ଚନ୍‌...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe