Advertisment

ଆସୁଛି ‘ଲଭ୍‌ ପ୍ରମିଜ୍‌’

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଖୁବ୍‌ ଶୀଘ୍ର ରିଲିଜ୍ ହେବାକୁ ଯାଉଛି ଫିଲ୍ମ ‘ଲଭ୍‌ ପ୍ରମିଜ୍‌’। ଏଥିରେ ଦୁଇ ଦମ୍‌ଦାର ଡ୍ୟାନ୍ସର ରାକେଶ ଏବଂ ଜୟାଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ମିଳିବ। ପୂର୍ବରୁ ଏହି ଦୁଇ ଜଣଙ୍କୁ ଅନେକ ଡ୍ୟାନ୍ସ ରିଆଲିଟି ଶୋରେ ଆପଣ ଦେଖିଥିବେ। କିନ୍ତୁ ଏବେ ସେମାନଙ୍କୁ ଆପଣ ଅଭିନୟ କରିବାର ଦେଖିବାକୁ ପାଇବେ।

<a href="">(image) </a>ନିକଟରେ ପିଲ୍ମର ଟାଇଟେଲ୍‌ ଟ୍ରାକ୍‌ ଟି ରିଲିଜ୍‌ ହୋଇଛି। ଯେଉଁଥିରେ ଜୟା ଓ ରାକେଶଙ୍କ ରୋମାନ୍ସ ଦେଖିବାକୁ ମିଳିଛି। ଗୀତଟିରେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍‌ ସାଗର ଏବଂ ଅନନ୍ୟା। ପୂର୍ବରୁ ଗୀତଟିର ଅଡିଓ ହିଟ୍‌ ହୋଇଥିବା ବେଳେ ଭିଡିଓଟି ଏହାର ଶୋଭା ବଢାଇଛି। ଭିଡିଓଟିକୁ ଦର୍ଶକେ ବହୁଳ ମାତ୍ରରେ ଦେଖିବା ସହ ସେୟାର ମଧ୍ୟ କରୁଛନ୍ତି। ଏବେ ଅପେକ୍ଷା ଫିଲ୍ମକୁ ଦର୍ଶକଙ୍କ କେତେ ଭଲପାଇବା ମିଳୁଛି।

https://www.youtube.com/watch?v=18kv61FvNdU

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe