ଆକ୍ସନ୍‌ ଫିଲ୍ମରେ ବାଣୀ କପୁର

ମୁମ୍ବାଇ: ଗତବର୍ଷ ରିଲିଜ୍ ହୋଇଥିବା ବ୍ଲକବଷ୍ଟର୍ ଫିଲ୍ମ ‘ୱାର୍’ରେ ଅଭିନୟ କରି ଜବରଦସ୍ତ ସଫଳତା ହାସଲ କରିଥିବା ନାୟିକା ବାଣୀ କପୁରଙ୍କ ହାତକୁ ଏବେ ଆଉ ଏକ ବଡ଼ ପ୍ରୋଜେକ୍ଟ ଆସିଯାଇଛି। ହ୍ରିତିକ୍‌ ରୋଶନ୍‌ଙ୍କ ପରେ ଏବେ ସେ ରଣବୀର କପୁରଙ୍କ ସହ ସ୍କ୍ରିନ୍‌ ଶେଆର୍‌ କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ ବାଣୀଙ୍କୁ ଫିଲ୍ମ ‘ସମ୍‌ସେରା’ରେ ଦେଖିବାକୁ ମିଳିବ। https://www.instagram.com/p/B2V-DX2F3Qn/?utm_source=ig_web_copy_link ବାଣୀ ଏହି ଫିଲ୍ମରେ ଲିଡ୍ ନାୟିକା ଭାବେ ଅଭିନୟ କରିବେ। କୁହାଯାଉଛି, ସେ ଏହାର ଶୁଟିଂ […]

vani

vani

Chinmayee Roy
  • Published: Monday, 16 March 2020
  • Updated: 16 March 2020, 08:55 AM IST

Sports

Latest News

ମୁମ୍ବାଇ: ଗତବର୍ଷ ରିଲିଜ୍ ହୋଇଥିବା ବ୍ଲକବଷ୍ଟର୍ ଫିଲ୍ମ ‘ୱାର୍’ରେ ଅଭିନୟ କରି ଜବରଦସ୍ତ ସଫଳତା ହାସଲ କରିଥିବା ନାୟିକା ବାଣୀ କପୁରଙ୍କ ହାତକୁ ଏବେ ଆଉ ଏକ ବଡ଼ ପ୍ରୋଜେକ୍ଟ ଆସିଯାଇଛି। ହ୍ରିତିକ୍‌ ରୋଶନ୍‌ଙ୍କ ପରେ ଏବେ ସେ ରଣବୀର କପୁରଙ୍କ ସହ ସ୍କ୍ରିନ୍‌ ଶେଆର୍‌ କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ ବାଣୀଙ୍କୁ ଫିଲ୍ମ ‘ସମ୍‌ସେରା’ରେ ଦେଖିବାକୁ ମିଳିବ।

https://www.instagram.com/p/B2V-DX2F3Qn/?utm_source=ig_web_copy_link

ବାଣୀ ଏହି ଫିଲ୍ମରେ ଲିଡ୍ ନାୟିକା ଭାବେ ଅଭିନୟ କରିବେ। କୁହାଯାଉଛି, ସେ ଏହାର ଶୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଏଥିରେ ତାଙ୍କୁ ପ୍ରଥମ ଥର ଲାଗି ରଣବୀର କପୁରଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏହି ଫିଲ୍ମଟି ଏକ ମେଗା ଆକ୍ସନ୍‌ ଫିଲ୍ମ ହେବ, ଯେଉଁଥିରେ ବାଣୀଙ୍କୁ ପୂରା ନୂଆ ଅବତାରରେ ଦେଖିବାକୁ ମିଳିବ।

https://www.instagram.com/p/B2gKxGvFVaF/?utm_source=ig_web_copy_link

‘ସମ୍‌ସେରା’ରେ ନିଜ ଚରିତ୍ରକୁ ନେଇ ବେଶ୍ ଖୁସି ଥିବେ ବାଣୀ କହିଛନ୍ତି ଯେ ୨୦୧୯ ତାଙ୍କ ପାଇଁ  ବହୁତ ଭଲ ଥିଲା। ଏହି ବର୍ଷ ‘ୱାର’ ବ୍ଲକ୍‌ବଷ୍ଟର ହେବା ସହ ଅନେକ ଗୁଡ଼ିଏ ରେକର୍ଡ଼ ହାସଲ୍‌ କରିଥିଲା। ଏଭଳି ଏକ ଫିଲ୍ମରେ କାମ କରିଥିବାରୁ ସେ ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି। ଏହି ଫିଲ୍ମରେ ତାଙ୍କ ରୋଲ୍‌ ଛୋଟ ଥିଲେ ମଧ୍ୟ ବେଶ୍ ପ୍ରଭାବଶାଳୀ ଥିଲା। ଏହି ରୋଲ୍‌ରୁ ତାଙ୍କୁ ଆଗକୁ ବଢ଼ି ନୂଆ ପରିଚୟ ସୃଷ୍ଟି କରିବାର ସୁଯୋଗ ଦେଇଛି।

https://www.instagram.com/p/B2vv11lFie7/?utm_source=ig_web_copy_link

‘ସମ୍‌ସେରା’ରେ ରଣବୀର କପୁର ଏବଂ ବାଣୀ କପୁରଙ୍କ ବ୍ୟତୀତ ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ ଓ ରୋନିତ୍‌ ରୟଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି କରଣ ମଲହୋତ୍ରା। ଫିଲ୍ମଟିକୁ ଜୁଲାଇ ୨୦ରେ ରିଲିଜ୍‌ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ବର୍ତ୍ତମାନ କରୋନା ଭାଇରସ୍ ପାଇଁ ସବୁ ଫିଲ୍ମର ଶୁଟିଂକୁ ସ୍ଥଗିତ ରଖାଯାଉଥିବାରୁ ଏହାର ରିଲିଜ୍‌ ଡେଟ୍‌ରେ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story