Advertisment

ସତ କେବେ ଲୁଚିରହେନା: ବର୍ଷା

ଭୁବନେଶ୍ୱର: ବୈବାହିକ ଜୀବନର ଝଡ଼କୁ ନେଇ ସୋଶାଲ ମିଡିଆରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅଫିସିଆଲ ଫେସବୁକ ମାଧ୍ୟମରେ ସେ ଲେଖିଛନ୍ତି, ସତ କେବେ ଲୁଚି ରହେନା। https://www.facebook.com/TeamVarshaOfficial/posts/2946832765420567 ସ୍ବାମୀଙ୍କ ନା ନନେଇ ସେ ଲେଖିଛନ୍ତି, ଜଣେ କାହାକୁ ମିଛ ଓ ବିଭ୍ରାନ୍ତିକର ଅଭିଯୋଗ ଆଣି କାହାକୁ ଅପମାନିତ କରିବା ପୂର୍ବରୁ ଈଶ୍ବରଙ୍କୁ ଡରିବା ଉଚିତ। ମୋ ଭଗବାନଙ୍କ ଉପରେ ମୋର ବିଶ୍ବାସ ଅଛି। ଆଇନ ଉପରେ କିଛି ନାହିଁ। Truth can never remain […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
ସତ କେବେ ଲୁଚିରହେନା: ବର୍ଷା

Varsha

ଭୁବନେଶ୍ୱର: ବୈବାହିକ ଜୀବନର ଝଡ଼କୁ ନେଇ ସୋଶାଲ ମିଡିଆରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅଫିସିଆଲ ଫେସବୁକ ମାଧ୍ୟମରେ ସେ ଲେଖିଛନ୍ତି, ସତ କେବେ ଲୁଚି ରହେନା।
/>ସ୍ବାମୀଙ୍କ ନା ନନେଇ ସେ ଲେଖିଛନ୍ତି, ଜଣେ କାହାକୁ ମିଛ ଓ ବିଭ୍ରାନ୍ତିକର ଅଭିଯୋଗ ଆଣି କାହାକୁ ଅପମାନିତ କରିବା ପୂର୍ବରୁ ଈଶ୍ବରଙ୍କୁ ଡରିବା ଉଚିତ। ମୋ ଭଗବାନଙ୍କ ଉପରେ ମୋର ବିଶ୍ବାସ ଅଛି। ଆଇନ ଉପରେ କିଛି ନାହିଁ।

Advertisment

https://twitter.com/VarshaPriyadar3/status/1302600024698675202?s=20

ଜୟ ଜଗନ୍ନାଥ ଲେଖିବା ସହ ଜଗନ୍ନାଥଙ୍କ ଏକ ଫଟୋ ସହ ସେ ପୋଷ୍ଟରେ ଲେଖିଛନ୍ତି, ‘ଏଭଳି କଠିନ ସମୟରେ ମୁଁ ସମସ୍ତଙ୍କ ଆଶୀର୍ବାଦ ମାଗୁଛି। ନୀରବତା ଭାଙ୍ଗିବାର ଚେଷ୍ଟା କରୁଛି। ସମସ୍ତଙ୍କୁ ସମ୍ମାନ ଓ ଭଲପାଇବା।’