ମେ’ରେ ବିବାହ କରିବେ ବରୁଣ-ନତାଶା !

ମୁମ୍ୱାଇ : ବଲିଉଡ୍‌ ଅଭିନେତା ବରୁଣ ଧାବନ୍‌ ଓ ତାଙ୍କ ଗାର୍ଲଫ୍ରେଣ୍ଡ ନତାଶା ଦଲାଲ ପରସ୍ପରକୁ ଲମ୍ୱା ସମୟ ଧରି ଡେଟ୍‌ କରୁଛନ୍ତି। ବଲିଉଡ୍‌ର ସମସ୍ତ ଇଭେଣ୍ଟରେ ଦୁହିଁଙ୍କୁ ଦେଖିବାକୁ ମିଳିଥାଏ। ବି-ଟାଉନ୍‌ରେ ଦୁହିଁଙ୍କର ବିବାହକୁ ନେଇ ଚର୍ଚ୍ଚା ମଧ୍ୟ ହେଉଛି। ଅନେକ ଇଣ୍ଟରଭ୍ୟୁରେ ବି ବରୁଣ ତାଙ୍କ ଗାର୍ଲଫ୍ରେଣ୍ଡକୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି ଇଚ୍ଛାପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏ ବର୍ଷ ମେ’ରେ ଦୁହେଁ ବିବାହ କରିବାକୁ ଯୋଜନା କରୁଛନ୍ତି। ଦୁହେଁ ଏକ […]

varun

varun

Puspanjali Panda
  • Published: Friday, 17 January 2020
  • Updated: 17 January 2020, 01:59 PM IST

Sports

Latest News

ମୁମ୍ୱାଇ : ବଲିଉଡ୍‌ ଅଭିନେତା ବରୁଣ ଧାବନ୍‌ ଓ ତାଙ୍କ ଗାର୍ଲଫ୍ରେଣ୍ଡ ନତାଶା ଦଲାଲ ପରସ୍ପରକୁ ଲମ୍ୱା ସମୟ ଧରି ଡେଟ୍‌ କରୁଛନ୍ତି। ବଲିଉଡ୍‌ର ସମସ୍ତ ଇଭେଣ୍ଟରେ ଦୁହିଁଙ୍କୁ ଦେଖିବାକୁ ମିଳିଥାଏ। ବି-ଟାଉନ୍‌ରେ ଦୁହିଁଙ୍କର ବିବାହକୁ ନେଇ ଚର୍ଚ୍ଚା ମଧ୍ୟ ହେଉଛି। ଅନେକ ଇଣ୍ଟରଭ୍ୟୁରେ ବି ବରୁଣ ତାଙ୍କ ଗାର୍ଲଫ୍ରେଣ୍ଡକୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି ଇଚ୍ଛାପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଏ ବର୍ଷ ମେ’ରେ ଦୁହେଁ ବିବାହ କରିବାକୁ ଯୋଜନା କରୁଛନ୍ତି। ଦୁହେଁ ଏକ ଗ୍ରାଣ୍ଡ ୱେଡିଙ୍ଗର ଯୋଜନା କରୁଛନ୍ତି, ଯାହା ସପ୍ତାହେ ପର୍ଯ୍ୟନ୍ତ ଚାଲିବ। ଏଥିରେ ମେହେନ୍ଦୀ, ସଙ୍ଗୀତ ଓ ରିସେପସନ୍‌ ରହିବ।

ଖବର ଏହା ମଧ୍ୟ ମିଳିଛି ଯେ ଗୋଆର କୌଣସି ବିଚ୍‌ କିମ୍ୱା ବଡ଼ ହୋଟେଲ୍‌ରେ ବିବାହ ହେବ। ବଡ଼ ବଡ଼ ଅଭିନେତାଙ୍କୁ ବିବାହରେ ସାମିଲ ହେବା ପାଇଁ ପୂର୍ବରୁ ଡେଟ୍‌ ରିଜର୍ଭ କରି ରଖିବା ପାଇଁ କୁହାଯାଇଛି। କିନ୍ତୁ ବରୁଣ ଓ ନତାଶାଙ୍କ ପରିବାର ବିବାହ କଥାକୁ ସିକ୍ରେଟ୍‌ ରଖୁଛନ୍ତି।

ମେ’ ୧ରେ ବରୁଣଙ୍କ ଫିଲ୍ମ ‘କୁଲି ନମ୍ୱର ୧’ ରିଲିଜ୍‌ ହେଉଛି। ଏହା ପରେ ବିବାହ ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ରହିବ।

ସୂଚନା ଅନୁସାରେ ୨୪ ଏପ୍ରିଲରେ ବରୁଣଙ୍କ ଜନ୍ମଦିନ। ଏହିଦିନ ହିଁ ତାଙ୍କ ପରିବାର ବିବାହର ତାରିଖ ଘୋଷଣା କରିବେ। ମାର୍ଚ୍ଚରୁ ବରୁଣ ମିଷ୍ଟର୍‌ ଲେଲେ ଫିଲ୍ମର ଶୁଟିଂ ଆରମ୍ଭ କରିବେ, ହେଲେ ବିବାହ ପାଇଁ ସେ ଛୁଟି ନେବେ ବୋଲି ଶୁଣିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story