ଖୁସିରେ ନାଚିଲେ ବରୁଣ, ଭିଡିଓ ଭାଇରାଲ

ମୁମ୍ବାଇ: ଖୁସିରେ ନାଚିଲେ ବଲିଉଡ ଅଭିନେତା ବରୁଣ ଧୱନ । କରୋନାକୁ ମାତ ଦେବା ପରେ ତାଙ୍କର ଅପକମିଂ ଫିଲ୍ମର ଗୀତରେ ସେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । ଏହି ଡ୍ୟାନ୍ସ ଭିଡିଓକୁ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି । କରୋନାରୁ ସୁସ୍ଥ ହୋଇ ଶୁଟିଂକୁ ଫେରିବା ପରେ ଏଭଳି ଖୁସିରେ ନାଚିଛନ୍ତି ବରୁଣ। ତାଙ୍କର ଏହି ଡ୍ୟାନ୍ସ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବରୁଣ ସେଆର କରିଥିବା […]

varun-dhawan

varun-dhawan

Madhupriya Mistry
  • Published: Sunday, 20 December 2020
  • Updated: 20 December 2020, 07:55 AM IST

Sports

Latest News

ମୁମ୍ବାଇ: ଖୁସିରେ ନାଚିଲେ ବଲିଉଡ ଅଭିନେତା ବରୁଣ ଧୱନ । କରୋନାକୁ ମାତ ଦେବା ପରେ ତାଙ୍କର ଅପକମିଂ ଫିଲ୍ମର ଗୀତରେ ସେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । ଏହି ଡ୍ୟାନ୍ସ ଭିଡିଓକୁ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି । କରୋନାରୁ ସୁସ୍ଥ ହୋଇ ଶୁଟିଂକୁ ଫେରିବା ପରେ ଏଭଳି ଖୁସିରେ ନାଚିଛନ୍ତି ବରୁଣ। ତାଙ୍କର ଏହି ଡ୍ୟାନ୍ସ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବରୁଣ ସେଆର କରିଥିବା ଭିଡିଓରେ ଧଳା ରଙ୍ଗର ଟି-ସର୍ଟ ଏବଂ ମୁଣ୍ଡରେ କ୍ୟାପ ପିନ୍ଧିଛନ୍ତି । ସେ ତାଙ୍କ ଅପକମିଂ ଫିଲ୍ମ ‘କୁଲି ନମ୍ୱର-୧’ର ଗୀତ ‘ହୁସ୍ନ ହୈ ସୁହାନା’ରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ତାଙ୍କ ସହ ଏହି ଭିଡିଓରେ କିଙ୍ଗସ ୟୁନାଇଟେଡ ଇଣ୍ଡିଆ ଡ୍ୟାନ୍ସ ଗ୍ରୁପର କୋରିଓଗ୍ରାଫର ସରେଶ ମୁକୁନ୍ଦ ମଧ୍ୟ ତାଳ ଦେଇ ନାଚୁଛନ୍ତି । ବରୁଣଙ୍କ ଏହି ଡ୍ୟାନ୍ସ ଦେଖି, ସେ ପୁରା ସୁସ୍ଥ ଥିବା ଅନୁମାନ କରାଯାଉଛି।

View this post on Instagram

A post shared by VarunDhawan (@varundvn)

ସୂଚନାଯୋଗ୍ୟ ଯେ,ଚଣ୍ଡିଗଡରେ ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ଶୁଟିଂ ବେଳେ ବରୁଣ ଧୱନ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ସହ ନୀତୁ କପୁର ଏବଂ ଫିଲ୍ମ ନିର୍ଦ୍ଦେଶକ ରାଜ ମେହେଟାଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । ଏହାପରେ ବରୁଣ ମୁମ୍ବାଇ ଫେରି ନିଜକୁ ଆଇସୋଲେଟ କରିଥିଲେ । ଚିକିତ୍ସା ପରେ ଏବେ ସେ କରୋନାରୁ ସୁସ୍ଥ ହୋଇ ଅପକମିଂ ଫିଲ୍ମ ‘କୁଲି ନମ୍ବର-୧’ର ପ୍ରମୋସନରେ ଲାଗିପଡିଛନ୍ତି । ଏଥିରେ ତାଙ୍କ ସହ ସାରା ଅଲ୍ଲି ଖାନ ଲିଡ ରୋଲରେ ଅଛନ୍ତି । ଆସନ୍ତା ଡିସେମ୍ବର ୨୫ ତାରିଖରେ ଫିଲ୍ମଟି ଓଟିଟି ପ୍ଳାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ।

ସେହିପରି ବରୁଣ ‘ଯୁଗ ଯୁଗ ଜିୟୋ’ର ଶୁଟିଂ ସେଟକୁ ମଧ୍ୟ ଫେରିଛନ୍ତି । ଏହି ଫିଲ୍ମରେ ତାଙ୍କ ସହ କିଆରା ଆଡଭାନୀ, ଅନୀଲ କପୁର, ନୀତୁ କପୁର ପ୍ରମୁଖ ଲିଡ ରୋଲରେ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story