Advertisment

ହାପି ବାର୍ଥ ଡ଼େ’ ବିଦ୍ୟା

ମୁମ୍ୱାଇ: ୩୮ ବର୍ଷରେ ପାଦ ଦେଇଛନ୍ତି ବଲିଉଡର ଡାର୍ଟି ଗାର୍ଲ ବିଦ୍ୟା ବାଲାନ୍।  ବି-ଟାଉନର ବହୁ ଅଭିନେତା,  ଅଭିନେତ୍ରୀ, ନିର୍ଦ୍ଦେଶକ ଓ ପ୍ରଯୋଜକ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ୧ ଜାନୁୟାରୀ ୧୯୭୮ ସେ କେରଳରେ ଜନ୍ମ ଗ୍ରହଣ କରିଥିଲେ। ୨୦୦୩ରେ ରିଲିଜ୍ ହୋଇଥିବା ବଙ୍ଗାଳୀ ଫିଲ୍ମ ‘ଭାଲୋ ଥାକେ’ରୁ ତାଙ୍କ ଫିଲ୍ମ କ୍ୟାରିୟର୍ ଆରମ୍ଭ କରିଥିଲେ। ୨୦୦୫ରେ ହିନ୍ଦୀ ଫିଲ୍ମ ‘ପରୀଣୀତା’ ଜରିଆରେ ସେ ବଲିଉଡରେ ପାଦ ଥାପିଥିଲେ। ଏହି ଫିଲ୍ମ ପାଇଁ ସେ ସର୍ବଶ୍ରେଷ୍ଠ […]

ଅଦ୍ୟତନ ହୋଇଛି
ହାପି ବାର୍ଥ ଡ଼େ’ ବିଦ୍ୟା

vidya

Advertisment

ମୁମ୍ୱାଇ: ୩୮ ବର୍ଷରେ ପାଦ ଦେଇଛନ୍ତି ବଲିଉଡର ଡାର୍ଟି ଗାର୍ଲ ବିଦ୍ୟା ବାଲାନ୍।  ବି-ଟାଉନର ବହୁ ଅଭିନେତା,  ଅଭିନେତ୍ରୀ, ନିର୍ଦ୍ଦେଶକ ଓ ପ୍ରଯୋଜକ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ୧ ଜାନୁୟାରୀ ୧୯୭୮ ସେ କେରଳରେ ଜନ୍ମ ଗ୍ରହଣ କରିଥିଲେ। ୨୦୦୩ରେ ରିଲିଜ୍ ହୋଇଥିବା ବଙ୍ଗାଳୀ ଫିଲ୍ମ ‘ଭାଲୋ ଥାକେ’ରୁ ତାଙ୍କ ଫିଲ୍ମ କ୍ୟାରିୟର୍ ଆରମ୍ଭ କରିଥିଲେ।

Advertisment

୨୦୦୫ରେ ହିନ୍ଦୀ ଫିଲ୍ମ ‘ପରୀଣୀତା’ ଜରିଆରେ ସେ ବଲିଉଡରେ ପାଦ ଥାପିଥିଲେ। ଏହି ଫିଲ୍ମ ପାଇଁ ସେ ସର୍ବଶ୍ରେଷ୍ଠ ଫିଲ୍ମ  ଫେୟାର ଆୱାର୍ଡ ପାଇଥିଲେ। ୨୦୦୬ରେ ସଞ୍ଚୟ ଦତ୍ତଙ୍କସହ ଫିଲ୍ମ ‘ଲଗେ ରହୋ ମୁନ୍ନା ଭାଇ’ରେ ତାଙ୍କୁ ଦେଖିବାକୁ ମିଳିଥିଲା।

ମଣିରତ୍ନଙ୍କ ଫିଲ୍ମ ‘ଗୁରୁ’ ରେ ସେ ଜଣେ ଭିନ୍ନକ୍ଷମ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରିଥିଲା। ‘ସଲାମ୍ –ଇ-ଇସ୍କ’, ‘ହେ ବେବି’ ଓ ‘ଭୁଲ୍ ଭୁଲୟା’ ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe