Advertisment

ବିରୁଷ୍କାଙ୍କ ସଫରରେ ନୂଆ ସାଥୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବେ ଭୁଟାନ୍‌ରେ ଛୁଟି କାଟୁଛନ୍ତି। ଦୁହିଁଙ୍କୁ ବୁଲାବୁଲି କରିବା ସମୟର କିଛି ଫଟୋ ଏବଂ ଭିଡ଼ିଓ ମଧ୍ୟ ଶେଆର କରିବାର ଦେଖିବାକୁ ମିଳିଛି। ନିକଟରେ ଅନୁଷ୍କା ଭୁଟାନ୍‌ରୁ ବିରାଟଙ୍କ ଜନ୍ମଦିନ ଦିନ ପୂଜା କରୁଥିବାର କିଛି ଫଟୋ ଶେଆର କରିଥିବା ବେଳେ ଗତ କାଲି  ମଧ୍ୟ ସେ କିଛି ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ଅନୁଷ୍କା କୋଳରେ କୁକୁରକୁ […]

author-image
Biswobandita Swain
ଅଦ୍ୟତନ ହୋଇଛି
ବିରୁଷ୍କାଙ୍କ ସଫରରେ ନୂଆ ସାଥୀ

vvv

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବେ ଭୁଟାନ୍‌ରେ ଛୁଟି କାଟୁଛନ୍ତି। ଦୁହିଁଙ୍କୁ ବୁଲାବୁଲି କରିବା ସମୟର କିଛି ଫଟୋ ଏବଂ ଭିଡ଼ିଓ ମଧ୍ୟ ଶେଆର କରିବାର ଦେଖିବାକୁ ମିଳିଛି। ନିକଟରେ ଅନୁଷ୍କା ଭୁଟାନ୍‌ରୁ ବିରାଟଙ୍କ ଜନ୍ମଦିନ ଦିନ ପୂଜା କରୁଥିବାର କିଛି ଫଟୋ ଶେଆର କରିଥିବା ବେଳେ ଗତ କାଲି  ମଧ୍ୟ ସେ କିଛି ଫଟୋ ଶେଆର କରିଛନ୍ତି।

Advertisment

ଏହି ଫଟୋରେ ଅନୁଷ୍କା କୋଳରେ କୁକୁରକୁ ଧରି ବସିବାର ଦେଖିବାକୁ ମିଳିଛି। କେବଳ ଅନୁଷ୍କା ନୁହନ୍ତି ବିରାଟ ମଧ୍ୟ କୁକୁରକୁ ଧରି ମଜାମସ୍ତି କରିବାର ଦେଖିବାକୁ ମିଳିଛି।

ଏହି ଫଟୋରେ ଫ୍ୟାନମନେ ତାଙ୍କୁ ଭୁଟାନ୍‌ରେ ନୂଆ ସାଥୀ ମିଳିଯାଇଥିବା କହିଛନ୍ତି।

ସୂଚନା ଅନୁଯାୟୀ, ଗତ କିଛିଦିନ ପୂର୍ବରୁ ଅନୁଷ୍କା ଏବଂ ବିରାଟ ଦୁହିଁଙ୍କୁ ଭୁଟାନ୍‌ର ଏକ ପରିବାର ସହ ଫଟୋ ଶେଆର କରିବାର ଦେଖିବାକୁ ମିଳିଥିଲା। ଏହି ପରିବାର ଲୋକେ ବିରାଟ ଅନୁଷ୍କାଙ୍କ ପରିଚୟ ନଜାଣି ଅତି ଆଦରର ସହ ଅତିଥି ଚର୍ଚ୍ଚା କରିବାର ଦେଖିବାକୁ ମିଳିଥିଲା।

Advertisment

https://www.instagram.com/p/B4rN2aFpzQ7/?utm_source=ig_web_copy_link