Advertisment

ବାଜି ମାରି ନେଲେ ବିଶାଲ୍‌

ମୁମ୍ବାଇ: ଟେଲିଭିଜନ୍‌ ରିଆଲିଟି ଶୋ’ ‘ଡ୍ୟାନ୍ସ ଦିୱାନେ-୨’ର ଗ୍ରାଣ୍ଡ ଫିନାଲେ ଗତକାଲି ସରିଯାଇଛି। ଆଉ ଏହି ସିଜିନ୍‌ର ବିଜେତା ହୋଇଛନ୍ତି ଜାମଶେଦପୁରର ବିଶାଲ୍‌ ସୋନକର। ଶୋ’କୁ ଅତିଥି ହୋଇ ଆସିଥିବା ସଲମାନ୍ ଖାନ୍‌ ବିଶାଲଙ୍କୁ ଟ୍ରଫି ସହ ପୁରସ୍କାର ରାଶିର ଚେକ୍‌ ପ୍ରଦାନ କରିଥିଲେ। Congratulations to the all rounder Vishal Sonkar from Generation 2. Hindustan ne inhe chuna hain #DanceDeewane2 ka champion.#SalmanOnDanceDeewane #DD2Finale Anytime on @justvoot@priyankachopra @BeingSalmanKhan […]

author-image
Chinmayee Roy
ଅଦ୍ୟତନ ହୋଇଛି
ବାଜି ମାରି ନେଲେ ବିଶାଲ୍‌

bishal

ମୁମ୍ବାଇ: ଟେଲିଭିଜନ୍‌ ରିଆଲିଟି ଶୋ’ ‘ଡ୍ୟାନ୍ସ ଦିୱାନେ-୨’ର ଗ୍ରାଣ୍ଡ ଫିନାଲେ ଗତକାଲି ସରିଯାଇଛି। ଆଉ ଏହି ସିଜିନ୍‌ର ବିଜେତା ହୋଇଛନ୍ତି ଜାମଶେଦପୁରର ବିଶାଲ୍‌ ସୋନକର। ଶୋ’କୁ ଅତିଥି ହୋଇ ଆସିଥିବା ସଲମାନ୍ ଖାନ୍‌ ବିଶାଲଙ୍କୁ ଟ୍ରଫି ସହ ପୁରସ୍କାର ରାଶିର ଚେକ୍‌ ପ୍ରଦାନ କରିଥିଲେ। publive-image

Advertisment

https://twitter.com/ColorsTV/status/1178002871700209664

ବିଶାଲଙ୍କୁ ପୁରସ୍କାର ରାଶି ବାବଦକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଶୋ’ରେ ବିଶାଲ୍‌ ଦ୍ୱିତୀୟ ଜେନେରେସନ୍‌ ଗ୍ରୁପ୍‌ର ଥିଲେ। ପୂରା ଶୋ’ରେ ବିଶାଲଙ୍କୁ ସବୁଠୁ ଅଧିକ ଭୋଟ୍‌ ମିଳିଥିଲା।

ଏହି ଶୋ’କୁ ଆସିବା ପୂର୍ବରୁ ବିଶାଲ୍‌ ଜାମଶେଦପୁରରେ ଘର ଘର ବୁଲି ଖାଦ୍ୟ ଡେଲିଭରି କରୁଥିଲେ। ସେ ଏହି ଶୋ'ରେ ତାଙ୍କ ମା’ଙ୍କ ସ୍ୱପ୍ନ ପୂରା କରିବାକୁ ଭାଗ ନେଇଥିଲେ। ବିଜେତା ଭାବେ ବିଶାଲଙ୍କ ନାଁ ଘୋଷଣା ହେବା ପରେ ତାଙ୍କ ମା’ ଭାବବିହ୍ୱଳ ହୋଇପଡ଼ିଥିଲେ।

Advertisment

https://www.instagram.com/p/B0U5zIqnGWq/?utm_source=ig_web_copy_link

ଗ୍ରାଣ୍ଡ ଫିନାଲେ ଏପିସୋଡ୍‌ରେ ପ୍ରତିଯୋଗୀମାନଙ୍କ ସହ ଶୋ’ର ଜଜ୍‌ମାନେ ଡ୍ୟାନ୍ସ କରିଥିଲେ। ତେବେ ଏହି ସନ୍ଧ୍ୟାର ସବୁଠୁ ଆକର୍ଷଣୀୟ ଥିଲା ଧକ୍ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ଡ୍ୟାନ୍ସ।

https://www.instagram.com/p/B2-5VJEAl9X/?utm_source=ig_web_copy_link

https://www.instagram.com/p/B28DGJonWAz/?utm_source=ig_web_copy_link