ଅଦ୍ୟତନ ହୋଇଛି
nishtha-sharma
Advertisment
ମୁମ୍ବାଇ: ରିଆଲିଟି ସୋ ‘ଦ ଭୟେସ ଇଣ୍ଡିଆ କିଡ୍ସ’ର ବିଜୟ ଟାଇଟଲ ହାସଲ କରିଛନ୍ତି ନିଷ୍ଠା ଶର୍ମା। ନିଷ୍ଠାଙ୍କୁ ସୋ ତରଫରୁ ୨୫ଲକ୍ଷ ଟଙ୍କା ଅର୍ଥ ରାଶି ସହ ୟୁନିଭର୍ସାଲ ଷ୍ଟୁଡିଓ ତରଫରୁ ରେକଡିଂର କଣ୍ଟ୍ରାକ୍ଟ ମଧ୍ୟ ମିଳିଛି।
Advertisment
ଉତ୍ତରପ୍ରଦେଶର ସୁଲତାନପୁରର ନିଷ୍ଠା ଟପ୍ ଥ୍ରୀ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ଦେଇଥିଲେ। ୨୫ଲକ୍ଷ ଟଙ୍କା ତାଙ୍କ ପାଇଁ ବହୁତ ଅଧିକ। ଏହି ଅର୍ଥରାଶିକୁ ନିଜ ପିତାଙ୍କ ଗୋଡର ଚିକିତ୍ସା ପାଇଁ ଖର୍ଚ୍ଚ କରିବେ ବୋଲି କହିଛନ୍ତି ନିଷ୍ଠା। ଦର୍ଶକଙ୍କ ଭୋଟରେ ଏତେ ବଡ଼ ବିଜୟ ହାସଲ କରିଥିବାରୁ ସେ ଟ୍ୱିଟର ମାଧ୍ୟମରେ ଦର୍ଶକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/10/maxresdefault3.jpg)