୩ଟି ଜିନିଷ ପ୍ରତି ଚୁଲ୍‌ବୁଲି ଭୂମିକାଙ୍କର ରହିଛି ଦୁର୍ବଳତା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଓଲିଉଡ ଅଭିନେତ୍ରୀ ଭୂମିକା ଦାସ । ବେଶ୍ ଚୁଲ୍‌ବୁଲି। ଦେଖିବାକୁ ଯେତେ ସୁନ୍ଦର ଅଭିନୟ ମଧ୍ୟ ସେତିକି ଆକର୍ଷଣାୟ  । ସେଥିପାଇଁ ତ ସେ କମ୍‌ ଦିନରେ ଓଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେଇସାରିଲେଣି। ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ଏହି ନାୟିକା ‘ତୁ ମୋ ଲଭ୍‌ ଷ୍ଟୋରୀ’ ମାଧ୍ୟମରେ ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ। ଏ ତ ଗଲା ଫିଲ୍ମ କଥା। ତେବେ ଗୋଟେ ସାଧାରଣ ଝିଅ ଭାବେ ଭୂମିକାଙ୍କର […]

moto-e6-review-7-640x640

moto-e6-review-7-640x640

Biswobandita Swain
  • Published: Tuesday, 30 July 2019
  • Updated: 30 July 2019, 04:27 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଓଲିଉଡ ଅଭିନେତ୍ରୀ ଭୂମିକା ଦାସ । ବେଶ୍ ଚୁଲ୍‌ବୁଲି। ଦେଖିବାକୁ ଯେତେ ସୁନ୍ଦର ଅଭିନୟ ମଧ୍ୟ ସେତିକି ଆକର୍ଷଣାୟ  । ସେଥିପାଇଁ ତ ସେ କମ୍‌ ଦିନରେ ଓଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେଇସାରିଲେଣି। ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ଏହି ନାୟିକା ‘ତୁ ମୋ ଲଭ୍‌ ଷ୍ଟୋରୀ’ ମାଧ୍ୟମରେ ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ। ଏ ତ ଗଲା ଫିଲ୍ମ କଥା।

ତେବେ ଗୋଟେ ସାଧାରଣ ଝିଅ ଭାବେ ଭୂମିକାଙ୍କର କିଛିଟା ଦୁର୍ବଳତା ରହିଛି। ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କର ୩ଟି ଦୁର୍ବଳତା ବିଷୟରେ ଜଣାଇଥିଲେ। ୩ଟି ଜିନିଷ ଯାହାକୁ ଛାଡି ରହିବା ତାଙ୍କ ପାଇଁ ମୁସ୍‌କିଲ୍‌ ବୋଲି ସେ କହିଥିଲେ।

ତେବେ ସେ ୩ଟି ଜିନିଷ କଣ ଆସନ୍ତୁ ଜାଣିବା।

୧)  ଓଡିଶି ନୃତ୍ୟ- ଭୁମିକା ଜଣେ ଓଡିଶୀ ଡ୍ୟାନ୍ସର। ପିଲାଦିନୁ ସେ ଓଡିଶୀ ନାଚି ଆସୁଛନ୍ତି। ବିଭିନ୍ନ ପ୍ରୋଗାମରେ ସେ  ନୃତ୍ୟ ପ୍ରଦର୍ଶନ କରି ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି। ଆଗକୁ ମଧ୍ୟ ସେ ଏହି ନୃତ୍ୟ ଜାରି ରଖିବେ ବୋଲି କହିଛନ୍ତି। ସେ କୁହନ୍ତି ଓଡିଶୀ ବିନା ମୁଁ ଅଧୁରା।

୨)  ଲିପ୍‌ଷ୍ଟିକ୍‌- ଭୂମିକାଙ୍କ କହିବା ଅନୁଯାୟୀ,  ମୁହଁରେ କିଛି ମେକଅପ୍‌ ନ ଥିଲେ ମଧ୍ୟ ଟିକେ ଲିପ୍‌ଷ୍ଟିକ ଲଗାଇଦେଲେ ମୁହଁ ସୁନ୍ଦର ଦିଶେ।

୩) ବହି-  ପାଖରେ ସବୁବେଳେ ବହି ଥିବା ଦରକାର। କାରଣ ଯଦି କିଛି କାମ ନଥିବ ତେବେ ବୋର୍‌ ହେବାଠୁ ବହି ଧରି ପଢିବା ଭଲ ବୋଲି କହିଛନ୍ତି ଏହି ଚୁଲ୍‌ବୁଲି ଅଭିନେତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story