ଦିବ୍ୟାଙ୍କ ଦୁଃଖ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଃଖ ଅନେକ ପ୍ରକାରର। ତେଣୁ ପ୍ରତ୍ୟେକ ମଣିଷ ଜୀବନରେ କିଛି ନା କିଛି ଦୁଃଖ ଥାଏ। ଆଉ ମଣିଷ ଟିକେ ଉଦାସ ହେଲେ ତାର ଅନ୍ତରଙ୍ଗ ବନ୍ଧୁଙ୍କୁ ଖୋଜେ। କାରଣ ବେଳେ ବେଳେ ଯେଉଁ କଥା ବାପାମା’, ଭାଇଭଉଣୀ, ସ୍ୱାମୀ ଅବା ସ୍ତ୍ରୀଙ୍କ ନିକଟରେ ପ୍ରକାଶ କରି ହୁଏ ନାହିଁ, ତାହା ଅନ୍ତରଙ୍ଗ ବନ୍ଧୁଙ୍କ ନିକଟରେ ପ୍ରକାଶ କରି ହୁଏ। ପ୍ରାୟ ସମସ୍ତଙ୍କ ଜୀବନରେ ଜଣେ ଜଣେ ଅନ୍ତରଙ୍ଗ ବନ୍ଧୁ ଥା’ନ୍ତି। କିନ୍ତୁ […]

op

op

Biswobandita Swain
  • Published: Sunday, 20 October 2019
  • Updated: 20 October 2019, 09:53 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଃଖ ଅନେକ ପ୍ରକାରର। ତେଣୁ ପ୍ରତ୍ୟେକ ମଣିଷ ଜୀବନରେ କିଛି ନା କିଛି ଦୁଃଖ ଥାଏ। ଆଉ ମଣିଷ ଟିକେ ଉଦାସ ହେଲେ ତାର ଅନ୍ତରଙ୍ଗ ବନ୍ଧୁଙ୍କୁ ଖୋଜେ। କାରଣ ବେଳେ ବେଳେ ଯେଉଁ କଥା ବାପାମା’, ଭାଇଭଉଣୀ, ସ୍ୱାମୀ ଅବା ସ୍ତ୍ରୀଙ୍କ ନିକଟରେ ପ୍ରକାଶ କରି ହୁଏ ନାହିଁ, ତାହା ଅନ୍ତରଙ୍ଗ ବନ୍ଧୁଙ୍କ ନିକଟରେ ପ୍ରକାଶ କରି ହୁଏ। ପ୍ରାୟ ସମସ୍ତଙ୍କ ଜୀବନରେ ଜଣେ ଜଣେ ଅନ୍ତରଙ୍ଗ ବନ୍ଧୁ ଥା’ନ୍ତି। କିନ୍ତୁ ଅଭିନେତ୍ରୀ ଦିବ୍ୟା ଦିଶାଙ୍କର ସେମିତି କେହି ଅନ୍ତରଙ୍ଗ ବନ୍ଧୁ ନାହାନ୍ତି। ତା’ହେଲେ କୌଣସି କାରଣରୁ ଦୁଃଖୀ ହେଲେ ସେ କ’ଣ କରନ୍ତି ବା କାହାକୁ ମନ କଥା କହନ୍ତି? 

ତରଙ୍ଗ ମ୍ୟୁଜିକ୍‌ର ଚାଟ୍‌ ଶୋ’ ‘ସିକ୍ରେଟ୍‌ ଷ୍ଟୋରିଜ୍‌ ଅଫ୍‌ ସେଲିବ୍ରେଟି’ରେ ଯୋଗ ଦେଇ ଦିବ୍ୟା ଏ ପ୍ରଶ୍ନର ଉତ୍ତର ଦେଇଥିଲେ। ସେ କହିଥିଲେ ଯେ ସେ ବି ନିଜ ଦୁଃଖ ଶେଆର୍ କରିବାକୁ ଚାହାନ୍ତି। ସେଥିପାଇଁ କେତେବେଳେ ଦୁଃଖୀ ହେଲେ ଫୋନ୍‌ର କଣ୍ଟାକ୍ଟ ଲିଷ୍ଟକୁ ଯା’ନ୍ତି ଓ ସେଭ୍‌ କରି ରଖିଥିବା ସବୁ ନମ୍ବରକୁ ଦେଖନ୍ତି। ଆଉ ସବୁ ନମ୍ବର ଦେଖିବା ପରେ ସେ ନିରାଶ ହୋଇଯା’ନ୍ତି। କାରଣ ସେ ସବୁ ନମ୍ବର ଭିତରୁ ଏମିତି ଜଣଙ୍କୁ ସେ ପାଆନ୍ତି ନାହିଁ, ଯିଏ କି ତାଙ୍କର ଅନ୍ତରଙ୍ଗ ହୋଇଥିବେ ଓ ତାଙ୍କୁ ସେ ନିଜ ଦୁଃଖ ଜଣାଇପାରିବେ। ଏହା ପରେ ସେ ଆହୁରି ଦୁଃଖୀ ହୋଇଯା’ନ୍ତି। ସେ ଏହା ଭାବି ଭାବି ଆହୁରି ଦୁଃଖୀ ହୋଇଯା’ନ୍ତି ଯେ ତାଙ୍କର କେହି ଭଲ ବନ୍ଧୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story