ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ଼ର ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ହେଉଛନ୍ତି ସ୍ୱୟମ ପାଢ଼ୀ। ସେ ଜଣେ ଇଞ୍ଜିନିୟର ମଧ୍ୟ। ସେ ଟିସିଏସରେ କାମ କରନ୍ତି। କିଛି ଲୋକ ସ୍ୱୟମଙ୍କ ଲୁକ୍ ପାଇଁ ତାଙ୍କୁ ଫିଲ୍ମରେ ହିରୋ ହେବା ପାଇଁ ମଧ୍ୟ ପରାମର୍ଶ ଦିଅନ୍ତି। ହେଲେ ତାଙ୍କ ଫିଟ୍ ଓ ସ୍ଲିମ୍ ଚେହେରା ପଛର ରହସ୍ୟ କ’ଣ ? ଅନେକ ଲୋକ ବିଭିନ୍ନ ସମୟରେ ତାଙ୍କୁ ଏହି ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଲକ୍ଡାଉନ୍ ଯୋଗୁ ସ୍ୱୟମ ଏବେ ଘରେ ଅଛନ୍ତି। ମଝିରେ ମଝିରେ ଇନ୍ଷ୍ଟାଗ୍ରାମ୍ରେ ଲାଇଭ୍ ଆସି ଫ୍ୟାନ୍ମାନଙ୍କ ସହିତ କଥା ହେଉଛନ୍ତି। ଘରେ ରହି ସେ ଗୀତ ଗାଇବା ସହ ରୋଷେଇ ମଧ୍ୟ କରୁଛନ୍ତି। ନିକଟ ପାମ୍ପଡ଼ ପୋଡ଼ି ସୋଶାଲ୍ ମିଡିଆରେ ଫଟୋ ଛାଡ଼ିଥିଲେ।
View this post on Instagram
This lock down has led me to this Bdw this is not Roti...papad it is 😝 #corona #lockdown #stayhome
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।