Advertisment

ସ୍ୱୟମଙ୍କ ଫିଟ୍‌ ଓ ସ୍ଲିମ୍‌ ଚେହେରା ପଛର ରହସ୍ୟ କ’ଣ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ଼ର ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ହେଉଛନ୍ତି ସ୍ୱୟମ ପାଢ଼ୀ। ସେ ଜଣେ ଇଞ୍ଜିନିୟର ମଧ୍ୟ। ସେ ଟିସିଏସରେ କାମ କରନ୍ତି। କିଛି ଲୋକ ସ୍ୱୟମଙ୍କ ଲୁକ୍‌ ପାଇଁ ତାଙ୍କୁ ଫିଲ୍ମରେ ହିରୋ ହେବା ପାଇଁ ମଧ୍ୟ ପରାମର୍ଶ ଦିଅନ୍ତି। ହେଲେ ତାଙ୍କ ଫିଟ୍ ଓ ସ୍ଲିମ୍ ଚେହେରା ପଛର ରହସ୍ୟ କ’ଣ ? ଅନେକ ଲୋକ ବିଭିନ୍ନ ସମୟରେ ତାଙ୍କୁ ଏହି ପ୍ରଶ୍ନ କରିଛନ୍ତି। ନିକଟରେ ସ୍ୱୟମ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେଆର୍ […]

ଅଦ୍ୟତନ ହୋଇଛି
ସ୍ୱୟମଙ୍କ ଫିଟ୍‌ ଓ ସ୍ଲିମ୍‌ ଚେହେରା ପଛର ରହସ୍ୟ କ’ଣ ?

swayam

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ଼ର ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ହେଉଛନ୍ତି ସ୍ୱୟମ ପାଢ଼ୀ। ସେ ଜଣେ ଇଞ୍ଜିନିୟର ମଧ୍ୟ। ସେ ଟିସିଏସରେ କାମ କରନ୍ତି। କିଛି ଲୋକ ସ୍ୱୟମଙ୍କ ଲୁକ୍‌ ପାଇଁ ତାଙ୍କୁ ଫିଲ୍ମରେ ହିରୋ ହେବା ପାଇଁ ମଧ୍ୟ ପରାମର୍ଶ ଦିଅନ୍ତି। ହେଲେ ତାଙ୍କ ଫିଟ୍ ଓ ସ୍ଲିମ୍ ଚେହେରା ପଛର ରହସ୍ୟ କ’ଣ ? ଅନେକ ଲୋକ ବିଭିନ୍ନ ସମୟରେ ତାଙ୍କୁ ଏହି ପ୍ରଶ୍ନ କରିଛନ୍ତି।

Advertisment
ନିକଟରେ ସ୍ୱୟମ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେଆର୍ କରି ଏହାର ଉତ୍ତର ଦେଇଛନ୍ତି।  ସେ କହିଛନ୍ତି, ମୁଁ ଜଳଖିଆରେ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ଖାଏ। ଆଉ ମଧ୍ୟାହ୍ନ ଭୋଜନ ଓ ରାତି ଖାଇବାରେ ସେମିତି କିଛି ସ୍ୱତନ୍ତ୍ର ଇଚ୍ଛା ରଖେନି। ପେଟ ପୂରା ଖାଇବା ସହ ବ୍ୟାୟାମ କରେ। ନିଜକୁ ସବୁବେଳେ ସକ୍ରିୟ ରଖିବାକୁ ଚେଷ୍ଟା କରେ।
https://www.instagram.com/p/B-O6gpcJok4/?igshid=3wlqo1h6tni8

ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ଯୋଗୁ ସ୍ୱୟମ ଏବେ ଘରେ ଅଛନ୍ତି। ମଝିରେ ମଝିରେ ଇନ୍‌ଷ୍ଟାଗ୍ରାମ୍‌ରେ ଲାଇଭ୍ ଆସି ଫ୍ୟାନ୍‌ମାନଙ୍କ ସହିତ କଥା ହେଉଛନ୍ତି। ଘରେ ରହି ସେ ଗୀତ ଗାଇବା ସହ ରୋଷେଇ ମଧ୍ୟ କରୁଛନ୍ତି। ନିକଟ ପାମ୍ପଡ଼ ପୋଡ଼ି ସୋଶାଲ୍ ମିଡିଆରେ ଫଟୋ ଛାଡ଼ିଥିଲେ।

View this post on Instagram

This lock down has led me to this Bdw this is not Roti...papad it is 😝 #corona #lockdown #stayhome

A post shared by Swayam Pravash Padhi (@swayampravashpadhi_official) on Mar 26, 2020 at 6:48am PDT

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe