ନିଜକୁ ‘ଜିରୋ’ ବା ଲୁଜର ବୋଲି ଅନୁଭବ କରନ୍ତି କିଙ୍ଗ୍‌ ଖାନ୍‌

ମୁମ୍ବାଇ:  ‘ଜିରୋ’ ଏହି ଶବ୍ଦଟିର ଅର୍ଥ ଲୁଜ୍‌ର ବା ହାରିଯାଇଥିବା ମଣିଷ। ଆଉ କଥାରେ ଅଛି ଜିରୋରୁ ହିଁ ମଣିଷ ହିରୋ ହୁଏ। ପ୍ରତ୍ୟେକଟି ମଣିଷ ଦିନେ ନା ଦିନେ ହାରିଛି। ଆଉ ସେହି ହାରିବା ତାକୁ ସଫଳତାର ଶିଖରରେ ପହଞ୍ଚାଇଛି। ଆଜ୍ଞା ହଁ ଏମିତି ସବୁ କହିବାର ଅର୍ଥ ହେଉଛି ବଲିଉଡ୍‌ର ବାଦ୍‌ଶାହ ଶାହାରୁକ୍‌ ବି ନିଜକୁ ଜିରୋ ବୋଲି ଅନୁଭବ କରନ୍ତି। ଏକଥା ସେ ନିଜେ ତାଙ୍କ ଫିଲ୍ମ ‘ଜିରୋ’ର ଲଞ୍ଚ ପାର୍ଟିରେ କହିଛନ୍ତି। […]

bb

bb

Mihir Pattnayak
  • Published: Saturday, 03 November 2018
  • Updated: 03 November 2018, 04:15 PM IST

ମୁମ୍ବାଇ:  ‘ଜିରୋ’ ଏହି ଶବ୍ଦଟିର ଅର୍ଥ ଲୁଜ୍‌ର ବା ହାରିଯାଇଥିବା ମଣିଷ। ଆଉ କଥାରେ ଅଛି ଜିରୋରୁ ହିଁ ମଣିଷ ହିରୋ ହୁଏ। ପ୍ରତ୍ୟେକଟି ମଣିଷ ଦିନେ ନା ଦିନେ ହାରିଛି। ଆଉ ସେହି ହାରିବା ତାକୁ ସଫଳତାର ଶିଖରରେ ପହଞ୍ଚାଇଛି।

ଆଜ୍ଞା ହଁ ଏମିତି ସବୁ କହିବାର ଅର୍ଥ ହେଉଛି ବଲିଉଡ୍‌ର ବାଦ୍‌ଶାହ ଶାହାରୁକ୍‌ ବି ନିଜକୁ ଜିରୋ ବୋଲି ଅନୁଭବ କରନ୍ତି। ଏକଥା ସେ ନିଜେ ତାଙ୍କ ଫିଲ୍ମ ‘ଜିରୋ’ର ଲଞ୍ଚ ପାର୍ଟିରେ କହିଛନ୍ତି।

ଅକ୍ଟୋବର ୨ ତାରିଖ ତାଙ୍କ ଜନ୍ମ ଦିନ ଅବସରରେ ଫିଲ୍ମ ‘ଜିରୋ’ର ଟ୍ରେଲର ରିଲିଜ୍‌ କରାଯାଇଥିଲା। ଟ୍ରେଲରର ଲଞ୍ଚ୍‌ ପାର୍ଟିରେ କିଙ୍ଗ ଖାନ୍‌ଙ୍କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା।  ସେହି ପାର୍ଟିରେ ଶାହାରୁଖ୍‌ଙ୍କୁ ପଚରା ଯାଇଥିବା କିଛି ପ୍ରଶ୍ନଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା ଯେ, ସେ ଶେଷଥର ପାଇଁ କେବେ ନିଜକୁ ‘ଜିରୋ’ ବା ଲୁଜର ଅନୁଭବ କରିଥିଲେ।

ଏହାର ଉତ୍ତର ଶାହାରୁଖ୍‌ ଖୁବ୍‌ ମଜାଦାର ଢଙ୍ଗରେ ଦେଇଥିଲେ। ସେ କହିଥିଲେ, ‘‘ମୁଁ ସବୁବେଳେ ନିଜକୁ ଲୁଜର ଫିଲ୍ କରେ। ନିକଟରେ ମୁଁ ସାଙ୍ଗ ଆମୀରଙ୍କୁ ଭେଟିଥିଲି। ସେ ବି ମୋତେ କହିଥିଲେ, ତୁ ଏମିତି କାହିଁକି ଭାବୁଛୁ। ତା’ପରେ ମୋତେ ପଛରେ ଜଣାପଡ଼ିଲା ଯେ, ସେ ବି ମୋ ଭଳି ଅନୁଭବ କରୁଛନ୍ତି। ବାସ୍ତବରେ ଆମେ ସମସ୍ତେ କେବେନା  କେବେ ନିଜକୁ ‘ଜିରୋ’ ଭଳି ଅନୁଭବ କରିଥାଉ। ଏ କଥା ସତ।’’

ଶାହାରୁଖ୍‌ ଆହୁରି କହିଥିଲେ, ଥରେ ମୁଁ ମୋ ପୁଅ ଅବ୍‌ରାମ୍‌ଙ୍କୁ ମୋ ପାଖରେ ବସିବାକୁ କହିଲି। କିନ୍ତୁ ସେ ବସି ନ ଥିଲା। ମୋ ମନରେ ଏମିତି କଥା ଆସିଲା ଯେ, ସେ ଏମିତି କାହିଁକି କଲେ। ଏହାକୁ ନେଇ ମୋ ମନରେ ଆହୁରି ଅନେକ ପ୍ରଶ୍ନ ଉଙ୍କି ମାରିଥିଲା।  କ’ଣ ମୁଁ ଭଲ ବାପା ନୁହେଁ। ନା ମୁଁ ତାଙ୍କୁ ସମୟ ଦେଇ ପାରୁନି। ସେତେବେଳେ ମୁଁ ମୋ ନିଜକୁ ଖୁବ୍‌ ଲୁଜର  ବା ହାରାସ୍‌ ଅନୁଭବ କରିଥିଲି। କିନ୍ତୁ ଗୌରୀ ମୋତେ ବୁଝାଇଥିଲେ ଯେ, ମୁଁ ସବୁ କଥାରେ ଏମିତି ହିଁ ଅନୁଭବ କରେ। ଏଇଟା ସାଧାରଣ କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story