Advertisment

ଅଭିନେତା ସାଗର ଓରଫ ରାମ୍ କାହିଁକି ଚିହିଁକି ଉଠିଲେ?

ସାଗରଙ୍କ ଗୋଡ଼ ରକ୍ତ ମୁଣ୍ଡକୁ ଉଠିଗଲା....।

author-image
Jitendra Garnayak

କୋଲକାତାର ଅଭୟାଙ୍କ କଥା ଶୁଣିବା କ୍ଷଣି ଚିହିଁକି ଉଠିଲେ ଲୋକପ୍ରିୟ ଅଭିନେତା ସାଗର ମହାନ୍ତି।  ଗୋଡ଼ ରକ୍ତ ମୁଣ୍ଡକୁ ଉଠିଗଲା। ତା ପରେ ଯାହା କହିଲେ, ଶୁଣିଲେ ଆପଣ ବି ତାଜୁବ ହେବେ।

Advertisment