ଏଥିପାଇଁ ବଲିଉଡ୍‌ର ନୂଆ ଚେହେରାକୁ ଲଞ୍ଚ କରନ୍ତି ଭାଇଜାନ୍‌

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲ୍‌ମାନ୍‌ ଖାନ୍‌ଙ୍କୁ ବଲିଉଡ୍‌ର ଗଡ୍‌ଫାଦର କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ବଲିଉଡ୍‌ ଅନେକ ନୂଆ ଚେହେରାକୁ ସୁଯୋଗ ଦେଇଛନ୍ତି। ଜରିନ୍‌ ଖାନ୍‌, ସ୍ନେହା ଉଲାଲ୍‌, ଡେଜି ଶାହ ଓ ସୁରଜ ପାଞ୍ଚୋଲୀଙ୍କ ପରି ଅନେକଙ୍କୁ ସଲ୍‌ମାନ୍‌ ବଲିଉଡ୍‌ ଏଣ୍ଟ୍ରି କରାଇଛନ୍ତି। ଏବେ ପାଳି ପଡ଼ିଛି ତାଙ୍କ ଭିଣୋଇ ଆୟୁଶ୍‌ ଖର୍ମା ଓ ଭରିନା ହୁସୈନ୍‌ଙ୍କର। ଏମାନଙ୍କୁ ସଲମାନ୍‌ ତାଙ୍କ ଅପ୍‌କମିଂ ଫିଲ୍ମ ‘ଲଭ୍‌ ରାତ୍ରୀ’ରେ ସୁଯୋଗ ଦେଇଛନ୍ତି। ଏମାନଙ୍କ ବଲିଉଡ୍‌ ଏଣ୍ଟ୍ରି […]

salmaan

salmaan

Rakesh Mallick
  • Published: Tuesday, 02 October 2018
  • Updated: 02 October 2018, 09:16 AM IST

Sports

Latest News

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲ୍‌ମାନ୍‌ ଖାନ୍‌ଙ୍କୁ ବଲିଉଡ୍‌ର ଗଡ୍‌ଫାଦର କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ବଲିଉଡ୍‌ ଅନେକ ନୂଆ ଚେହେରାକୁ ସୁଯୋଗ ଦେଇଛନ୍ତି। ଜରିନ୍‌ ଖାନ୍‌, ସ୍ନେହା ଉଲାଲ୍‌, ଡେଜି ଶାହ ଓ ସୁରଜ ପାଞ୍ଚୋଲୀଙ୍କ ପରି ଅନେକଙ୍କୁ ସଲ୍‌ମାନ୍‌ ବଲିଉଡ୍‌ ଏଣ୍ଟ୍ରି କରାଇଛନ୍ତି।
ଏବେ ପାଳି ପଡ଼ିଛି ତାଙ୍କ ଭିଣୋଇ ଆୟୁଶ୍‌ ଖର୍ମା ଓ ଭରିନା ହୁସୈନ୍‌ଙ୍କର। ଏମାନଙ୍କୁ ସଲମାନ୍‌ ତାଙ୍କ ଅପ୍‌କମିଂ ଫିଲ୍ମ ‘ଲଭ୍‌ ରାତ୍ରୀ’ରେ ସୁଯୋଗ ଦେଇଛନ୍ତି। ଏମାନଙ୍କ ବଲିଉଡ୍‌ ଏଣ୍ଟ୍ରି ବିଷୟରେ ମଧ୍ୟ ସଲମାନ୍‌ କହିଛନ୍ତି।

[caption id="attachment_282669" align="aligncenter" width="750"]salman Image Credit - Koimoi[/caption]

ସଲ୍‌ମାନଙ୍କୁ ଏ ବିଷୟରେ ପଚରାଯିବାରୁ ସେ କହିଛନ୍ତି, ‘‘ଏହି ଫର୍ମୁଲା ବା ଟ୍ରେଣ୍ଡସ୍‌ ସବୁବେଳେ ଚାଲି ଆସୁଛି ଓ ଜାରି ରହିବ। ଯେତେବେଳେ ମୁଁ ନୂଆ ଥିଲି, ମୋତେ ବି ଜଣେ ଲଞ୍ଚ କରାଯାଇଥିଲା। ଆଉ ମୋତେ ମୋ ଟ୍ୟାଲେଣ୍ଟ୍‌ ଦେଖାଇବାକୁ ସୁଯୋଗ ଦିଆଯାଇଥିଲା। ଆଉ ଏବେ ମୁଁ ଏକ ଏହି କ୍ଷେତ୍ରରେ ଷ୍ଟେବଲ୍‌ ହୋଇ ସାରିଲିଣି। ତେଣୁ ଏବେ ମୋ ପାଳି, ନୂଆ ପିଢ଼ିଙ୍କ ଭିତରେ ଥିବା ଟ୍ୟାଲେଣ୍ଟଙ୍କୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କ ସୁଯୋଗ ଦେବା।
ସୂଚନାଯୋଗ୍ୟ ଯେ, ଏବେ ସଲ୍‌ମାନ୍‌ ତାଙ୍କ ଆଗାମୀ ଫିଲ୍ମ ‘ଭାରତ’ ଓ ନିଜେ ପ୍ରଯୋଜନାରେ ନିର୍ମାଣ କରୁଥିବା ଫିଲ୍ମ ‘ଲଭ୍‌ ୟାତ୍ରୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story