‘ବିଗ୍‌ ବସ୍‌’ରେ ଏତେ ବିଳମ୍ବରେ କାହିଁକି ଏଣ୍ଟ୍ରି କଲେ ବିଶାଲ୍

ମୁମ୍ବାଇ: ସବୁ ସିଜିନ୍‌ରେ ହାଇ ଟିଆର୍‌ପିକୁ ନିଜ ନାଁରେ କରି ପାରୁଥିବା ‘ବିଗ୍‌ ବସ୍‌’ ଏଥର କିନ୍ତୁ ଏହି ରେସ୍‌ରେ ପଛେଇ ଯାଇଛି। ଚଳିତ ସିଜିନ୍‌ ଆଶା ମୁତାବକ ହିଟ୍‌ ହୋଇପାରିନାହିଁ। ତେଣୁ ନିର୍ମାତା ଶୋ’ର ଟିଆର୍‌ପି ବଢ଼ାଇବା ପାଇଁ ଆପ୍ରାଣ ଉଦ୍ୟମ ଚଲାଇଛନ୍ତି। ନିକଟରେ ଶୋ’ରେ ୬ ଜଣ ୱାଇଲ୍ଡ କାର୍ଡ଼ ପ୍ରତିଯୋଗୀଙ୍କର ଏଣ୍ଟ୍ରି ହୋଇଥିଲା। ଆଉ ଏବେ ପୁଣି ‘ନଚ୍‌ ବଲିୟେ’ର ଲୋକପ୍ରିୟ ପ୍ରତିଯୋଗୀ ବିଶାଲ୍ ଆଦିତ୍ୟ ସିଂହଙ୍କର ଏଣ୍ଟ୍ରି ହୋଇଛି। https://www.instagram.com/tv/B4ryZW_gFnt/?utm_source=ig_web_copy_link ବିଶାଲ୍‌ ଶୋ’ରେ […]

vishal

vishal

Chinmayee Roy
  • Published: Tuesday, 12 November 2019
  • Updated: 12 November 2019, 01:39 PM IST

ମୁମ୍ବାଇ: ସବୁ ସିଜିନ୍‌ରେ ହାଇ ଟିଆର୍‌ପିକୁ ନିଜ ନାଁରେ କରି ପାରୁଥିବା ବିଗ୍‌ ବସ୍‌ଏଥର କିନ୍ତୁ ଏହି ରେସ୍‌ରେ ପଛେଇ ଯାଇଛି। ଚଳିତ ସିଜିନ୍‌ ଆଶା ମୁତାବକ ହିଟ୍‌ ହୋଇପାରିନାହିଁ। ତେଣୁ ନିର୍ମାତା ଶୋର ଟିଆର୍‌ପି ବଢ଼ାଇବା ପାଇଁ ଆପ୍ରାଣ ଉଦ୍ୟମ ଚଲାଇଛନ୍ତି। ନିକଟରେ ଶୋରେ ୬ ଜଣ ୱାଇଲ୍ଡ କାର୍ଡ଼ ପ୍ରତିଯୋଗୀଙ୍କର ଏଣ୍ଟ୍ରି ହୋଇଥିଲା। ଆଉ ଏବେ ପୁଣି ନଚ୍‌ ବଲିୟେର ଲୋକପ୍ରିୟ ପ୍ରତିଯୋଗୀ ବିଶାଲ୍ ଆଦିତ୍ୟ ସିଂହଙ୍କର ଏଣ୍ଟ୍ରି ହୋଇଛି।

https://www.instagram.com/tv/B4ryZW_gFnt/?utm_source=ig_web_copy_link

ବିଶାଲ୍‌ ଶୋରେ ଏଣ୍ଟ୍ରି କରିଥିବାରୁ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ଖୁସି ଅଛନ୍ତି। କିନ୍ତୁ ସେ ବିଳମ୍ବରେ ଏଣ୍ଟ୍ରି କଲେ ବୋଲି ଫ୍ୟାନ୍‌ମାନେ ମନ ଖରାପ କରିଛନ୍ତି। ତେବେ ଏହାର କାରଣ ସାମ୍ନାକୁ ଆସିଯାଇଛି। ନଚ୍ ବଲିୟେରେ ବିଶାଲଙ୍କ ଦମଦାର୍‌ ପର୍ସନାଲିଟି ଦେଖି ବିଗ୍‌ ବସ୍‌ର ନିର୍ମାତା ତାଙ୍କୁ ପ୍ରଥମରୁ ନେବାକୁ ଚାହୁଁଥିଲେ। ହେଲେ ସେ ଅଧାରୁ ନଚ୍‌ ବଲିୟେ ଛାଡ଼ିବାକୁ ଚାହୁଁ ନଥିଲେ। ତେଣୁ ନଚ୍‌ ବଲିୟେସରିବା ପରେ ୱାଇଲ୍ଡ କାର୍ଡ଼ ପ୍ରତିଯୋଗୀ ଭାବେ ତାଙ୍କୁ ‘ବିଗ୍ ବସ୍‌’ରେ ଏଣ୍ଟ୍ରି କରାଯାଇଛି। 

https://www.instagram.com/p/B4rKupWCsnk/?utm_source=ig_web_copy_link

ବିଶାଲ୍‌ ଅନ୍ୟ ୬ ଜଣ ୱାଇଲ୍ଡ କାର୍ଡ଼ ପ୍ରତିଯୋଗୀଙ୍କ ସହ ନଭେମ୍ବର ୨ରେ ‘ବିଗ୍ ବସ୍‌’ରେ ଏଣ୍ଟ୍ରି କରିଥା’ନ୍ତେ। ହେଲେ ନଚ୍‌ ବଲିୟେରେ ତାଙ୍କର ପାର୍ଟନର୍ ତଥା ପ୍ରଥମ ପତ୍ନୀ ମଧୁରିମାଙ୍କ ସହ ହୋଇଥିବା କଳିଝଗଡ଼ା ଯୋଗୁ ସେ ମାନସିକ ଚାପରେ ଥିଲେ। ତେଣୁ ସେ ଶୋର ନିର୍ମାତାଙ୍କୁ କିଛି ଦିନ ବ୍ରେକ୍‌ ମାଗିଥିଲେ। ନିର୍ମାତା ମଧ୍ୟ ଏଥିରେ ରାଜି ହୋଇଥିଲେ। ସେଥିପାଇଁ ସପ୍ତାହେ ପରେ ନଭେମ୍ବର ୯ରେ ବିଶାଲ୍‌ ‘ବିଗ୍‌ ବସ୍‌’ରେ ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story