Advertisment

ଏମିତି କରିବାକୁ ନାପସନ୍ଦ କରୁଥିଲେ ପତ୍ନୀ, ଖୋଲି କହିଲେ ଆୟୁଷ୍ମାନ

ମୁମ୍ବାଇ(ଓଡ଼ିଶା ରିପୋର୍ଟର):  “ନା, ଏଣିକି ଆଉ ନୁହେଁ।  ପୂରା ବନ୍ଦ।” ପତ୍ନୀଙ୍କ ଏମିତି ତାଗିଦ୍‌ ପରେ ‘ବିକ୍କି ଡୋନର’ ଅୟୁଷ୍ମାନଙ୍କୁ ଆଉ ଅନ୍‌ ସ୍କ୍ରିନ୍‌ ଚୁମ୍ବନ ଦେଉଥିବା ଦେଖିବାକୁ ମିଳି ନ ଥିଲା। ହେଲେ ଏହାର କାରଣ ସମ୍ପର୍କରେ ନିଜେ ଖୋଲି କହିଛନ୍ତି ଏହି ହ୍ୟାଣ୍ଡସମ୍‌ ଅଭିନେତା। ତାଙ୍କ ମତରେ ପତ୍ନୀ ତାହିରା କଶ୍ୟପ୍‌ଙ୍କୁ ତାଙ୍କ ଚୁମ୍ବନ ମାରିବା ଦୃଶ୍ୟ ଆଦୌ ଭଲ ଲାଗେନି। ‘ବିକ୍କି ଡୋନର’ ଚଳଚ୍ଚିତ୍ର ବେଳେ ଅଭିନେତ୍ରୀ ୟାମୀ ଗୌତମଙ୍କୁ ଆୟୁଷ୍ମାନ ଚୁମ୍ବନ […]

ଅଦ୍ୟତନ ହୋଇଛି
ଏମିତି କରିବାକୁ ନାପସନ୍ଦ କରୁଥିଲେ ପତ୍ନୀ, ଖୋଲି କହିଲେ ଆୟୁଷ୍ମାନ

ayushman

Advertisment

ମୁମ୍ବାଇ(ଓଡ଼ିଶା ରିପୋର୍ଟର):  “ନା, ଏଣିକି ଆଉ ନୁହେଁ।  ପୂରା ବନ୍ଦ।” ପତ୍ନୀଙ୍କ ଏମିତି ତାଗିଦ୍‌ ପରେ ‘ବିକ୍କି ଡୋନର’ ଅୟୁଷ୍ମାନଙ୍କୁ ଆଉ ଅନ୍‌ ସ୍କ୍ରିନ୍‌ ଚୁମ୍ବନ ଦେଉଥିବା ଦେଖିବାକୁ ମିଳି ନ ଥିଲା। ହେଲେ ଏହାର କାରଣ ସମ୍ପର୍କରେ ନିଜେ ଖୋଲି କହିଛନ୍ତି ଏହି ହ୍ୟାଣ୍ଡସମ୍‌ ଅଭିନେତା।

Advertisment

ତାଙ୍କ ମତରେ ପତ୍ନୀ ତାହିରା କଶ୍ୟପ୍‌ଙ୍କୁ ତାଙ୍କ ଚୁମ୍ବନ ମାରିବା ଦୃଶ୍ୟ ଆଦୌ ଭଲ ଲାଗେନି। ‘ବିକ୍କି ଡୋନର’ ଚଳଚ୍ଚିତ୍ର ବେଳେ ଅଭିନେତ୍ରୀ ୟାମୀ ଗୌତମଙ୍କୁ ଆୟୁଷ୍ମାନ ଚୁମ୍ବନ ଦେଉଥିବା ଦୃଶ୍ୟ ରହିଥିଲା। ଯାହାକୁ ଦେଖିବା ପରେ ତାହିରା ଅପ୍‌ସେଟ୍‌ ହୋଇ ଯାଇଥିଲେ। ଆଉ ସ୍ୱାମୀଙ୍କୁ ଏମିତି ଦୃଶ୍ୟରେ ଅଭିନୟ କରିବାକୁ ମନା କରିଥିଲେ।

[caption id="attachment_277433" align="alignnone" width="750"]ayush image credit-aajtak[/caption]

Advertisment

ସମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଆୟୁଷ୍ମାନ ଏହା କହିବା ସହ ଏବେ ଆଉ କୌଣସି ପ୍ରତିବନ୍ଧନ ନ ଥିବା କହିଛନ୍ତି। ତାଙ୍କ ମତରେ ପିତ୍ନୀ ତାହିରା ଏବେ ମ୍ୟାଚୁଅଡ୍‌ ହୋଇଗଲେଣି। ଏଣୁ ଆଗଭଳି ଏମିତି ଦୃଶ୍ୟ କରିବାକୁ ଗଲେ ସେ କୌଣସି ଆପତ୍ତି ଉଠାଇବେ ନାହିଁ ବୋଲି କହିଛନ୍ତି।

ଆକୟୁଷ୍ମାନ୍‌ କହିଛନ୍ତି, ତାହିରା ବି ଜଣେ କଳାକାର । ଯେତେବେଳେ ମୁଁ ତାଙ୍କୁ ବିବାହ କରିଥିଲି ସେ ସେତେଟା ମ୍ୟାଚ୍ୟୁଅଡ୍‌ ନ ଥିଲେ।

ଫିଲ୍ମ ‘ବିକ୍କି ଡୋନର’ ପରେ ସବୁ ବଲିଉଡ୍‌ ନିର୍ଦ୍ଦେଶକ ଆୟୁଷ୍ମାନ୍‌ ଖୁରାନାଙ୍କୁ ନିଜ ଫିଲ୍ମରେ ସାଇନ୍‌ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଏହି କାରଣରୁ ଅନେକ ଫିଲ୍ମ ତାଙ୍କ ହାତରୁ ଯାଇଛି।  ଗୋଟିଏ ପଟେ  ତାଙ୍କର ଇଣ୍ଡଷ୍ଟ୍ରିରେ ଧମାକେଦାର୍‌ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ  ତାଙ୍କ ପର୍ସନାଲ୍‌ ଲାଇଫ୍‌ରେ ମତାନ୍ତର ଢେର କିଛିଦିନ ଚର୍ଚ୍ଚାର ବିଷୟ ହୋଇଥିଲେ। କିନ୍ତୁ ଏବେ ତାଙ୍କ ଜୀବନରେ ସବୁ ଠିକ୍‌ ଚାଲିଛି। ସେ ଗୋଟିଏ ପରେ ଗୋଟିଏ ସଫଳତାର ସିଢ଼ି ଚଢ଼ି ଚଢ଼ି ଯାଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe