ପୁଣି ଚର୍ଚ୍ଚାରେ ଗଜନୀ

ମୁମ୍ବାଇ: ମାର୍ଚ୍ଚ ୧୪ ତାରିଖ ହେଉଛି ଆମୀର ଖାନ୍‌ଙ୍କ ଜନ୍ମଦିନ। ତେବେ ତା’ ପୂର୍ବରୁ ଏକ ଆଲୋଚନା ଜୋର ଧରିଛି। କୁହାଯାଉଛି, ୨୦୦୮ରେ ରିଲିଜ୍ ହୋଇଥିବା ହିଟ୍ ଫିଲ୍ମ ’ଗଜନୀ’ର ସିକ୍ୱେଲ୍ ତିଆରି ହେବ। ଆଉ ଏଥିରେ ପୁଣି ଆମୀରଙ୍କୁ ଦେଖିବାକୁ ମିଳିବ। ସେ ତାଙ୍କ ଜନ୍ମଦିନରେ ଏ ବିଷୟରେ ଘୋଷଣା କରିପାରନ୍ତି। Blame it on #Ghajini! 🙈 @aamir_khan pic.twitter.com/9hZsecHgaa — Reliance Entertainment (@RelianceEnt) March 10, 2020 ଏଭଳି ଚର୍ଚ୍ଚାର ସୂତ୍ରପାତ […]

aamir

aamir

Chinmayee Roy
  • Published: Thursday, 12 March 2020
  • Updated: 12 March 2020, 01:51 PM IST

ମୁମ୍ବାଇ: ମାର୍ଚ୍ଚ ୧୪ ତାରିଖ ହେଉଛି ଆମୀର ଖାନ୍‌ଙ୍କ ଜନ୍ମଦିନ। ତେବେ ତା’ ପୂର୍ବରୁ ଏକ ଆଲୋଚନା ଜୋର ଧରିଛି। କୁହାଯାଉଛି, ୨୦୦୮ରେ ରିଲିଜ୍ ହୋଇଥିବା ହିଟ୍ ଫିଲ୍ମ ’ଗଜନୀ’ର ସିକ୍ୱେଲ୍ ତିଆରି ହେବ। ଆଉ ଏଥିରେ ପୁଣି ଆମୀରଙ୍କୁ ଦେଖିବାକୁ ମିଳିବ। ସେ ତାଙ୍କ ଜନ୍ମଦିନରେ ଏ ବିଷୟରେ ଘୋଷଣା କରିପାରନ୍ତି।

https://twitter.com/RelianceEnt/status/1237388614184472579?s=20

ଏଭଳି ଚର୍ଚ୍ଚାର ସୂତ୍ରପାତ ହୋଇଛି ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟର ଏକ ଟ୍ୱିଟ୍‌ରୁ। ଏହାର ଅଫିସିଆଲ୍‌ ଟ୍ୱିଟର ଏକାଉଣ୍ଟରେ ଦୁଇ ଦିନ ତଳେ ଅର୍ଥାତ୍ ୧୦ ତାରିଖରେ ହୋଇଥିବା ଏକ ପୋଷ୍ଟରେ ‘ଗଜନୀ’ ଲେଖାଅଛି। ଏଥିରେ ଲେଖା ହୋଇଛି- ‘ଏହି ପୋଷ୍ଟଟି ବୋଧହୁଏ ଗଜନୀ ବିଷୟରେ ଥିଲା, ହେଲେ ଆମେ ଭୁଲିଗଲୁ ଯେ ଆମେ କ’ଣ ତିଆରି କରିବାକୁ ଚାହୁଁଛୁ।’ ଆଉ ଏହାର କ୍ୟାପସନ୍‌ରେ ଲେଖାଯାଇଛି ଯେ ଏଥିପାଇଁ ଗଜନୀ ଦାୟୀ! କେବଳ ସେତିକି ନୁହେଁ, ଏହି ପୋଷ୍ଟରେ ଆମୀରଙ୍କୁ ମଧ୍ୟ ଟ୍ୟାଗ୍‌ କରାଯାଇଛି।

https://www.instagram.com/p/Bu0hb8tjjC1/?utm_source=ig_web_copy_link

ଯେଉଁମାନେ ‘ଗଜନୀ’ ଫିଲ୍ମ ଦେଖିଥିବେ, ସେମାନେ ଏହି ପୋଷ୍ଟଟିକୁ ବୁଝିଥିବେ। କାରଣ ‘ଗଜନୀ’ରେ ଆମୀରଙ୍କୁ ସର୍ଟ ଟର୍ମ ମେମୋରି ଲସ୍‌ର(ଭୁଲିଯିବା) ସମସ୍ୟା ଥିଲା। ସେ ସବୁକିଛି ଭୁଲି ଯାଉଥିଲେ। ତେଣୁ ଏହି ପୋଷ୍ଟକୁ ଦେଖିବା ପରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ପ୍ରାୟ ସମସ୍ତେ ଭାବୁଛନ୍ତି ଯେ ଏହାର ସିକ୍ୱେଲ୍ ଆସିବ। ୨୦୦୮ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଅଭିନେତ୍ରୀ ଆସୀନ୍‌ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମଟି ୨୦୦୫ରେ ଆସିଥିବା ତାମିଲ୍‌ ଫିଲ୍ମ ‘ଗଜନୀ’ର ହିନ୍ଦୀ ରିମେକ୍‌ ଥିଲା। ଏଆର୍‌ ମୁର୍‌ଗାଦୋସ୍‌ ଏହାର ନିର୍ଦ୍ଦେଶନା ଦେଇଥିଲେ। ତାମିଲ ଭାଷାରେ ବି ସେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story