Advertisment

ଝାଳବୁହା ଟଙ୍କାରେ ଫିଲ୍ମ କରି ଭୁଲ୍ କଲେ କି ?

ଓଲିଉଡ୍‌ ଅଭିନେତା ମନୋଜ ମିଶ୍ରଙ୍କ ପାଇଁ ବଢ଼ିଲା ଅଡୁଆ। ତାଙ୍କ ନାଁରେ ଝାରସୁଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ଅନ୍‌ଲାଇନରେ ଏଫ୍‌ଆଇଆର୍‌ କରିଛନ୍ତି ‘ପ୍ରଥା’ ଫିଲ୍ମର ପ୍ରଯୋଜକ ସନଲିସା ପତି।

Advertisment

ଓଲିଉଡ୍‌ ଅଭିନେତା ମନୋଜ ମିଶ୍ରଙ୍କ ପାଇଁ ବଢ଼ିଲା ଅଡୁଆ। ତାଙ୍କ ନାଁରେ ଝାରସୁଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ଅନ୍‌ଲାଇନରେ ଏଫ୍‌ଆଇଆର୍‌ କରିଛନ୍ତି ‘ପ୍ରଥା’ ଫିଲ୍ମର ପ୍ରଯୋଜକ ସନଲିସା ପତି। ଝାରସୁଗୁଡ଼ାରେ ଫିଲ୍ମ ହଲରେ ‘ପ୍ରଥା’ ଫିଲ୍ମ ପୋଷ୍ଟର ଚିରାକୁ ନେଇ ସେ ଏଫ୍‌ଆଇଆର୍‌ କରିଛନ୍ତି। ଝାରସୁଗୁଡ଼ାରେ ‘ପ୍ରଥା’ ଚଳଚ୍ଚିତ୍ରକୁ ଚଳାଇ ନଦେବା ଓ ପୋଷ୍ଟର ଚିରା ପଛରେ ରହିଛି ମନୋଜ ମିଶ୍ରଙ୍କ ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କୁ ଗିରଫ ପାଇଁ ସେ ଦାବି କରିଛନ୍ତି। ଶେଷରେ ପରିସ୍ଥିତି ଏମିତି ହେଲା ଯେ, ସାମ୍ବାଦିକ ସମ୍ମିଳନୀ କରି କାନ୍ଦିଲେ ଏବଂ ନିଜ ଫିଲ୍ମ ଉଠାଇ ନେବା ପାଇଁ ନିଷ୍ପତ୍ତି ନେଲେ ସନଲିସା ପତି।

Advertisment
Ollywood Manoj Mishra Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe