ନୂଆ ରୂପରେ ଆସିବ ‘ୟେ ହେ ମହବତେଁ’

ମୁମ୍ବାଇ: ଟେଲିଭିଜନ୍‌ର ମେଗା ଧାରାବାହିକ ‘ୟେ ହେ ମହାବତେଁ’ ୬ ବର୍ଷ ହେଲାଣି ପ୍ରସାରିତ ହେଉଛି। ଏହା ଦର୍ଶକଙ୍କ ମନରେ ଘର କରିନେଇଛି। ଟେଲି କୁଇନ୍ ଏକ୍‌ତା କପୁରଙ୍କର ଏହି ଶୋ’ରେ କରଣ ପଟେଲ୍‌ ଓ ଦିବ୍ୟଙ୍କା ତ୍ରିପାଠୀ (ରମଣ ଓ ଇଶିତା)ଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି। ଏଥିସହ ଶୋ’ରେ ହେଉଥିବା ନୂଆ ନୂଆ ଟ୍ୱିଷ୍ଟ ମଧ୍ୟ ଦର୍ଶକଙ୍କୁ ଭଲ ଲାଗୁଛି। ଆଉ ଏହା ଦେଖି ଏକ୍‌ତା ଏହି ସିରିଏଲ୍‌ର ସ୍ପିନ୍-ଅଫ୍ ଶୋ’ ଆରମ୍ଭ […]

ishita

ishita

Chinmayee Roy
  • Published: Saturday, 26 October 2019
  • Updated: 26 October 2019, 01:32 PM IST

Sports

Latest News

ମୁମ୍ବାଇ: ଟେଲିଭିଜନ୍‌ର ମେଗା ଧାରାବାହିକ ‘ୟେ ହେ ମହାବତେଁ’ ୬ ବର୍ଷ ହେଲାଣି ପ୍ରସାରିତ ହେଉଛି। ଏହା ଦର୍ଶକଙ୍କ ମନରେ ଘର କରିନେଇଛି। ଟେଲି କୁଇନ୍ ଏକ୍‌ତା କପୁରଙ୍କର ଏହି ଶୋ’ରେ କରଣ ପଟେଲ୍‌ ଓ ଦିବ୍ୟଙ୍କା ତ୍ରିପାଠୀ (ରମଣ ଓ ଇଶିତା)ଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି। ଏଥିସହ ଶୋ’ରେ ହେଉଥିବା ନୂଆ ନୂଆ ଟ୍ୱିଷ୍ଟ ମଧ୍ୟ ଦର୍ଶକଙ୍କୁ ଭଲ ଲାଗୁଛି। ଆଉ ଏହା ଦେଖି ଏକ୍‌ତା ଏହି ସିରିଏଲ୍‌ର ସ୍ପିନ୍-ଅଫ୍ ଶୋ’ ଆରମ୍ଭ କରିବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ଏହି ସିରିଏଲ୍‌ର ସ୍ପିନ୍‌ ଅଫ୍ ଶୋ’ ପ୍ରସାରିତ ହେବ। ତେବେ ଏହାର ନାଁ କ’ଣ ରହିବ ଜଣାପଡ଼ିନି। ସୂଚନାଯୋଗ୍ୟ, ସ୍ପିନ୍-ଅଫ୍ ଶୋ’ର ଅର୍ଥ ଫିଲ୍ମ ବା ଟେଲିଭିଜନ୍‌ରେ ପ୍ରସାରିତ କୌଣସି କାର୍ଯ୍ୟକ୍ରମର ପରିବର୍ଦ୍ଧିତ ରୂପ। ଅର୍ଥାତ୍ ଅରିଜିନାଲ୍ କାର୍ଯ୍ୟକ୍ରମକୁ ଏଥିରେ ଆଉ ଟିକେ ବିସ୍ତାରିତ ଭାବେ ଦେଖାଯାଏ ଓ ତା’ସହିତ ଆଉ କିଛି କିଛି ପରିବର୍ତ୍ତନ କରାଯାଏ।

https://www.instagram.com/p/B3yp8DohzS-/?utm_source=ig_web_copy_link

ପୂର୍ବରୁ ଚର୍ଚ୍ଚା ହେଉଥିଲା, କରଣ ୱାହି ଏହି ସ୍ପିନ୍‌ ଅଫ୍‌ ଶୋ’ରେ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ। ହେଲେ ଏବେ ସୂଚନା ମିଳିଛି ଯେ  ‘ଗଣ୍ଠବନ୍ଧନ’ ସିରିଏଲ୍‌ର ରଘୁ ତଥା ଅବରାର୍‌ କାଜି ଲିଡ୍‌ ରୋଲ୍‌ରେ ଅଭିନୟ କରିବେ। ତାଙ୍କ ବିପକ୍ଷରେ ଫିମେଲ୍‌ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ ସର୍‌ଗୁନ୍‌ କୌର୍। ସରଗୁନ୍‌ଙ୍କୁ ଶେଷଥର ପାଇଁ ସିରିଏଲ୍‌ 'ତନ୍ତ୍ର'ରେ ଦେଖିବାକୁ ମିଳିଥିଲା।

https://www.instagram.com/p/BpzZTjVBdCw/?utm_source=ig_web_copy_link

ସୂଚନା ଅନୁଯାୟୀ, ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ବିଚାରକୁ ନେବା ପରେ ଶେଷରେ ଅବରାର ଓ ସରଗୁନ୍‌ଙ୍କୁ ଏହି  ସ୍ପିନ୍‌ ଅଫ୍ ଶୋ’ ପାଇଁ ଫାଇନାଲ୍ କରାଯାଇଛି। କୁହାଯାଉଛି, ଏହି ନୂଆ ଯୋଡ଼ିର ଚୟନ ନିଜେ ଏକ୍‌ତା କରିଛନ୍ତି।

ଏହାପୂର୍ବରୁ ଏକ୍‌ତା ନିଜର ଆଉ ଏକ ସିର୍‌ଏଲ ‘କୁମ୍‌କୁମ୍‌ ଭାଗ୍ୟ’ର ମଧ୍ୟ ସ୍ପିନ୍‌ ଫ୍‌ ଶୋ’ ‘କୁଣ୍ଡଲି ଭାଗ୍ୟ’ ତିଆରି କରିସାରିଛନ୍ତି। ଆଉ ଏହି ସିରିଏଲ୍ ଏବେ ଜିଟିଭିର ଟିଆରପି ରେସ୍‌ରେ ଏକ ନମ୍ବର୍‌ରେ ରହିଛି। ତେବେ ଦେଖିବା ବାକି ରହିଲା ଯେ ତାଙ୍କର ଏହି ନୂଆ ସ୍ପିନ୍‌-ଅଫ୍‌ ଶୋ’ କମାଲ୍ କରୁଛି ନା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story