Advertisment

ହଠାତ୍‌ ଫିଲ୍ମ ହଲ୍‌ରେ କାହିଁକି କାନ୍ଦିବାକୁ ଲାଗିଲେ ଏହି ଅଭିନେତ୍ରୀ?

ମୁମ୍ବାଇ: ପୁରା ବିଶ୍ୱରେ ବକ୍ସ ଅଫିସ୍‌ରେ ହଲିଉଡ୍‌ ମାର୍ବଲ୍‌ ଷ୍ଟୁଡିଓ ଫିଲ୍ମ ଆଭେଞ୍ଜର୍ସ ଆଣ୍ଡ ଗେମ୍‌ ଧମାକା କରୁଛି। ୨୬ ଏପ୍ରିଲ୍‌ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମଟି ଦର୍ଶକଙ୍କୁ କିମିଆ କରିଛି। ଯାହା ସୂଚନା ମିଳୁଛି ଏହି ଫିଲ୍ମକୁ ଦେଖି ଜଣେ ଟେଲି  ଅଭିନେତ୍ରୀ ଭାବୁକ ମଧ୍ୟ ହୋଇପଡିଛନ୍ତି। ଏଥିମଧ୍ୟରେ ଛୋଟ ପରଦାରେ ‘ୟେ ରିସ୍ତା କ୍ୟା କେହ୍‌ ଲାତାହୈ’ ବୋହୂ ସାଜିଥିବା ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ  ଏହି ଫିଲ୍ମ ଦେଖି ଥିଏଟରରେ ହିଁ କାନ୍ଦିବାକୁ ଲାଗିଲେ। […]

author-image
Biswobandita Swain
ହଠାତ୍‌ ଫିଲ୍ମ ହଲ୍‌ରେ କାହିଁକି କାନ୍ଦିବାକୁ ଲାଗିଲେ ଏହି ଅଭିନେତ୍ରୀ?

shivaaa

ମୁମ୍ବାଇ: ପୁରା ବିଶ୍ୱରେ ବକ୍ସ ଅଫିସ୍‌ରେ ହଲିଉଡ୍‌ ମାର୍ବଲ୍‌ ଷ୍ଟୁଡିଓ ଫିଲ୍ମ ଆଭେଞ୍ଜର୍ସ ଆଣ୍ଡ ଗେମ୍‌ ଧମାକା କରୁଛି। ୨୬ ଏପ୍ରିଲ୍‌ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମଟି ଦର୍ଶକଙ୍କୁ କିମିଆ କରିଛି। ଯାହା ସୂଚନା ମିଳୁଛି ଏହି ଫିଲ୍ମକୁ ଦେଖି ଜଣେ ଟେଲି  ଅଭିନେତ୍ରୀ ଭାବୁକ ମଧ୍ୟ ହୋଇପଡିଛନ୍ତି। ଏଥିମଧ୍ୟରେ ଛୋଟ ପରଦାରେ ‘ୟେ ରିସ୍ତା କ୍ୟା କେହ୍‌ ଲାତାହୈ’ ବୋହୂ ସାଜିଥିବା ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ  ଏହି ଫିଲ୍ମ ଦେଖି ଥିଏଟରରେ ହିଁ କାନ୍ଦିବାକୁ ଲାଗିଲେ।

Advertisment

ଶିବାଙ୍ଗୀ କାନ୍ଦୁଥିବାର ଭିଡିଓ ତାଙ୍କ ଫ୍ୟାନ୍‌ ପେଜ୍‌ରେ ଶେଆର କରାଯାଇଛି। ଏହି ଭିଡିଓକୁ ‘ୟେ ହେ ମୋହବତ’ରେ ଅଭିନୟ କରୁଥିବା ଅଭିନେତ୍ରୀ ଆଦିତି ସୁଟ୍‌ କରିଛନ୍ତି।

https://www.instagram.com/p/BxSaAmIDmtp/?utm_source=ig_web_button_share_sheet

Advertisment