ବଲିଉଡ୍‌ ଛାଡ଼ିବା ପରେ ଚର୍ଚ୍ଚାରେ ଜାଏରା, ୟୁଜର୍ସ କହିଲେ ଏମିତି...

ମୁମ୍ବାଇ: କିଛି ଦିନ ପୂର୍ବରୁ ଦଙ୍ଗଲ୍‌ ଗାର୍ଲ ଜାଏରା ୱାସିମ୍‌ ବଲିଉଡ୍‌ ଛାଡ଼ିଥିଲେ। ବଲିଉଡ୍‌ରେ ଖୁବ୍‌ କମ୍‌ ଦିନରେ ସଫଳତା ପାଇଥିଲେ ମଧ୍ୟ ଏଥିଯୋଗୁ ସେ ନିଜ ଧର୍ମ ଇସ୍‌ଲାମ୍‌ରୁ ଦୂରେଇ ଯାଉଛନ୍ତି ବୋଲି କାରଣ ଦର୍ଶାଇଥିଲେ। ବଲିଉଡ୍‌ ଇଣ୍ଡଷ୍ଟ୍ରି ଛାଡ଼ିବା କଥା ସେ ସୋଶାଲ୍‌ ମିଡିଆ ଯୋଗେ ଫ୍ୟାନ୍‌ଙ୍କୁ ଜଣାଇଥିଲେ।ଏହା ପରେ ଲଗାତାର ଭାବେ ସେ ଚର୍ଚ୍ଚାରେ ରହି ଆସୁଛନ୍ତି। ଏହା ପରେ ଜାଏରାଙ୍କ ମ୍ୟାନେଜର୍‌ ତାଙ୍କ ସୋଶାଲ୍‌ ମିଡିଆ ଆକାଉଣ୍ଟ ହ୍ୟାକ୍‌ ହୋଇଛି ବୋଲି […]

31

31

Rosalin Rath
  • Published: Tuesday, 02 July 2019
  • Updated: 02 July 2019, 11:42 AM IST

Sports

Latest News

ମୁମ୍ବାଇ: କିଛି ଦିନ ପୂର୍ବରୁ ଦଙ୍ଗଲ୍‌ ଗାର୍ଲ ଜାଏରା ୱାସିମ୍‌ ବଲିଉଡ୍‌ ଛାଡ଼ିଥିଲେ। ବଲିଉଡ୍‌ରେ ଖୁବ୍‌ କମ୍‌ ଦିନରେ ସଫଳତା ପାଇଥିଲେ ମଧ୍ୟ ଏଥିଯୋଗୁ ସେ ନିଜ ଧର୍ମ ଇସ୍‌ଲାମ୍‌ରୁ ଦୂରେଇ ଯାଉଛନ୍ତି ବୋଲି କାରଣ ଦର୍ଶାଇଥିଲେ। ବଲିଉଡ୍‌ ଇଣ୍ଡଷ୍ଟ୍ରି ଛାଡ଼ିବା କଥା ସେ ସୋଶାଲ୍‌ ମିଡିଆ ଯୋଗେ ଫ୍ୟାନ୍‌ଙ୍କୁ ଜଣାଇଥିଲେ।ଏହା ପରେ ଲଗାତାର ଭାବେ ସେ ଚର୍ଚ୍ଚାରେ ରହି ଆସୁଛନ୍ତି।

ଏହା ପରେ ଜାଏରାଙ୍କ ମ୍ୟାନେଜର୍‌ ତାଙ୍କ ସୋଶାଲ୍‌ ମିଡିଆ ଆକାଉଣ୍ଟ ହ୍ୟାକ୍‌ ହୋଇଛି ବୋଲି ସୂଚନା ଦେଇଥିଲେ। ଜାଏରା ଏହି କଥାର ସଫେଇ ଦେଇ ଆଉ ଏକ ପୋଷ୍ଟ କରିଥିଲେ। ସେ କହିଥିଲେ ଯେ, ‘ମୋ ସୋଶାଲ୍‌ ମିଡିଆ ଆକାଉଣ୍ଟ ହ୍ୟାକ୍‌ ହୋଇନାହିଁ। ମୁଁ ନିଜେ ଆକାଉଣ୍ଟ ଦେଖେ। କୃପା କରି ବିଭିନ୍ନ କଥାକୁ ବିଶ୍ୱାସ କରନ୍ତୁ ନାହିଁ’।

https://twitter.com/ZairaWasimmm/status/1145649787959558145

ଜାଏରା ଏହି ପୋଷ୍ଟ କରିବା ପରେ ୟୁଜର୍ସ ତାଙ୍କୁ ଟ୍ରଲ୍‌ କରିଛନ୍ତି। ଜଣେ ୟୁଜର୍ସ କହିଛନ୍ତି ଯେ, ‘ଇସ୍‌ଲାମ୍‌ ଧର୍ମରେ ଟ୍ୱିଟର୍‌ ବ୍ୟବହାର କରିବା ମଧ୍ୟ ଭୁଲ୍‌। ଆପଣ ବୁର୍ଖା ପିନ୍ଧି ଘରେ ବସନ୍ତୁ। ଆଉ ଜଣେ ୟୁଜର୍ସ କହିଛନ୍ତି ଯେ, ସୋଶାଲ୍‌ ମିଡିଆରୁ ମଧ୍ୟ ଶୀଘ୍ର ଦୂରେଇ ଯାଆନ୍ତୁ।

ସେହିଭଳି ଆଉ ଜଣେ ୟୁଜର୍‌ କହିଛନ୍ତି, କେହି ବି ତୁମ ପାଇଁ କାନ୍ଦିବେନି, ନା ତୁମ ପାଇଁ ଖୁସି ମଧ୍ୟ ହେବେ ନାହିଁ।’

ଜାଏରା ଏହି ପୋଷ୍ଟ କରିବା ମାତ୍ରେ ଅନେକ ୟୁଜର୍‌ ନେଗେଟିଭ୍‌ କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି।

https://www.instagram.com/p/BzUBXYrlsml/?utm_source=ig_web_copy_link

ଏଠାରେ ଆମେ କହିରଖିବାକୁ ଚାହୁଁଛୁ, ଜାଏରା ୨୦୧୬ ମସିହାରେ ରିଲିଜ୍‌ ହୋଇଥିବା ସୁପର୍‌ହିଟ୍‌ ଫିଲ୍ମ ‘ଦଙ୍ଗଲ୍‌’ ଯୋଗେ ବଲିଉଡ୍‌ରେ ପାଦ ରଖିଥିଲେ। ଏହା ପରେ ସେ ‘ସିକ୍ରେଟ୍‌ ସୁପରଷ୍ଟାର୍‌’ରେ କାମ କରିଥିଲେ।

ଏବେ ତାଙ୍କର ଆଉ ଏକ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ୍‌’ ଆସିବାକୁ ଯାଉଛି। ଏଥିରେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବା ସହ ଜାଏରା ମଧ୍ୟ ଅଛନ୍ତି। ଏହି ଫିଲ୍ମର ସୁଟିଂ ନିକଟରେ ଶେଷ ହୋଇଛି। ଫିଲ୍ମଟି ଚଳିତ ବର୍ଷ ଅକ୍ଟୋବର ମାସରେ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story