ସ୍ୱାଧୀନତା ଦିବସରେ ଜାଣନ୍ତୁ ନିଜର ଅଧିକାର: ଏହି ୧୨ ଆଇନ ବିଷୟରେ ସମସ୍ତେ ଜାଣିବା ଉଚିତ

ସ୍ୱାଧୀନ ଭାରତରେ ରହୁଥିବା ଲୋକଙ୍କୁ ସମ୍ବିଧାନ ସ୍ୱତନ୍ତ୍ର ଅଧିକାର ଦେଇଛି। ସମ୍ବିଧାନରେ ଏମିତି ୧୨ ଆଇନ ରହିଛି, ଯାହା ସମସ୍ତ ଭାରତୀୟ ଜାଣିବା ଦରକାର।

Law

Representational image

Hemant Lenka
  • Published: Tuesday, 15 August 2023
  • Updated: 15 August 2023, 07:57 AM IST

Sports

Latest News

ଆସନ୍ତାକାଲି ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହି ୭୭ତମ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି।

ସ୍ୱାଧୀନ ଭାରତରେ ରହୁଥିବା ଲୋକଙ୍କୁ ସମ୍ବିଧାନ ସ୍ୱତନ୍ତ୍ର ଅଧିକାର ଦେଇଛି। ସମ୍ବିଧାନରେ ଏମିତି ୧୨ ଆଇନ ରହିଛି, ଯାହା ସମସ୍ତ ଭାରତୀୟ ଜାଣିବା ଦରକାର। ସ୍ୱାଧୀନତା ଦିବସ ପୂର୍ବରୁ ଆସନ୍ତୁ ସେହି ୧୨ ଆଇନ ଓ ଅଧିକାର ବିଷୟରେ ଜାଣିବା।

୧- ଏଫଆଇଆର ଫାଲ କରିବାର ଅଧିକାର: ଆଇପିସିର ଧାରା ୧୬୬ଏ ଅଧୀନରେ ପୁଲିସ୍‌ ଅଧିକାରୀମାନେ କେବେ ହେଲେ ଏଫଆଇଆର ରୁଜୁ କରିବାକୁ ମନା କରିପାରିବେ ନାହିଁ। ଏଫଆଇଆର ଫାଲଲ କରିବା ଦେଶବାସୀଙ୍କର ଅଧିକାର। ଏହାକୁ ଗ୍ରହଣ କରିବା ପାଇଁ ମନା କରୁଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ ଆପଣ ମାମଲା କରିପାରିବେ। ଏହି ଅଧିକାର ବଳରେ ଆପଣଙ୍କ ଅଭିଯୋଗକୁ ପୁଲିସ୍‌ ଗୁରୁତ୍ୱର ସହ ନେଇ ତଦନ୍ତ କରିବାକୁ ବାଧ୍ୟ।

Also Read

୨- ଟଙ୍କା ଫେରସ୍ତ ପାଇବାର ଅଧିକାର: ଗ୍ରାହକ ସୁରକ୍ଷା ବିଲ୍‌ ବଳରେ ଆପଣ କୌଣସି ଅନୁଉପଯୁକ୍ତ ସାମଗ୍ରୀ କିମ୍ବା ସେବା ବଦଳରେ ପୂରା ଟଙ୍କା ଫେରସ୍ତ ପାଇଁ ଦାବି କରିବା ପାରିବେ। ଲୋକମାନଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦେଇ ଗ୍ରାହକ ସୁରକ୍ଷା ଆଇନ ୨୦୧୯ ଅଧୀନ ସ୍ୱତନ୍ତ୍ର ନିୟମ ଓ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଆଇନ ବଳରେ ଜଣେ ଭେଣ୍ଡର ତ୍ରୁଟିଯୁକ୍ତ, ବିଳମ୍ବିତ ଡେଲିଭରୀ ହୋଇଥିବା ସାମଗ୍ରୀ କିମ୍ବା ୱେବସାଇଟରେ ଦାବି ଅନୁଯାୟୀ ଉପଯୁକ୍ତ ନଥିବା ଜିନିଷ ନେବାକୁ ବାଧ୍ୟ। ଏହା ବଦଳରେ ଟଙ୍କା ମଧ୍ୟ ଫେରସ୍ତ କରିବାକୁ ପଡ଼ିବ।

୩- ବାପା ମା’ଙ୍କ ଯତ୍ନ ନେବାକୁ ପିଲାମାନେ ବାଧ୍ୟ: ସିଆରପିସିର ଧାରା ୧୨୫ରେ ପତ୍ନୀ, ପିଲା ଓ ବାପା ମା’ଙ୍କ ଦାୟିତ୍ୱ ନେବାର ଅଧିକାର ଦେଇଛି। ଏହା ଅନୁସାରେ, ନିଜ ବାପା ମା’ କିମ୍ବା ପାଳିତ ବାପା ମା’ ନିଜ ପିଲାମାନଙ୍କଠାରୁ ରକ୍ଷାଣବେକ୍ଷଣ ପାଇବାର ଅଧିକାର ରଖିଛନ୍ତି। ସେମାନଙ୍କ ଦାୟିତ୍ୱ ଓ ଆର୍ଥକ ସୁରକ୍ଷାକୁ ଏହି ଆଇନ ନିଶ୍ଚିତ କରିଛି।

୪- ସମାନ କାମ ପାଇଁ ସମାନ ଟଙ୍କା ପାଇବାର ଅଧିକାର: ସମାନ ବେତନ ଆଇନ ୧୯୭୬ରେ ଉଭୟ ପୁରୁଷ ଓ ମହିଳା ସମାନ କାମ ପାଇଁ ସମାନ ଦରମା ପାଇବାର ବ୍ୟବସ୍ଥା ରହିଛି। କର୍ମସ୍ଥଳରେ ଲିଙ୍ଗଗତ ପାର୍ଥକ୍ୟ କେହି ପାରିବେ ନାହିଁ।

୫- ଜଣେ ମହିଳା ଗିରଫ ହେବା ବେଳେ ଅଧିକାର: ସିଆରପିସିର ଧାରା ୪୬ ଅନୁଯାୟୀ କେବଳ ଜରୁରୀ ପରିସ୍ଥିତି ବିନା ଜଣେ ମହିଳାଙ୍କୁ କେହି ବି ସୂର୍ଯ୍ୟ ଉଦୟ (ସକାଳ ୬) ଓ ସୂର୍ଯ୍ୟାସ୍ତ(ସନ୍ଧ୍ୟା ୬) ପରେ ଗିରଫ କରିପାରିବେ ନାହିଁ। ଜଣେ ପୁରୁଷ ଅଧିକାରୀ ମହିଳାଙ୍କୁ କେବେ ହେଲେ ଗିରଫ କରିପାରିବେ ନାହିଁ। ଗରିଫ ବେଳେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଆଇନରେ ଏପରି ବ୍ୟବସ୍ଥା ହୋଇଛି।

୬- ଟ୍ରାଫିକ ପୁଲିସ୍‌ ଚାବି ଛଡ଼ାଇ ପାରିବେ ନାହିଁ : ମୋଟର ଭେଇକିଲ ଆକ୍ଟ ୧୯୮୮ରେ କୁହାଯାଇଛି ଯେ ଯଦି କୌଣସି ଟ୍ରାଫିକ ପୁଲିସ ବେଆଇନ ଭାବେ ଆପଣଙ୍କ ଗାଡ଼ିର ଚାବି ଛଡ଼ାଇ ନେଉଛନ୍ତି, ତା’ହେଲେ ଆପଣ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ପାଇଛନ୍ତି।

୭- ପୁଲିସ୍‌ ଆଇନ ଅଧୀନରେ ଥିବା ଅଧିକାର: ପୁଲିସ୍‌ ଆଇନ ୧୮୬୧ ଅନୁଯାୟୀ, ଜଣେ ପୁଲିସ୍‌ କର୍ମଚାରୀ ସବୁବେଳେ ଡ୍ୟୁଟିରେ ରହିଥିବା ବିଚାର କରାଯିବ। ସେ ୟୁନିଫର୍ମରେ ଥାଆନ୍ତୁ କି ନ ଥାଆନ୍ତୁ, କିନ୍ତୁ ତାଙ୍କ ଡ୍ୟୁଟି ୨୪ ଘଣ୍ଟା ବୋଲି ବିବେଚନା କରାଯିବ। ଯଦି ବି କୌଣସି ପୁଲିସ୍‌ କର୍ମଚାରୀ ଛୁଟିରେ ଅଛନ୍ତି ଓ ଏହି ସମୟରେ କେହି ପୀଡ଼ିତ/ପୀଡ଼ିତା ତାଙ୍କୁ ସହଯୋଗ ମାଗିଲେ, ତା’ହେଲେ ସେ ସହଯୋଗ କରିବାକୁ ମନା କରିପାରିବେ ନାହିଁ।

୮- ମାତୃ କଲ୍ୟାଣ ଆଇନ ଅଧୀନରେ ଥିବା ଅଧିକାର: ମାତୃ କଲ୍ୟାଣ ଆଇନ ୧୯୬୧ରେ କୁହାଯାଇଛି ଯେ କୌଣସି ସଂସ୍ଥା ଗର୍ଭବତୀଙ୍କୁ ଚାକିରିକୁ ବିଦା କରିପାରିବ ନାହିଁ। ତାଙ୍କୁ କମ୍ପାନୀ ଛୁଟି ଦେବାକୁ ବାଧ୍ୟ। ଯଦି କେହି ଗର୍ଭବତୀଙ୍କୁ ଚାକିରିରୁ ବାହାର କରିବେ, ତା’ହେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରାବଧାନ ରହିଛି।

୯- ଚେକ ବାଉନ୍ସ ବିରୋଧୀ ଅଧିକାର : ନେଗୋସିଏବଲ ଇନଷ୍ଟ୍ର୍ୟୁମେଣ୍ଟ ଆଇନ ୧୮୮୧ର ଧାରା ୧୩୮ରେ ଚେକ ବାଉନ୍ସ ଗୋଟିଏ ଦଣ୍ଡ ମିଳିଥିବା ଅପରାଧ। ଯଦି ଆପଣଙ୍କୁ ମିଳିଥିବା ଚେକ ବାଉନ୍ସ ହେଉଛି, ତା’ହେଲେ ଆପଣ ଏହା ବିରୋଧରେ କେସ୍‌ କରିବାର ଅଧିକାର ପାଇଛନ୍ତି।

୧୦- ମାଗଣା ଆଇନଗତ ସହାୟତାର ଅଧିକାର: ସମ୍ବିଧାନର ଧାରା ୩୯-Aରେ କୁହାଯାଇଛି ଯେ ଯେଉଁମାନେ ଆଇନଗତ ଲଢ଼େଇ ପାଇଁ ଓକିଲ ଯୋଗାଣ କରିବାକୁ ଅକ୍ଷମ, ତା’ହେଲେ ସେମାନେ ସରକାରଙ୍କ ପକ୍ଷରୁ ମାଗଣା ଆଇନଗତ ସହାୟତା ପାଇବାର ଅଧିକାର ପାଇଛନ୍ତି।

୧୧- ସୂଚନା ଅଧିକାର ଆଇନ: ଏହି ଅଧିକାର ବଳରେ ଯେକୌଣସି ଲୋକ ସରକାରୀ ଅଧିକାରୀଙ୍କୁ ଯେକୌଣସି ସୂଚନା ମାଗି ପାରିବେ। ଯଦି ଅଧିକାରୀ ସୂଚନା ଦେବାରେ ବିଳମ୍ବ କରନ୍ତି, ତା’ହେଲେ ତାଙ୍କ ଉପରେ ଜୋରିମାନା ମଧ୍ୟ ଲାଗୁ କରାଯିବାର ପ୍ରାବଧାନ ରହିଛି।

୧୨- ସର୍ବାଧିକ ରିଟେଲ ଦାମ ଅଧିକାର ୨୦୧୪: ଏ ସମ୍ପର୍କରେ ସମ୍ବିଧାନରେ ସ୍ୱତନ୍ତ୍ର ଭାବେ କିଛି ବି ଉଲ୍ଲେଖ କରାଯାଇନି। କିନ୍ତୁ ଗ୍ରାହକ ସୁରକ୍ଷା ଆଇନ ଅଧୀନରେ କୌଣସି ସାମଗ୍ରୀର ସର୍ବାଧିକ ରିଟେଲ ଦାମ ଧାର୍ଯ୍ୟ କରାଯାଇଛି। ଉଲ୍ଲେଖ ଥିବା ଏମଆରପି ବ୍ୟତୀତ କୌଣସି ଦୋକାନୀ ଗ୍ରାହକଙ୍କ ଠାରୁ ଅଧିକ ଦାମ ଦାବି କରିପାରିବେ ନାହିଁ। ଗ୍ରାହକମାନେ ଏମଆରପି ଠାରୁ କମ ଦାମରେ ଗୋଟିଏ ଜିନିଷ କିଣିବାକୁ ପ୍ରସ୍ତାବ ଦେଇ ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story