Advertisment

'ଅନ୍ଧ ରାଜ୍ୟ ଚାଲିଛି’

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଦେଖିବାକୁ ଆସି, ଭିତରକୁ ଯାଇପାରିଲେନି ସାଧାରଣ ଜନତା । ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

author-image
Manoj Swain

୭୭ତମ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଦେଖିବାକୁ ଆସି, ଭିତରକୁ ଯାଇପାରିଲେନି ସାଧାରଣ ଜନତା । ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

Advertisment
Odisha Police Independence Day