୮୭ ବର୍ଷ ତଳେ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା ପୂଜା

ଭୁବନେଶ୍ବରରେ ସର୍ବ ପ୍ରଥମେ ଏହି ବଣିଆ ସାହିରେ ହିଁ ଆରମ୍ଭ ହୋଇଥିଲା ଶାରଦୀୟ ଦୂର୍ଗାପୂଜା ।

Manoj Swain
  • Published: Friday, 20 October 2023
  • Updated: 20 October 2023, 04:41 PM IST

Sports

Latest News

ଭୁବନେଶ୍ବର ଓଲଡ ଟାଉନର ବଣିଆ ସାହି ଦୁର୍ଗା ମଣ୍ଡପ । ହୁଏତ ରାଜଧାନୀର ବଡ଼ ବଡ଼ ମଣ୍ଡପ ସହ ଏହା ସମତୁଲ ନୁହେଁ । କିନ୍ତୁ ଭୁବନେଶ୍ବରରେ ସର୍ବ ପ୍ରଥମେ ଏହି ବଣିଆ ସାହିରେ ହିଁ ଆରମ୍ଭ ହୋଇଥିଲା ଶାରଦୀୟ ଦୂର୍ଗାପୂଜା । ୧୯୩୬ ମସିହାରେ ଏକ ଛୋଟ ଚାଳ ଘରେ ସାହି ଭିତରେ ମା ପୂଜା ପାଇଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos