୮୭ ବର୍ଷ ତଳେ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା ପୂଜା | Odisha Reporter
Advertisment
ଭୁବନେଶ୍ବର ଓଲଡ ଟାଉନର ବଣିଆ ସାହି ଦୁର୍ଗା ମଣ୍ଡପ । ହୁଏତ ରାଜଧାନୀର ବଡ଼ ବଡ଼ ମଣ୍ଡପ ସହ ଏହା ସମତୁଲ ନୁହେଁ । କିନ୍ତୁ ଭୁବନେଶ୍ବରରେ ସର୍ବ ପ୍ରଥମେ ଏହି ବଣିଆ ସାହିରେ ହିଁ ଆରମ୍ଭ ହୋଇଥିଲା ଶାରଦୀୟ ଦୂର୍ଗାପୂଜା । ୧୯୩୬ ମସିହାରେ ଏକ ଛୋଟ ଚାଳ ଘରେ ସାହି ଭିତରେ ମା ପୂଜା ପାଇଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us