Advertisment

ବିଶ୍ୱ କର୍କଟ ଦିବସ ଅବସରରେ କଣ କହିଲେ ସିଦ୍ଧାନ୍ତ ମହାପାତ୍ର ?

ବିଶ୍ୱ କର୍କଟ ଦିବସ ଅବସରରେ ଓଟିଭି ପକ୍ଷରୁ ମିନି ମାରାଥନ ଆୟୋଜିତ ହୋଇଯାଇଅଛି। କ୍ୟାନସରକୁ ନେଇ ସଚେତନତା ସୃଷ୍ଟି ପାଇଁ OTV ସଂସ୍ଥା ପକ୍ଷରୁ ଏଭଳି ପ୍ରୟାସ।

author-image
Manoj Swain

ବିଶ୍ୱ କର୍କଟ ଦିବସ ଅବସରରେ OTVର ମିନି ମାରାଥନ। କର୍କଟ ରୋଗ ଏବଂ ତାର ନିରାକରଣ ସଂପର୍କରେ ଜନସଚେତନତା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ହାତକୁ ନେଇଛି ଓଟିଭି। ମିନି ମାରାଥନରେ ସାମିଲ ହେଲେ ସେଲିବ୍ରିଟି, ଓଟିଭି କର୍ମଚାରୀ ଓ ଜନତା। ଏହାକୁ ନେଇ ଅଭିନେତା ସିଦ୍ଧାନ୍ତ ମହାପାତ୍ର କଣ କହିଛନ୍ତି ଶୁଣନ୍ତୁ।

Advertisment
Odisha Bhubaneswar Otv World Cancer Day