‘ମେଣ୍ଟାଲ ହେଲ୍ଥ ଓ ଫିଜିକାଲ ହେଲ୍ଥ 2ଟାକୁ ଜଗନ୍ତୁ’ | Odisha Reporter
Advertisment
ବିଶ୍ୱ କର୍କଟ ଦିବସ ଅବସରରେ OTVର ମିନି ମାରାଥନ। କର୍କଟ ରୋଗ ଏବଂ ତାର ନିରାକରଣ ସଂପର୍କରେ ଜନସଚେତନତା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ହାତକୁ ନେଇଛି ଓଟିଭି। ମିନି ମାରାଥନରେ ସାମିଲ ହେଲେ ସେଲିବ୍ରିଟି, ଓଟିଭି କର୍ମଚାରୀ ଓ ଜନତା। ଏହାକୁ ନେଇ ଅଭିନେତା ସିଦ୍ଧାନ୍ତ ମହାପାତ୍ର କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us