ମା\'ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ରକ୍ତ ରଞ୍ଜିତା ହେଲା ରାଜରାସ୍ତା ! | Odisha Reporter
Advertisment
କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ପରମ୍ପରା ନାଁରେ ଆଜି ପଡ଼ିଲା ପଶୁ ବଳି। ପୁଣି ରକ୍ତରଞ୍ଜିତ ହୋଇଛି ଭବାନୀପାଟଣା ସହର ରାଜରାସ୍ତା। ଚଳିତବର୍ଷ ବି ଶ୍ରଦ୍ଧାଳୁମାନେ ନିଜ ମାନସିକ ପୂରଣ ଲାଗି ଶହ ଶହ ନିରୀହ ପଶୁ ବଳି ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us