Advertisment

ନୟାଗଡ଼ ଫତେଗଡ଼ ଠାରେ ପ୍ରତିଷ୍ଠା ଚାଲିଛି ଭବ୍ୟ ରାମ ମନ୍ଦିର

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ସହ ନୟାଗଡ଼ ଫତେଗଡ଼ ଠାରେ ପ୍ରତିଷ୍ଠା ଚାଲିଛି ଭବ୍ୟ ରାମ ମନ୍ଦିର।

Advertisment

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ସହ ନୟାଗଡ଼ ଫତେଗଡ଼ ଠାରେ ପ୍ରତିଷ୍ଠା ଚାଲିଛି ଭବ୍ୟ ରାମ ମନ୍ଦିର। ୫ଶହ ବର୍ଷର ପ୍ରତୀକ୍ଷା, ୫ଶହ ବର୍ଷର ସ୍ୱପ୍ନ ଆଜି ସାକାର ହୋଇଛି । ସାରା ଅଯୋଧ୍ୟା ଏବେ ରାମମୟ । ପ୍ରଭୁ ଶ୍ରୀରାମଙ୍କ ଜୟ ଜୟକାରରେ କମ୍ପି ଉଠୁଛି ଅଯୋଧ୍ୟା । ସଂପନ୍ନ ହେଲା ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ । ଏପଟେ ନୟାଗଡ଼ର ଫତେଗଡ଼ରେ ମଧ୍ୟ ରାମମୟ ପରିବେଶ। ସାଧୁ ସନ୍ଥଙ୍କ ଗହଣରେ ମନ୍ତ୍ରପାଠ ଓ ବେଦପାଠରେ ଗୁଞ୍ଜରିତ ହେଉଛି ପରିବେଶ l

Advertisment
Nayagarh Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe