Advertisment

ଓଡ଼ିଶାରୁ ଅଯୋଧ୍ୟାକୁ ଯିବ ଧନୁ ତୀର

ରାମଲାଲାଙ୍କ ପାଇଁ ଅଯୋଧ୍ୟାକୁ ଧନୁ ତୀର ପଠାଇବେ ଐତିହ୍ୟ ସଂଗ୍ରାହକ ସୁଦର୍ଶନ ସାହୁ।

ଅଦ୍ୟତନ ହୋଇଛି
Dhanu

Dhanu

Advertisment

ରାମଲାଲାଙ୍କ ପାଇଁ ଅଯୋଧ୍ୟାକୁ ଧନୁ ତୀର ପଠାଇବେ ଐତିହ୍ୟ ସଂଗ୍ରାହକ ସୁଦର୍ଶନ ସାହୁ। ଏଥିପାଇଁ କଟକୀ ମଠର ମଠାଧୀଶ ବିଜୟ ରାମାନୁଜଙ୍କ ଉଦ୍ୟମରେ ନ୍ୟାସର ସଂପାଦକଙ୍କ ସହ ଯୋଗାଯୋଗ କ୍ରମେ ଅନୁମତି ମିଳିଛି।

Advertisment

ପୁରୀର ପ୍ରସିଦ୍ଧ ପାପୁଡିଆ ମଠର ମୁଖ୍ୟ ରାମକୃଷ୍ଣ ଦାସ ମହାରାଜ ଏଭଳି ଯୁଗଳ କଳାକୃତିକୁ ଅଯୋଧ୍ୟାରେ ନ୍ୟାସ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚାଇବା
ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି।

ସଂଗ୍ରାହକ ସୁଦର୍ଶନ ସାହୁ ରାମଲାଲାଙ୍କ ଉଦ୍ଦେଶ୍ୟରେ ଏହାକୁ ରାମକୃଷ୍ଣ ଦାସଙ୍କୁ ଅର୍ପଣ କରିବେ। ଏହି ଧନୁରେ ମୟୂର କଣ୍ଠ ସଦୃଶ କାମ ହୋଇଛି। ୨ ଫୁଟ ଲମ୍ବ ଏବଂ ଦେଢ଼ ଫୁଟ ଚଉଡା ବିଶିଷ୍ଟ ଏହି ଧନୁ ଓ ତୀରର ଓଜନ ଦୁଇ କିଲୋ ହେବ। ଏହା ସମ୍ପୂର୍ଣ୍ଣ ପିତ୍ତଳରେ ତିଆରି ହୋଇଛି।

Advertisment
Cuttack Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe